Browsing Category
ଓଡିଶା
ରାଜଗାଙ୍ଗପୁର ଅଞ୍ଚଳରେ ଦୁଇଟି ଅପ ମୃତ୍ୟୁ ଘଟଣା।। ହୃଦଘାତ ରେ ଘୋଘରରେ କାଉଡ଼ିଆଙ୍କ ମୃତ୍ୟୁ।। ସାଇକେଲ ରୁ ପଡି…
ମୃତ୍ୟୁ ଏମିତିବି ଆସେ। ରାଜଗାଙ୍ଗପୁର ଅଞ୍ଚଳରେ ଦୁଇଜଣଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଦେଇଛି। ଛତିଶଗଡ଼ ରୁ ଜଳ ଚଢାଇବାକୁ ଘୋଘର ଆସିଥିବା ଦିଲେଶ୍ୱର ପ୍ରସାଦ ସାହୁ ନାମକ ଜଣେ ବ୍ୟକ୍ତି ଘୋଘରଧାମ ରେ ମୃତ୍ୟୁ ବରଣ କରିଛନ୍ତି। ହୃଦଘାତ କାରଣ ରୁ ଦିଲେଶ୍ୱରଙ୍କ ମୃତ୍ୟୁ ହୋଇଥିବା!-->…
Read More...
Read More...
ରାଉରକେଲା ରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଋଣ ନେଇଥିବା ଉଠା ଦୋକାନୀଙ୍କ ଲାଗି ସ୍ୱତନ୍ତ୍ର କ୍ୟାମ୍ପ।। ଅଗଷ୍ଟ ୧…
ରାଉରକେଲା ସହରର ଯେଉଁ ଉଠା ଦୋକାନିମାନେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅଧୀନରେ ଋଣ ପାଇଛନ୍ତି ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଡ଼ି ସୁବିଧା ଦେବା ପାଇଁ 'ସ୍ବନିଧିରୁ ସମୃଦ୍ଧି' ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଉଛି।
ଆସନ୍ତା ୧ ଅଗଷ୍ଟରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ଏହି!-->!-->!-->…
Read More...
Read More...
୪ ଜଣ ଡ୍ରଗ୍ସ ବେପାରୀ ସୁନ୍ଦରଗଡ଼ ପୋଲିସ ହାତରେ ଧରାପଡିଲେ।। ଆଠ ଗ୍ରାମ ବ୍ରାଉନ ସୁଗର ଜବତ।। ରାଉରକେଲା ରେ ମୁଖ୍ୟ…
ସୁନ୍ଦରଗଡ ଜିଲ୍ଲାରେ ଡ୍ରଗ୍ସ କାରବାରରେ ସଂଶ୍ଳିଷ୍ଟ ଥିବା ଏକ ରାକେଟ ର ୪ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଡ୍ରଗ୍ସ ଚାଲାଣ କରୁଥିବା ବେଳେ ସୁନ୍ଦରଗଡ଼ ବନ ଦୁର୍ଗା ମନ୍ଦିର ନିକଟରୁ ୩ ଜଣଙ୍କୁ ଗିରଫ କରିଛନ୍ତି ଟାଉନ ଥାନା ପୋଲିସ। ସେମାନଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗର ଜବତ!-->…
Read More...
Read More...
୩ ମୋବାଇଲ ଫୋନ ଲୁଟେରାଙ୍କ ଗିରଫ କଲେ ରାଜଗାଙ୍ଗପୁର ପୋଲିସ।। ୨୦ ଟି ସ୍ମାର୍ଟ ଫୋନ ଜବତ।। ଜବତ ଫୋନ ମାଲିକଙ୍କୁ ଫେରସ୍ତ…
ରାଜଗାଙ୍ଗପୁର ପୁଲିସ କୁ ମିଳିଛି ଏକ ବଡ଼ ସଫଳତା। କୁତ୍ରା ଏବଂ ରାଜଗାଙ୍ଗପୁର ଅଞ୍ଚଳ ରେ ମୋବାଇଲ ଫୋନ ଲୁଟ କରୁଥିବା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ରାଜଗାଙ୍ଗପୁର ଥାନା ଇନିସ୍ପେକ୍ଟର ବି କେ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି!-->…
Read More...
Read More...
୨୪ ଘଣ୍ଟାରେ ସୁନ୍ଦରଗଡରେ ୨୨୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ।। ଚତୁର୍ଥ ଦିନରେ ଲଗାତାର ଭାବେ ରାଜ୍ୟରେ ପ୍ରଥମ।। କୋଭିଡ…
କୋଭିଡ ସଂକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲା ଚତୁର୍ଥ ଦିନରେ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଖୋର୍ଦ୍ଧା ଦୂତୀୟ ସ୍ଥାନରେ ରହିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲା ରେ ୨୨୨ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୭୩ ଜଣ ଚିହ୍ନଟ ହୋଇଛନ୍ତି।!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ରାଉରକେଲା ରେ ପରିମଳ ସଫେଇ କାର୍ଯ୍ୟ ଉପରେ ଗୁରୁତ୍ୱ।। ବିଭିନ୍ନ ସ୍ଥାନ ବୁଲି ଦେଖିଲେ ।
ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରାଉରକେଲା ଗସ୍ତରେ ଆସି ଅତ୍ୟାଧୁନିକ ପରିମଳ ପରିଚାଳନା କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ସେ ରାଉରକେଲା ସହରରେ ମେସିନ ସାହାଯ୍ୟରେ ଚାଲିଥିବା ରାସ୍ତା ଏବଂ ପରିମଳ ସଫେଇ ଆଦି କାର୍ଯ୍ୟ ବୁଲି ଦେଖିଥିଲେ।ଏହାସହ ୨୦୨୩!-->…
Read More...
Read More...
ବିଧାୟକ ଙ୍କ ଗାଡି ଡିକିରୁ ବିପୁଳ ପରିମାଣର ଟଙ୍କା ଜବତ।। ତିନି ବିଧାୟକଙ୍କୁ ଅଟକ ରଖି ପୁଲିସର ତଦନ୍ତ ଜାରି।
ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଥଣ୍ଡା ନପଡୁଣୁ ଏବେ ପୁଣି କଂଗ୍ରେସ ବିଧାୟକଙ୍କ କାର୍ରୁ ମିଳିଛି ବିପୁଳ ପରିମାଣର ଟଙ୍କା।ଏହି ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ହାଉଡା ଜିଲ୍ଲା!-->…
Read More...
Read More...
ମଙ୍କି ପକ୍ସ ମୁକାବିଲା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ।।
ଦେଶର କେତେକ ଅଞ୍ଚଳରେ ମଙ୍କିପକ୍ସ ବ୍ଯାପିବା ପରିପ୍ରେକ୍ଷୀରେ ରାଜ୍ୟରେ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଅଧିକାରୀ ଓ ବିଶେଷଜ୍ଞଙ୍କୁ ନେଇ ଏକ!-->…
Read More...
Read More...
‘ସୋଲରାଇଜେସନ ରାଉରକେଲା’ ପ୍ରକଳ୍ପ ଆରମ୍ଭ।। ସୋଲାର ପ୍ୟାନେଲ ବସାଇବାକୁ ଇଛୁକ ବ୍ୟକ୍ତିଙ୍କୁ ଫାଇନାନ୍ସ…
ରାଉରକେଲା, ୩୦ ଜୁଲାଇ ୨୦୨୨: ରାଉରକେଲା ସ୍ମାର୍ଟ ସିଟିକୁ ସୌରଶକ୍ତି ହବ୍ରେ ପରିଣତ କରିବା ଲକ୍ଷ୍ୟ ନେଇ ରାଉରକେଲା ମହାନଗର ନିଗମ ଓ କୋଏଲ ଫ୍ରେସର ମିଳିତ ସହଯୋଗରେ ‘ସୋଲାରାଇଜେସନ୍ ରାଉରକେଲା’ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସହରର ଜନସାଧାରଣ କିପରି ଅଧିକରୁ ଅଧିକ ସୌରଶକ୍ତିର ବ୍ୟବହାର!-->…
Read More...
Read More...
ସ୍ୱାଧୀନତା ଦିବସ ପାଳନ ଲାଗି ରାଉରକେଲା ରେ ପ୍ରସ୍ତୁତି ବୈଠକ।
ରାଉରକେଲା, ୩୦ ଜୁଲାଇ ୨୦୨୨: ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସରକାରଙ୍କ!-->…
Read More...
Read More...