Browsing Category

ଓଡିଶା

ରାଜ୍ୟ ଖଣି , ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ରାଉରକେଲା ଗସ୍ତ।। ଚାଲୁଥିବା ବିଭିନ୍ନ ପ୍ରକଳ୍ପ ର…

ରାଜ୍ୟ ଖଣି , ଇସ୍ପାତ ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ତାଙ୍କର ରାଉରକେଲା ଗସ୍ତ ସାରି ଫେରି ଯାଇଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭନ୍ନ ପ୍ରକଳ୍ପ ବୁଲି ସମୀକ୍ଷା କରିଥିଲେ। ରାଉରକେଲା ଏବଂ ବିରମିତ୍ରପୁର ରେ ଚାଲୁଥିବା ବହୁମୁଖୀ ଇନଡୋର
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଙ୍କୁ ରାଜଗାଙ୍ଗପୁର ରେ ସମ୍ବର୍ଦ୍ଧନା।। ରାଜଗାଙ୍ଗପୁର ବାସୀଙ୍କୁ କୃତଜ୍ଞତା…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ କୁ ଆଜି ରାଜଗାଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସ୍ଥାନୀୟ ଡାକବଙ୍ଗଳା ରେ ଆୟୋଜିତ ଏକ ସଭା ରେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦିଲ୍ଲୀପ ରାୟ ଙ୍କୁ ସମ୍ବର୍ଦ୍ଧନା ଦେଇ ଥିଲେ। ନିକଟରେ ହୋଇଥିବା ରାଉରକେଲା ଅର୍ବାନ କୋଅପେରେଟିଭ
Read More...

୩ ନିଖୋଜ ନାବାଳକଙ୍କୁ ଉଦ୍ଧାର କଲା ଉଦିତନଗର ପୋଲିସ। ପରିବାର ବର୍ଗଙ୍କୁ ହସ୍ତାନ୍ତର।

ରାଉରକେଲା ମାଲଗୋଦାମ ଅଞ୍ଚଳରୁ ନିଖୋଜ ହୋଇଥିବା ତିନିଜଣ ନାବାଳକଙ୍କୁ ରାଉରକେଲାପୋଲିସ ଉଦ୍ଧାର କରିଛି। ଗତ ମେ ୩୧ ତାରିଖରେ ଏହି ୩ ଜଣ ନାବାଳକ ନିଖୋଜ ହୋଇଥିବା ମାମଲା ଉଦିତନଗର ଥାନାରେ ହୋଇଥିଲା। ମାତ୍ର ସେମାନେ କିଡନାପ ହୋଇନଥିଲେ। ସେମାନେ ଘରୁ ଚାଲିଯାଇଥିବା ପୋଲିସ କହିଛି। ଘଟଣା ଦିନ
Read More...

ରପ୍ତାନୀ ଶୁଳ୍କ ନ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ।। ଖଣି ଅଞ୍ଚଳ ଟ୍ରକ,ଟିପ୍ପର ମାଲିକ ସଂଘର ଡିଡିଏମ୍…

ରାଉରକେଲା ଖଣି ଅଞ୍ଚଳ ଟିପ୍ପର ଏବଂ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଗୁରୁବାର ଦିନ ଖଣି ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଡିଜେଲ ଦର ରେ ବୃଦ୍ଧି ଯୋଗୁଁ ପୂର୍ବରୁ ଟ୍ରକ ଏବଂ ଟିପ୍ପର ମାଲିକ ମାନେ ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଏବେ କେନ୍ଦ୍ର ସରକାର ନିମ୍ନ ମାନର
Read More...

ଜନସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଗୁରୁତ୍ୱ ।

-ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିଦର୍ଶନ-ଜିଲ୍ଲାରେ ଲିଙ୍ଗ ନିରୂପଣ ନିଷେଧ ଆଇନ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ସୁନ୍ଦରଗଡ଼, ୨୯ ଜୁନ୍ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଜିଲ୍ଲାରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟସେବା
Read More...

ବିଦ୍ୟା ଷ୍ଟଡି ପଏଣ୍ଟ ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୪ ତମ ପୁଣ୍ୟ ତିଥି ପାଳିତ।

ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପରିସରରେ ପୁଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ୯୪ତମ ପୂଣ୍ୟତିଥି ବିଦ୍ୟା ଷ୍ଟଡ଼ି ପଏଂଟରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ବକୁଳ ବନର ବୈରାଗୀ ସ୍ୱର୍ଗତଃ
Read More...

ମଧ୍ୟାନ୍ନ ଭୋଜନରେ ଅଣ୍ଡା , ଭାତ ଖାଇ ୪୮ ଛାତ୍ରଛାତ୍ରୀ ଅସୁସ୍ଥ।। ରାଜଗାଙ୍ଗପୁର ବାଣ୍ଠୁପଡା ର ଏକ ସ୍କୁଲର ଘଟଣା।

ସୁନ୍ଦରଗଡ ଜିଲ୍ଲାରେ ମଧ୍ୟାନ୍ନ ଭୋଜନ ଖାଇବା ପରେ ୪୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିବା ଘଟଣା ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବାଣ୍ଠୁପଡା ର ଏକ ବିଦ୍ୟାଳୟରେ । ବୁଧବାର ଦିନ ମଧ୍ୟାନ୍ନ ଭୋଜନରେ ପିଲା ମାନଙ୍କୁ ଅଣ୍ଡା , ଭାତ
Read More...

ପ୍ରଗତି ଉତ୍କଳ ସଙ୍ଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ।

ରାଉରକେଲା, ତା୨୮/୬/୨୦୨୨ଆଧୁନିକ ଓଡ଼ିଆ ସାହିତ୍ୟର ଅପ୍ରତିଦ୍ଵନ୍ଦୀ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା ଭାରତ ଭୂଷଣ
Read More...

ନବ ବିବହିତଙ୍କ ଝୁଲନ୍ତା ଶବ ଉଦ୍ଧାର।। ଆତ୍ମହତ୍ୟା ସନ୍ଦେହ।। ବଣେଇ ଉପଖଣ୍ଡ ମହୁଲପଦା ଥାନା ଅଞ୍ଚଳ ର ଘଟଣା।

ମାତ୍ର ମାସକ ତଳେ ବିବାହ କରିଥିବା ଜଣେ ନବ ବିବହିତାଙ୍କ ମୃତ୍ୟୁ କୁ ନେଇ ବଣେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଚାଲିଛି। ତେବେ ପ୍ରାଥମିକ ତଦନ୍ତ ରୁ ଏହା ଏକ ଆତ୍ମହତ୍ୟା ଘଟଣା ହୋଇଥିବା ଜଣା ପଡୁଛି। ବରକୋଟ ଥାନା ଅନ୍ତର୍ଗତ ଅସନ ନଳି ଗ୍ରାମର ୨୦ ବର୍ଷୀୟ ବବିତା ଦେହୁରୀ ବଣେଇ ଉପଖଣ୍ଡର
Read More...

ଓଡିଶା-ଝାରଖଣ୍ଡ ସୀମାରେ ଦନ୍ତା ହାତୀ ଆକ୍ରମଣରେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ।।

ସୁନ୍ଦରଗଡ ଜିଲ୍ଲା ଟୋପାଡ଼ିହି କରମପଦା ମଧ୍ୟବର୍ତ୍ତୀ ଓଡିଶା ଝାଡ଼ଖଣ୍ଡ ସୀମାରେ ପୂର୍ବତନ ସମିତି ସଭ୍ୟ ବିମଲ ମୁଣ୍ଡାଙ୍କର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମଳ ଙ୍କୁ କଚାଡି ମରିଦେବା ପରେ ଦନ୍ତାଟି ମୃତକଙ୍କ ପାଖରେ ଜଗି ରହିଥିବାରୁ ସେଠାକୁ କେହି ଯିବାକୁ ସକ୍ଷମ
Read More...