Browsing Category

ଓଡିଶା

ରାଉରକେଲା ଅଗ୍ରସେନ ଭବନ ନିକଟ ଡକାୟତିର ପର୍ଦାଫସ।। ୫ ଡକାୟତ ଗିରଫ।। ୩ ଲକ୍ଷ ୧୦ ହଜାର ଟଙ୍କା ଜବତ।

ଜୁନ ୧୧ ରାତିରେ ରାଉରକେଲା ଆଗ୍ରସେନ୍ ଭବନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୪ ଲକ୍ଷ ୭୭ ହଜାର ଟଙ୍କା ଡକାୟତି ଘଟଣାର ପୋଲିସ ପର୍ଦାଫସ କରିଛି ପୋଲିସ। ଏହି ଡକାୟତି ଘଟଣାରେ ଜଡ଼ିତ ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି।
Read More...

ରଥଯାତ୍ରା ଲାଗି ସ୍ୱତନ୍ତ୍ର ସମୀକ୍ଷା ବୈଠକ।। ଭକ୍ତଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳା ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।
Read More...

ବ୍ରାହ୍ମଣୀ ବ୍ରିଜ , ଏୟାରପୋର୍ଟ , ହକି ଷ୍ଟାଡିଅମ କାମ ତଦାରଖ କଲେ ସାଂସଦ ଜୁଏଲ ଓରାମ।

ରାଉରକେଲା ବାସୀ ଙ୍କ ବହୁ ଆକାଂକ୍ଷିତ ୩ ଟି ପ୍ରକଳ୍ପ ର କାମ ଚାଲିଛି। ଏହି ପ୍ରକଳ୍ପ ଗୁଡିକ ହେଲା ଦୂତୀୟ ବ୍ରାହ୍ମଣୀ ବ୍ରିଜ , ରାଉରକେଲା ଏୟାରପୋର୍ଟ ର ସମ୍ପ୍ରସାରଣ ଏବଂ ବିରସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିଅମ। ଶନିବାର ଦିନ ଏହି ତିନୋଟି ପ୍ରକଳ୍ପ ବୁଲି ଦେଖିଥିଲେ ସୁନ୍ଦରଗଡ଼
Read More...

ବ୍ରାହ୍ମଣୀ ବ୍ରିଜ , ଏୟାରପୋର୍ଟ , ହକି ଷ୍ଟାଡିଅମ କାମ ତଦାରଖ କଲେ ସାଂସଦ ଜୁଏଲ ଓରାମ।

ରାଉରକେଲା ବାସୀ ଙ୍କ ବହୁ ଆକାଂକ୍ଷିତ ୩ ଟି ପ୍ରକଳ୍ପ ର କାମ ଚାଲିଛି। ଏହି ପ୍ରକଳ୍ପ ଗୁଡିକ ହେଲା ଦୂତୀୟ ବ୍ରାହ୍ମଣୀ ବ୍ରିଜ , ରାଉରକେଲା ଏୟାରପୋର୍ଟ ର ସମ୍ପ୍ରସାରଣ ଏବଂ ବିରସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିଅମ। ଶନିବାର ଦିନ ଏହି ତିନୋଟି ପ୍ରକଳ୍ପ ବୁଲି ଦେଖିଥିଲେ ସୁନ୍ଦରଗଡ଼
Read More...

ପ୍ରତି ଜୀବନ ମୂଲ୍ୟବାନ।। ଏହା ଆଜି ସାଇକ୍ଲୋଥନ ୨୦୨୨ ର ସନ୍ଦେଶ।

"ପ୍ରତି ଜୀବନ ମୂଲ୍ୟବାନ" ଏହି ସନ୍ଦେଶ ଆଜି ଦିଆଯାଇଛି ରାଉରକେଲାରେ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଉଦେଶ୍ୟ ରେ ଏକ ସାଇକେଲ ଯାତ୍ରାର ଆୟୋଜନ ରାଉରକେଲା ରେ କରାଯାଇଥିଲା। ସହରର ସିନେ କାର୍ଣ୍ଣିଭାଲ ରେ ଆଜି ସନ୍ଧ୍ୟାରେ ଜାତୀୟ ସଡକ ସୁରକ୍ଷା ସମ୍ପର୍କିତ
Read More...

ରାଉରକେଲା ମୋବାଇଲ ବିକ୍ରେତା ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର ର ଆୟୋଜନ।। ୭୧ ୟୁନିଟ ରକ୍ତ ସଂଗ୍ରହ।

ଅଲ ଇଣ୍ଡିଆ ମୋବାଇଲ ରିଟେଲ ଆସୋସିଏସନ ରାଉରକେଲା ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ରାଉରକେଲା ଗୁରୁ ନାନକ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରକ୍ତଦାନ
Read More...

ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ୧୮ ଜୁନ ରୁ ଖୋଲାଯିବ।। ନନ୍ ମାର୍କିଙ୍ଗ ଜୋତା ନଥିଲେ କୋର୍ଟକୁ ପ୍ରବେଶ ନିଷେଧ।

ରାଉରକେଲା ପାନପୋଷ ରେ ଥିବା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ ଆସନ୍ତାକାଲି ଅର୍ଥାତ ୧୮ ଜୁନ ୨୦୨୨ ରୁ ସର୍ବସାଧାରଣଙ୍କ ଲାଗି ଖୋଲାଯିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଛି। ଏହି ଷ୍ଟାଡିଅମ କୁ ଖେଳିବାକୁ ତଥା ଅଭ୍ୟାସ କରିବାକୁ ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନେ ତାଙ୍କ ଟାଇମ ସ୍ଲଟ
Read More...

ଅଗ୍ନିପଥ ବିରୋଧୀ ଆନ୍ଦୋଳନ।। ସିକନ୍ଦରାବାଦ ରେ ପୋଲିସ ଗୁଳିରେ ଜଣେ ମୃତ , ୩ ଆହତ।। ସ୍ଥିତି ଉତ୍ତେଜନା ପୂର୍ଣ।

କେନ୍ଦ୍ର ସରକାରଙ୍କ ନୂତନ ସାମରିକ ନିଯୁକ୍ତି ନୀତି ଅଗ୍ନିପଥ ଯୋଜନା ବିରୋଧରେ ଶୁକ୍ରବାର ଦିନ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ବିହାର ର ବିଭିନ୍ନ ଷ୍ଟେସନ ରେ ଆନ୍ଦୋଳନକାରୀ ମାନେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଥିଲେ। କେତେକ ଟ୍ରେନ ରେ ମଧ୍ୟ ନିଆଁ ଲଗାଇଦେଇଥିବା
Read More...

ଓଡ଼ିଶାରେ ଅଗ୍ନିପଥ ତାତି।। ରାସ୍ତା ଉପରୁ ଆନ୍ଦୋଳନକାରୀ ଙ୍କୁ ହଟାଇବାକୁ କଟକରେ ପୋଲିସର ଲାଠିମାଡ଼।

କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ' ଯୋଜନା ତାତି ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କଟକରେ କ୍ୟାଣ୍ଟନମେଣ୍ଟ ଛକରେ ଆନ୍ଦୋଳନ କାରୀ ମନେ ଏହି ଯୋଜନା କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସେନାରେ ନିଯୁକ୍ତି ଲାଗି ମେଡ଼ିକାଲ ଟେଷ୍ଟ ଏବଂ ଫିଜିକାଲ ଟେଷ୍ଟ ଦେଇ ସାରିଥିବା
Read More...

ରାଉରକେଲା ଛୁଇଁଲା ପ୍ରଥମ ମୌସୁମୀ ବର୍ଷା।। ଲାକଙ୍କ ମନରେ ଖୁଶି।

ରାଉରକେଲା କୁ ଛୁଇଁଲା ପ୍ରଥମ ମୌସୁମୀ ବର୍ଷା। ଗତକାଲି ମୌସୁମୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ଆଜି ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହୋଇଥିବା ଜଣା ପଡ଼ିଛି। ବର୍ଷା ସହ ମେଘୁଆ ପାଗ ମଧ୍ୟ ଲାଗି ରହିଛି। କେହି କେହି ଏହାକୁ ମୌସୁମୀ ବର୍ଷା
Read More...