Browsing Category
ଓଡିଶା
ବିପଦ ଶଙ୍କୁଳ ଅବସ୍ଥାରେ ନାଳ ପାର ହେଉଛନ୍ତି ଅଙ୍ଗନୱାଡି ପିଲା।। ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକର ଏହି ନାଳ।
ବର୍ଷା ଦିନ ଆସିଲେ ଓରାଘାଟ ଗ୍ରାମ ବାସୀ ଙ୍କ ଦୁଃଖ ବଢିଯାଏ। ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ର ଏହି ଗ୍ରାମର ଗପିସାହି ନିକଟରେ ଥିବା ଏକ ନାଳ ପାଣିରେ ଭରିଯାଏ। ଜୀବନକୁ ସଙ୍କଟ ରେ ପକାଇ ଏହି ନାଳ ପାର ହେବାକୁ ପଡିଥାଏ ।ଅଙ୍ଗନୱାଡ଼ି ଦିଦି ମାନେ କାଖରେ କାଖେଇ କରି ପିଲା ମାନଙ୍କୁ ବିପଦ!-->…
Read More...
Read More...
ରାଜଗାଙ୍ଗପୁର ରେ ସଂସ୍କୃତ ଶିକ୍ଷକଙ୍କ ଆତ୍ମହତ୍ୟା।। କାରଣ ଅସ୍ପଷ୍ଟ।। ପୋଲିସ ତଦନ୍ତ ଜାରି।
ରାଜଗାଙ୍ଗପୁର ସହରର ୧ ନମ୍ବର ୱାର୍ଡ କୁମ୍ଭାରପାଡ଼ା ରେ ରହୁଥିବା ଜଣେ ଶିକ୍ଷକ ବୁଧବାର ସକାଳେ ନିଜ ବେକ ରେ ଓଢଣୀ ଲଗେଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ ୪୯ ବର୍ଷୀୟ ସଂସ୍କୃତ ଶିକ୍ଷକ ସଞ୍ଜୟ ପନୱାର ନିଜ ସ୍ତ୍ରୀ ଓ ଦୁଇ ଝିଅ ସହ ନିଜ କୁମ୍ଭାର ପଡା ସ୍ଥିତ ଘରେ ରହୁଥିଲେ।ସେ!-->…
Read More...
Read More...
କପଡା ଗୋଦାମ ରୁ ଯୁବତୀ କର୍ମଚାରୀଙ୍କ ଝୁଲନ୍ତା ଶବ ମିଳିବା ଘଟଣା।। ଉଦିତନଗର ଥାନାରେ ହତ୍ୟା ମାମଲା ରଜ୍ଜୁ।
ରାଉରକେଲା ରେ ଏକ କପଡା ଗୋଦାମ ରୁ ଯୁବତୀଙ୍କ ଝୁଲନ୍ତା ଶବ ମିଳିବା ଘଟଣା ଭିନ୍ନ ମୋଡ଼ ନେଇଛି। ପାୱାର ହାଉସ ରୋଡ଼ ବଙ୍ଗାଳିପଡା ର ଏକ କପଡା ଗୋଦାମ ରୁ ସୋମବାର ରାତିରେ ମିଳିଥିଲା ଶବ। ମୃତକ ଯୁବତୀ ଉକ୍ତ କପଡା ଦୋକାନରେ କାମ କରୁଥିଲେ। ଏ ବାବଦରେ ଉଦିତ ନଗର ଥାନାରେ ଏକ ହତ୍ୟା ମାମଲା ରଜ୍ଜୁ!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲାପାଳଙ୍କ ଲହୁଣୀପଡା ବ୍ଲକ ଗସ୍ତ।। ପାଉଡି ଭୂୟାଁ ଅଞ୍ଚଳ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ।
ସୁନ୍ଦରଗଡ଼/ବଣାଇଁ, ୧୨ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି। ସୋମବାର ଦିନ ସେ ଲହୁଣୀପଡ଼ା ବ୍ଲକ ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ସ୍ଥାନରେ!-->…
Read More...
Read More...
ରାଉରକେଲା ରେ ପଲସର ବାଇକ ଲୁଟେରାଙ୍କ ଆତଙ୍କ।। ସହରର ମୁଖ୍ୟ ମାର୍ଗ ପାନପୋଷ ରୋଡ଼ରେ ଲୁଟ କଲେ ସାଢ଼େ ୩ ଲକ୍ଷ ଟଙ୍କା।
ରାଉରକେଲା ସହରର ସିଭିଲ୍ ଟାଉନସିପ୍ ନିକଟ ମୁଖ୍ୟ ମାର୍ଗରୁ ସାଢ଼େ ତିନି ଲକ୍ଷ ଟଙ୍କା ଲୁଟ ହୋଇଯାଇଛି। ମଙ୍ଗଳବାର ଅପରାହ୍ନ ରେ ଏହି ଘଟଣା ଘଟିଛି। ଗାନ୍ଧୀ ରୋଡର ବାସିନ୍ଦା ଅମୀର ଗୁପ୍ତା ମେ ଫେୟାର ହୋଟେଲ ନିକଟରେ ଥିବା ଆଇସିଆଇସିଆଇ ବ୍ୟାଙ୍କରୁ ତିନି ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଘରକୁ!-->…
Read More...
Read More...
ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ।। ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦାବି।
ସ୍କୁଲରେ ପଢୁଛନ୍ତି ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରତ୍ୟେକ ଦିନ ଉପସ୍ଥାନ ସଂଖ୍ୟା ୮୫ ପ୍ରତିଶତ ରୁ ଅଧିକ। କିନ୍ତୁ ଏଠାରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ମାତ୍ର ୨ ଜଣ। କେବଳ ଦୁଇ ଜଣରେ ଚାଲିଛି ଶିକ୍ଷାଦାନ। ଭିତ୍ତିଭୂମି ଅଛି, ଛାତ୍ରଛାତ୍ରୀ!-->…
Read More...
Read More...
ଝୁଲନ୍ତା ଅବସ୍ଥାରେ କପଡା ଗୋଦାମରେ ଯୁବତୀଙ୍କ ମୃତ ଶରୀର ଠାବ।। ପରିବାର ଲୋକେ ନିରପେକ୍ଷ ତଦନ୍ତ ଦାବି କଲେ।
ରାଉରକେଲା ପାୱାର ହାଉସ ରୋଡ଼ରେ ଥିବା ଏକ କପଡା ଦୋକାନର ଗୋଦାମରେ ଜଣେ ଯୁବତୀଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଥାନାରେ ମାମଲା ଦାୟର ହୋଇଛି। ପରିବାର ଲୋକେ ଝିଅର ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକାଶ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ମିଳିଥିବା ସୂଚନା ଅନୁଯାୟୀ ପାୱାର!-->…
Read More...
Read More...
ଲହୁଣୀପଡା ବ୍ଳକରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି।।
ସୁନ୍ଦରଗଡ଼/ବଣାଇଁ, ୧୧ ଜୁଲାଇ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲହୁଣୀପଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉପସ୍ଥିତ ରହି ଲହୁଣୀପଡ଼ା!-->…
Read More...
Read More...
ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ମାନବିକତା।। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିଲେ ଆମ୍ବୁଲାନ୍ସ…
ବିକାଶ କେବଳ ସହର ମଧ୍ୟରେ ସୀମିତ ରହୁଛି। ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ । ଖଟରେ ବୁହାହୋଇ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଗଲା। ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା କୁ ନିଆ ଯାଇଛି । ଏପରି ଏକ ଘଟଣା ସୋମବାର ଦିନ ସୁନ୍ଦରଗଡ ଜିଲ୍ଲା ହେମଗିରି!-->…
Read More...
Read More...
ରାଜ୍ୟ ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି।। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ମୁକାବିଲା ଲାଗି ପ୍ରଶାସନ…
ରାଜ୍ୟ ରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲିଛି। ଏହା ସହିତ ପ୍ରତିଦିନ ଅଧିକ ରୁ ଅଧିକ ଜିଲ୍ଲା କୋଭିଡ ଦ୍ୱାରା ପ୍ରଭାବିତ ହେଉଛି। ରବିବାର ଦିନ ରାଜ୍ୟରେ ୫୭୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ କୋଭିଡ ସଂକ୍ରମଣ ବଢି ଚାଲିଛି। ଶନିବାର!-->…
Read More...
Read More...