Browsing Category

ଓଡିଶା

ପ୍ରଶାନ୍ତ ସେଠୀଙ୍କ ଆସ ବସ୍ତିକୁ ଯିବା କାର୍ଯ୍ୟକ୍ରମ ଜାରି।। ଆଜି ଖରିଆ ବାହଲ ବସ୍ତି ଗସ୍ତ।

ରାଉରକେଲା ଇସ୍ପାତ ସହରାଞ୍ଚଳ ବସ୍ତି ଏରିଆ ରେ ବସବାସ କରୁଥିବା ଲୋକଙ୍କ ଅନେକ ସମସ୍ୟା ରହିଛି। ସମସ୍ୟା ଗୁଡିକର ସମାଧାନ ଲାଗି କଂଗ୍ରେସ ନେତା ପ୍ରଶାନ୍ତ ସେଠି ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ' ଆସ ବସ୍ତିକୁ ଯିବା ' କାର୍ଯ୍ୟକ୍ରମ ଜରିଆରେ ରବିବାର ଦିନ ପ୍ରଶାନ୍ତ ଖରିଆବାହଲ
Read More...

ଯାତ୍ରୀବାହୀ ଟ୍ରେନ ରହଣି ଦାବିରେ ସ୍ଥାନୀୟ ଲୋକଙ୍କ ରେଳ ରୋକ ଆନ୍ଦୋଳନ।

ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା କନିକା ରେଳ ଷ୍ଟେସନ ଠାରେ ସ୍ଥାନୀୟ ଗ୍ରାମବାସୀଙ୍କ ରେଳରୋକ ଆନ୍ଦୋଳନ ଆରମ୍ଭ ହୋଇଛି । ପୂର୍ବରୁ ଅନେକ ଯାତ୍ରୀବାହୀ ଟ୍ରେନ ଏହି ଷ୍ଟେସନ ରେ ରହୁଥିବା ବେଳେ କରୋନା ସମୟରେ ମାତ୍ର ଦୁଇଟି ପାସେଞ୍ଜର ଟ୍ରେନ ଛାଡି ଅନ୍ୟ କୌଣସି ଟ୍ରେନ ରହିଲା ନାହିଁ ।
Read More...

କ୍ରସରୋଡ଼ ମଲ ରେ ‘ ବାରିସ କାଫେ ଲାଉଞ୍ଜ ‘ ଉଦଘାଟିତ।। ଶନିବାର , ରବିବାର ସନ୍ଧ୍ୟାରେ ଲାଇଭ…

ରାଉରକେଲା ଷ୍ଟେସନ ନିକଟ କ୍ରସରୋଡ଼ ମଲ ରେ 'ବାରିସ' ନାମକ ଏକ କାଫେ ଲାଉଞ୍ଜ ଉଦଘାଟିତ ହୋଇଯାଇଛି। ମଲ ର ପଞ୍ଚମ ମହଲା ସିନେ କାର୍ନିଭାଲ ସମ୍ମୁଖରେ ଏହି କାଫେ ରହିଛି। 'ବାରିସ' କାଫେ ରେ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରାହକ ମାନଙ୍କୁ ପରିବେଷଣ କରାଯିବ ବୋଲି କାଫେର
Read More...

ବିଶିଷ୍ଟ ଶ୍ରମିକ ନେତା ବନମାଳୀ ଧୂପାଳଙ୍କ ସୃତିରେ ବିଭିନ୍ନ କାର୍ଯ୍ୟକ୍ରମ।।

ଖଟିଖିଆ ଓ ମେହନତୀ ଶ୍ରମିକଙ୍କ ସ୍ବର ଥିଲେ କମ୍ରେଡ ବନମାଳୀ ଧୁପାଳ। ସେ ଥିଲେ ସେମାନଙ୍କରତ୍ର।ଣକର୍ତ୍ତା। ସେ ଶ୍ରମିକଙ୍କ ପ୍ରତ୍ୟେକ ସମସ୍ୟା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିଲେ ବୋଲି ତାଙ୍କର ପ୍ରଥମ ସ୍ମୃତି ଚାରଣ ସଭାରେ ଅତିଥିମାନେ ମତ ପ୍ରକାଶ କରିଥିଲେ। କମ୍ରେଡ ବନମାଳୀ
Read More...

ଷ୍ଟେଟବ୍ୟାଙ୍କ ୟୁନୋ ଅପଡେଟ କରିବା ଆଳରେ ୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ର ପର୍ଦାଫସ କଲା ରାଉରକେଲା ସାଇବର…

ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ରାଉରକେଲା ସାଇବର ପୋଲିସର ସମୟୋଚିତ ପଦକ୍ଷେପ ଯୋଗୁଁ ଅନଲାଇନ ଠକାମିର ଶିକାର ହୋଇଥିବା ଜଣେ ଗ୍ରାହକ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫେରି ପାଇଛନ୍ତି। ଏସବିଆଇ ଯୁନୋ ଅପଡେଟ ଆଳରେ ଜଣେ କଲେଜ ଅଧ୍ୟକ୍ଷଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକେଇ
Read More...

ଅଘୋଷିତ ବିଦ୍ୟୁତ କାଟ ଏବଂ ଲୋ
ଭୋଲଟେଜ ଯୋଗୁଁ ହୋଟେଲ ଶିଳ୍ପ ପ୍ରଭବିତ ହେଉଥିବା ଅଭିଯୋଗ।। ରାଉରକେଲା ହୋଟେଲ ଆସୋସିଏସନ ର

ନିମ୍ନ ମାନର ବିଦ୍ୟୁତ ସେବା ଯୋଗୁଁ ରାଉରକେଲା ସହରରେ ହୋଟେଲ ବ୍ୟବସାୟ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ଏବେ ପ୍ରବଳ ଗରମ ହେଉଥିବା ବେଳେ ଏକ ମାସରୁ ଅଧିକ ସମୟ ହେଲା ସହରରେ ଲୋ ଭୋଲଟେଜ୍ ସହିତ ଅଘୋଷିତ ବିଦ୍ୟୁତ୍ କାଟ ବୃଦ୍ଧି ପାଇଛି | ଏହି କାରଣରୁ ଏସି ଏବଂ କୁଲର ଠିକ୍
Read More...

୭୨ ଲିଟର ବେଆଇନ ବିଦେଶୀ ମଦ ଜବତ , ୧ ଗିରଫ।। ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ରାଉରକେଲା ପୋଲିସର ଅଭିଯାନ…

ଅସାମାଜିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଅଭିଯାନ ଜାରି ରହିଛି। ଶୁକ୍ରବାର ସନ୍ଧ୍ୟାରେ ୧୯ ନମ୍ବର ସେକ୍ଟର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢାଉରେ ବେଆଇନ ମଦ କାରବାର କରୁଥିବା
Read More...

ଖଣି ନିଗମ ଅଧ୍ୟକ୍ଷ ଏବଂ ସଚିବଙ୍କ ଜିଲ୍ଲା ଗସ୍ତ।। ଲହୁଣୀପଡା ଏବଂ କୋଇଡା ବ୍ଲକରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ସହ…

ସୁନ୍ଦରଗଡ଼/ରାଉରକେଲା, ୧୦ ଜୁନ୍ ୨୦୨୨: ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ତଥା ଓଡ଼ିଶା ଖଣି ନିଗମର ଅଧ୍ୟକ୍ଷ ଦେଓରଂଜନ କୁମାର ସିଂ ଏବଂ ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ଦ୍ୱିତୀୟ ଦିନରେ
Read More...

ରାଉରକେଲା ରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ।

ରାଉରକେଲା: ୧୦/୬/୨୨: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ସୁନ୍ଦରଗଡ ପକ୍ଷରୁ ଆଜି ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ସ୍ଥାନିୟ ରାଉରକେଲା ମହାନଗରନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା଼
Read More...

ଭୁବନେଶ୍ୱର ରେ ପହଁଚିଲେ ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ।। ହୋଟେଲ ମେ ଫେଆର ରେ ପାରମ୍ପରିକ ସ୍ୱାଗତ।

ଆସନ୍ତା ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ହେବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ଦୂତୀୟ T20 କ୍ରିକେଟ ମ୍ୟାଚ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। Meଆଜି ଉଭୟ ଦଳର ଖେଳାଳୀ ଏବଂ ଏବଂ ଅନ୍ୟ ଅଧିକାରୀ ମାନେ ଆସି ଭୁବନେଶ୍ୱର ରେ ପହଞ୍ଚି ସାରିଲେଣି। ଉଭୟ ଦଳର ଖେଳାଳି ଏବଂ ସମସ୍ତ ଟିମ
Read More...