Browsing Category

ଓଡିଶା

ରାଉରକେଲା ରେ ୩୧୧ କୋଟି ଟଙ୍କାର ଜି ଏସ୍ ଟି ଠକେଇ ମାମଲା।। ୫ ଗିରଫ ପରେ ୬ ଜଣଙ୍କ ନାମରେ ଜାମିନ ବିହୀନ ପରୱାନା।।…

ଗତକାଲି ୩୧୧ କୋଟି ଟଙ୍କାର ଜିଏସ୍‌ଟି ଠକେଇ ମାମଲାର ଚେର ଏବେ ଲମ୍ବି ଲମ୍ବି ଯାଉଛି। ରାଜ୍ୟ ଜିଏସଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ଗିରଫ ହୋଇଛନ୍ତି ରାଉରକେଲାର ଦୁଇ ଭାଇ- ଧନୱାନ ସା ଓ ରାମ ଭରୋସେ ସା ଏବଂ ଅନ୍ୟ ତିନି ଜଣ। ଏହି ୫ ବ୍ୟବସାୟୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ
Read More...

ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା।। ଶୁକ୍ରବାର ୪୭୦ କୋଭିଡ ଆକ୍ରାନ୍ତ ଚିହ୍ନଟ।।…

ଓଡ଼ିଶାରେ ଦ୍ରୁତଗତିରେ ବଢି ଚାଲିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ଦିନ ରାଜ୍ୟରେ ୪୭୦ ଜଣ ନୂତନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ଅଛି। ଦୂତୀୟ ସ୍ଥାନରେ କଟକ ଥିବା ବେଳେ ତୃତୀୟ ସ୍ଥାନରେ ରାଉରକେଲା ରହିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ
Read More...

କୁତ୍ରା ରେ ସବୁଜ ବାହିନୀର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।

କୁତ୍ରା ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ସବୁଜ ବାହିନୀ ପକ୍ଷରୁ ଆଜି ଆନୁଷ୍ଠାନିକ ଭାବେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନ, ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ, କୁତ୍ରା ବିଡିଓ ରବିନ୍ଦ୍ର କୁମାର ସେଠୀ,
Read More...

ବାଲିଶଙ୍କରା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ ।

ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ବୁଧବାର ଦିନ ବାଲିଶଙ୍କରା ବ୍ଲକ୍ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ଜିଲ୍ଲାପାଳ ହିତାଧିକାରୀ ଏବଂ ବିଭାଗୀୟ ଅଧିକାରୀମାନଙ୍କଠାରୁ
Read More...

ମଧ୍ୟାନ୍ନ ଭୋଜନ ଖାଇ ୧୦୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ।। ବିଭିନ୍ନ ହସପିଟାଲ ରେ ଚାଲିଛି ଚିକିତ୍ସା।। କୋଇଡା ବ୍ଲକ…

ରାଉରକେଲା: ମଧ୍ୟାହ୍ନ ଭୋଜନ ଖାଇ କୋଇଡା ବ୍ଲକ ଅନ୍ତର୍ଗତ ଫଟାଟାଙ୍ଗର ଆଶ୍ରମ ସ୍କୁଲ ହଷ୍ଟେଲର ୧୦୦ ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ ବଣାଇଗଡ , କୋଇଡା , ଲହୁଣୀପଡା , ରାଉରକେଲା ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୫ରୁ ଅଧିକ ଛାତ୍ରୀ ଗୁରୁତର
Read More...

ବଜ୍ରପାତରେ ବାପ,ପୁଅଙ୍କ ମୃତ୍ୟୁ।। କ୍ଷେତରେ କାମ କରୁଥିବା ବେଳେ ଗୁରୁଣ୍ଡିଆ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ…

ବଜ୍ରାଘାତରେ ଯାଇଛି ବାପ ପୁଅର ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ପଡାସାହିରେ। ମୃତକମାନେ ହେଲେ ସୁଦନ ଏକ୍କା (୫୩) ଓ ତାଙ୍କ ପୁଅ ସହଦେବ ଏକ୍କା (୩୦)। ଗୁରୁଣ୍ଡିଆ ପୁଲିସ ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି। ଅପମୃତ୍ୟୁ
Read More...

ସୁନ୍ଦରଗଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ।

ସୁନ୍ଦରଗଡ଼, ୪ ଜୁଲାଇ ୨୦୨୨: ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ
Read More...

ବ୍ୟାଙ୍କ ଭିତରେ ଟଙ୍କା ଜମା କରିବାକୁ ଧାଡିରେ ଛିଡା ହୋଇଥିବା ବେଳେ ଗ୍ରାହକଙ୍କ ଠାରୁ ଏକ ଲକ୍ଷ ଚୋରି।। ସମସ୍ତ ଘଟଣା…

ଟଙ୍କା ଜମା କରିବାକୁ ବ୍ୟାଙ୍କ ଭିତରେ ଧାଡିରେ ଛିଡା ହୋଇଥିବା ବେଳେ ଲକ୍ଷେ ଟଙ୍କା ହରାଇଲେ ଗ୍ରାହକ। ତା ପୁଣି ଦିନ ଦିପ୍ରହରେ ବ୍ୟାଙ୍କ ଭିତରେ। ସୂଚନା ଅନୁଯାୟୀ ରାଉରକେଲା ଆନନ୍ଦ ଭବନ ଲେନ ରେ ଏକ କମ୍ପ୍ୟୁଟର ଦୋକାନ ରେ କାମ କରନ୍ତି ମହମ୍ମଦ ଆକୀବ। ଘରେ ଟଙ୍କା ଦରକାର ଥିବାର ଆକିବ ତାଙ୍କ
Read More...

ଦୁଇ ମୋବାଇଲ ଫୋନ ଚୋର ଗିରଫ ।। ୬ ମୋବାଇଲ ଜବତ।। ମାଲିକଙ୍କୁ ଫୋନ ହସ୍ତାନ୍ତର କଲେ କୁତ୍ରା ପୋଲିସ ।

ସୁନ୍ଦରଗଡ ଜିଲ୍ଲା କୁତ୍ରା ପୋଲିସ ଦୁଇଜଣ ମୋବାଇଲ ଚୋରଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଚୋର ମାନେ ହେଲେ କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ ଧାଙ୍ଗରିଧୁକା ଗ୍ରାମର ମଧୁ କୁଜୁର(୨୫) ଏବଂ ଵିନୋଦ ଏକ୍କା(୨୧)। ମିଳିଥିବା ସୂଚନା ଅନୁଯାୟୀ ରଥଯାତ୍ରା ଦିନ
Read More...

ପ୍ରତ୍ୟେକ ଛାତ୍ର , ପ୍ରତ୍ୟେକ ଛାତ୍ରୀ ଗୋଟିଏ ଗଛ।। ବଣାଇ ବନଖଣ୍ଡର ୭୩ ତମ ବନ ମହୋତ୍ସବରେ ଦିଆ ଗଲା ଏହି ବାର୍ତ୍ତା।

ପ୍ରତ୍ୟେକ ଛାତ୍ର ଛାତ୍ରୀ ଲଗାଇବେ ଗୋଟିଏ ଗଛ। ଏହି ବାର୍ତ୍ତା ଆଜି ବଣାଇ ବନଖଣ୍ଡରେ ୭୩ ତମ ବନ ମହୋତ୍ସବ ପାଳନ ଅବସରରେ ଦିଆଯାଇଛି। ବଣାଇ ରେଞ୍ଜ ର ତଳିତା ଠାରେ ବନ ବିଭାଗ ପକ୍ଷରୁ ୭୩ତମ ବନମହୋତ୍ସବ ପାଳିତ ହୋଇଯାଇଛି । ରେଞ୍ଜର ମନୋଜ ପାତ୍ର ଙ୍କ ନେତୃତ୍ୱରେ ଆୟୋଜିତ ଏହି ବନ ମହୋତ୍ସବ
Read More...