Browsing Category

ଓଡିଶା

ଛେଳି ଚୋରି କରୁଥିବା ରାକେଟ ର ପର୍ଦାଫାସ।। ୨ ଲକ୍ଷ ଟଙ୍କା ମୂଲ୍ୟର ଛେଳି ଉଦ୍ଧାର।। ୧ ଅଟକ , ୩ ଫେରାର।

ଥାନା ପରିସରରେ କେତେ ଗୁଡିଏ ଛେଳି ଥିବା ଦେଖି ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଥିଲା। ଏହି ଛେଳିଙ୍କୁ ଥାନାରେ କାହିଁକି ରଖାଯାଇଛି ତାହା ଜାଣିବାକୁ ଲୋକଙ୍କ ମନରେ ଉତ୍ସକତା ଦେଖାଯାଇଥିଲା। ଖୋଳତାଡ଼ ପରେ ଜଣା ପଡିଲା ଅସଲ କଥା। ବିରମିତ୍ରପୁର ପୋଲିସ ଏକ ଛେଳି ଚୋରି କରୁଥିବା
Read More...

ଓଡିଶା ଖଣି ନିଗମ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକଙ୍କ ସୁନ୍ଦରଗଡ଼ ଗସ୍ତ।। କୋଇଡରେ ଛାତ୍ରଛାତ୍ରୀ ଙ୍କ ଲାଗି ଦୁଇଟି…

ସୁନ୍ଦରଗଡ଼/ରାଉରକେଲା, ୯ ଜୁନ୍ ୨୦୨୨: ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଗସ୍ତର
Read More...

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ମାସିଆ ‘ମଲ୍ଟି ସ୍କିଲ ତାଲିମ’ କାର୍ଯ୍ୟକ୍ରମ।। ୪୦ ଜଣ…

ରାଉରକେଲା, ୯ ଜୁନ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ନିଯୁକ୍ତି ଉପଯୋଗୀ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ରାଉରକେଲା ବିପିୟୁଟି
Read More...

ଭୁବନେଶ୍ୱର ରେ ଡେଙ୍ଗୁର ପାଦୁର୍ଭାଵ।। ଡେଙ୍ଗୁ ମୃତ୍ୟର ପ୍ରଥମ ଶିକାର କଟକର ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ…

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଡେଙ୍ଗୁ ମୃତ୍ୟୁର ଶିକାର ହୋଇଛନ୍ତି ରାଉରକେଲା ର ପୂର୍ବତନ ଅତିରିକ୍ତ ଏସପି ତଥା କଟକ ର ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠି। ବୁଧବାର ଦିନ ଏହି ଘଟଣା ଘଟିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଡେଙ୍ଗୁ ମୁକାବିଲା ଲାଗି ଗ୍ରହଣ କରିଥିବା ପଦକ୍ଷେପ ଉପରେ
Read More...

ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କଲେ ସୁନ୍ଦରଗଡ ଟାଉନ ଥାନା ପୋଲିସ।। ନିଶାଦ୍ରବ୍ୟ କାରବାର କରୁଥିବା ଅଭିଯୋଗରେ…

କିଛିଦିନ ବ୍ୟବଧାନ ପରେ ସୁନ୍ଦରଗଡ଼ ପୋଲିସ ପୁଣି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ କରିଛି। ବ୍ରାଉନସୁଗର ଚାଲାଣ କରିଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୩୯ ଗ୍ରାମ ୫୦୦ ମିଲି ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। IMG-20220609-WA0015Download
Read More...

ରାଉରକେଲା ରେ ଜୁଏଲ ଙ୍କ ଉପରେ ଅଣ୍ଡାମାଡ଼ ଘଟଣାରେ ଥାନାରେ ଦୁଇଟି ମାମଲା ଦାୟର।। ପୋଲିସ ର ତଦନ୍ତ ଜାରୀ।

ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଙ୍କ ଗାଡି ଉପରେ ବୁଧବାର ସନ୍ଧ୍ୟାରେ ରାଉରକେଲା ରେ ଅଣ୍ଡାମାଡ଼ ଘଟଣାରେ ଥାନାରେ ୨ ଟି ମାମଲା ରଜ୍ଜୁ ହୋଇଛି। ଶକ୍ତି ନଗରରେ ବିଜେପିର ଏକ ମିଟିଂ ଚାଲିଥିବା ବେଳେ କେତେକ ଲୋକ ସେଠାରେ ଗଣ୍ଡଗୋଳ କରିଥିବା ଏକ ମାମଲା ୩ନମ୍ବର ସେକ୍ଟର ଥାନାରେ ହୋଇଛି।
Read More...

ହତ୍ୟାର ୪ ଦିନ ପରେ ବନ୍ଦ ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର।। ଅଭିଯୁକ୍ତ ସ୍ୱାମୀ ଗିରଫ।

ହତ୍ୟାର ୪ ଦିନ ପରେ ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଜବତ କରିଛି ପ୍ଲାଣ୍ଟପାଇଟ୍‌ ପୁଲିସ। ମୃତ ମହିଳା ଜଣକ ହେଲେ ସେକ୍ଟର-୨୧ ରାଉରକେଲା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ନିକଟ ଝରିଆବାହାଲ ବସ୍ତିର ସୁକୁମଣି ବଡାଇକ। ମହିଳାଙ୍କୁ ତାଙ୍କ ସ୍ବାମୀ ପିଟି ପିଟି ହତ୍ୟା କରିଥିବା ଅଭି‌ଯୋଗ ଆଣିଛନ୍ତି
Read More...

ବାରବାଟୀ ଷ୍ଟାଡିଅମ ଆଗରେ କ୍ରିକେଟ ପ୍ରେମୀଙ୍କ ଲମ୍ବା ଧାଡି। ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ ମ୍ୟାଚ ଟିକେଟ…

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି -20 ODI କ୍ରିକେଟ୍ ମ୍ୟାଚ୍ ପାଇଁ ନିଜ ନିଜ ଟିକେଟ୍ ସୁରକ୍ଷିତ ରଖିବା ଲାଗି ଗୁରୁବାର ଦିନ କଟକସ୍ଥିତ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଶତାଧିକ କ୍ରିକେଟ୍ ପ୍ରଶଂସକ ଧାଡି ବାନ୍ଧି ରହିଛନ୍ତି। ବାରବାଟୀ ଷ୍ଟାଡିୟମରେ ଜୁନ୍ ୧୨
Read More...

ଦକ୍ଷିଣ -ପୂର୍ବ ଦିଲ୍ଲୀ ରେ ଥିବା ମେଟ୍ରୋ ପର୍କିଙ୍ଗ ରେ ଅଗ୍ନିକାଣ୍ଡ।। ୯୦ ରୁ ଉର୍ଦ୍ଧ୍ବ ଗାଡି ଜଳି ନଷ୍ଟ।।…

ବୁଧବାର ସକାଳେ ରାଜଧାନୀ ଦିଲ୍ଲୀର ଏକ ମେଟ୍ରୋ ପାର୍କିଂ ସ୍ଥାନରେ ଅଗ୍ନିକାଣ୍ଡ ଘଟି 10 ଟି କାର ସମେତ 90 ରୁ ଅଧିକ ଗାଡିରେ ଜଳି ପାଉଁଶ ହୋଇଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି। ସୂଚନା ଅନୁଯାୟୀ ଦକ୍ଷିଣ-ପୂର୍ବ ଦିଲ୍ଲୀର ଜାମିଆ ନାଗର ମେନ୍ ଟିକୋନା ପାର୍କିଂ
Read More...

କୂଅ ମଧ୍ୟରୁ ଚିତା ବାଘ ଉଦ୍ଧାର।।ଗତକାଲି ରାତିରେ କୂଅରେ ପଡି ଯାଇଥିଲା ଚିତା।

ବୁଧବାର ଦିନ ସମ୍ବଲପୁର ଜିଲ୍ଲାର ଚାରମଲ ଅନ୍ତର୍ଗତ ହିନ୍ଦୋଲ ଘାଟ ନିକଟ ଏକ କୂଅରୁ ଏକ ଚିତାବାଘକୁ ଉଦ୍ଧାର କରାଯାଇଛି। ବନବିଭାଗ ଫାୟାର ବ୍ରିଗେଡ଼ ଟିମ ସହାୟତା ରେ କୂଅ ମଧ୍ୟରୁ ଚିତା କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଖବର ଅନୁଯାୟୀ ଗତକାଲି ରାତିରେ ଚିତାବାଘ କୂଅରେ
Read More...