Browsing Category
ଓଡିଶା
ରାଉରକେଲା ତରକେରା ନିକଟ ୧୪୩ ନମ୍ୱର ଜାତୀୟ ରାଜପଥ ରେ ଦୁର୍ଘଟଣା।। ଜଣେ ବାଇକ ଆରୋହି ମୃତ , ଜଣେ ଗୁରୁତର।
ରାଉରକେଲା ତରକେରା ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଗୁରୁବାର ପୂର୍ବାହ୍ନ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି
। ଆହତ ଯୁବକଙ୍କୁ ଜେପି ହସପିଟାଲ ରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ଓମ ଆପୋଲୋ ହସପିଟାଲ ବ୍ୟାଙ୍କ ଆକାଉଣ୍ଟ ରୁ ୪୧ ଲକ୍ଷ ଟଙ୍କା ଟ୍ରାନ୍ସଫର ମାମଲାରେ ୩ ଗିରଫ।। ଗିରଫଙ୍କ ମଧ୍ୟରେ…
ଚଞ୍ଚକତା କରି ରାଉରକେଲା ର ଏକ ଘରୋଇ ହସପିଟାଲ ର ବ୍ୟାଙ୍କ ଆକାଉଣ୍ଟ ରୁ ୪୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବା ଘଟଣା ର ପର୍ଦାଫସ ସାଇବର ଥାନା ପୋଲିସ କରିଛି। ଏହି ଘଟଣାରେ ପୋଲିସ ୩ ଜଣ ଅଭଯୁକ୍ତଙ୍କ ଗିରଫ କରିଥିବା ବେଳେ ୧ ଲକ୍ଷ ୫ ହଜାର ଟଙ୍କା ଜବତ କରିଛି। ଏହା ସହ ସୁନା ଗହଣା , ବ୍ୟାଙ୍କ!-->…
Read More...
Read More...
ହାଇ ସିକ୍ୟୁରିଟି ନମ୍ବରପ୍ଲେଟ ଲାଗି ଆଜିଠାରୁ ଅନଲାଇନ ଆବେଦନ।। ନିଷ୍ପତ୍ତିକୁ ରାଜ୍ୟ ନମ୍ବରପ୍ଲେଟ ଏବଂ ଆର୍ଟିଷ୍ଟ ସଂଘର…
ଗାଡି ରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତ୍ତି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିଆଯାଇଛି। ଏହି ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଆଜିଠାରୁ (ଜୁନ ୧) ଗାଡି ମାଲିକ ମାନେ www.siam.in ରେ ଆବେଦନ କରିପାରିବେ।
ଗାଡିର ବୀମା କିମ୍ବା ଅନ୍ୟ କୌଣସି ଚାଲାଣ ବାକି ଥିଲେ!-->!-->!-->!-->!-->!-->!-->…

ରାଉରକେଲା ବଣିକ ସଙ୍ଘ ଟିମ ର ସହରର ପ୍ରଶାସନିକ ଏବଂ ପୋଲିସ ଅଧିକାରୀଙ୍କ ସହ ସାକ୍ଷାତ ଅଲୋଚନ।।
ରାଉରକେଲା ବଣିକ ସଙ୍ଘ ର ଏକ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଦିନ ସହରର ପ୍ରଶାସନିକ ଅଧିକାରୀ , ପୋଲିସ ଅଧିକାରୀ ଏବଂ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
ରାଉରକେଲା ଚେମ୍ବର ଅଫ କମର୍ସ ର ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ!-->!-->!-->!-->!-->!-->!-->…
Read More...
Read More...
“ତମାଖୁ ସେବନ ବନ୍ଦ କର” , “ବିଶ୍ୱ ପରିବେଶ ରକ୍ଷାକର”।। ବିଶ୍ୱ ତମାଖୁ ଦିବସ…
ଆଜି ବିଶ୍ୱ ତମାଖୁ ଦିବସ। ଆଜିର ଥିମ ହେଉଛି " ତମାଖୁ ବ୍ୟବହାର ବନ୍ଦ କର" , "ବିଶ୍ୱ ପରିବେଶ ରକ୍ଷାକର"। ତମାଖୁ ସେବନର କୁପ୍ରଭାବ ଶରୀର ଉପରେ ପଡ଼ିବା ସହ କର୍କଟ, ହୃଦରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ହୋଇଥାଏ।
ଆଜି #WorldNoTobaccoDay ରେ!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ଆଲୋଡନ।। ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ
।। ଅଭିଯୁକ୍ତ ଦୁଷ୍କର୍ମକାରୀ ଗିରଫ।
ରାଉରକେଲା ରେ ସୋମବାର ସନ୍ଧ୍ୟାରେ ଘଟିଯାଇଛି ଏକ ଅମାନବୀୟ କାଣ୍ଡ। ଜଣେ ୭୦ ବର୍ଷୀୟା ବୟସ୍କା ବୃଦ୍ଧା ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ପ୍ଲାଣ୍ଟ ସାଇଟ ଥାନାରେ । ପୋଲିସ ଅଭିଯୁକ୍ତ ଦୁଷ୍କର୍ମକାରୀ କୁ ଗିରଫ କରି ମାମଲାର ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଘଟଣା ପରେ ଗୁରୁତର ଅସୁସ୍ଥ!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲା ପାଇଁ ଡବଲ ଖୁସି।। ରାଉରକେଲାର ଅନୁପ ଏବଂ ସୁନ୍ଦରଗଡର ଗୌରବ ଅଗ୍ରୱାଲ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ…
ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ଖୁସିର ଦିନ । ସୁନ୍ଦରଗଡ଼ ଟାଉନ ମିଶନ ରୋଡ଼ରେ ରହୁଥିବା ଗୌରବ ଅଗ୍ରୱାଲ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୮୬ ରାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ରାଉରକେଲାର ଅନୁପ ଗର୍ଗ ମଧ୍ୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଏହା ଜିଲ୍ଲା!-->…
Read More...
Read More...
ରାଉରକେଲା ପୁଅ ଅନୁପ ଗର୍ଗଙ୍କ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା।। ବିଭିନ୍ନ ମହଲରୁ ଶୁଭେଚ୍ଛା।
ରାଉରକେଲା ର ପୁଅ ଅନୁପ ଗର୍ଗ ସର୍ବଭାରତୀୟ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଖବର ପାଇବା ପରେ ସହରରୁ ତାଙ୍କ ପରିବାର ପାଖକୁ ଶୁଭେଚ୍ଛା ବାର୍ତ୍ତା ଛୁଟିଛି।
ଅନୁପ ରାଉରକେଲା ର ବିଶିଷ୍ଟ ବ୍ୟବସାୟୀ ସୁଶୀଲ ଗର୍ଗ ଙ୍କ ସୁପୁତ୍ର ଏବଂ ରୋଟାରିଆନ ରାଜେଶ ଗର୍ଗ ଙ୍କ ପୁତୁରା।!-->!-->!-->!-->!-->!-->!-->…