Browsing Category

ଓଡିଶା

ରାଉରକେଲା ରେ ଶିଳ୍ପର ଉନ୍ନତି ଲାଗି ବଣିକ ସଂଘର ବୈଠକ ଆୟୋଜିତ।। ବୈଠକରେ ଯୋଗ ଦେଲେ ରାଜ୍ୟ ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ…

ଶକ୍ତି , ଶିଳ୍ପ , ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ବିଭାଗ ର ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଦେବ ତାଙ୍କ ଏକ ଦିବସୀୟ ରାଉରକେଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଶିଳ୍ପ ମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ରାଉରକେଲା ବଣିକ ସଙ୍ଘ ଦ୍ୱାରା ଆୟୋଜିତ ଏକ ବୈଠକରେ ଯୋଗ ଦେଇଥିଲେ। ଏହି ଅଞ୍ଚଳରେ ଶିଳ୍ପର ଉନ୍ନତି
Read More...

ଲଘୁଚାପ ବର୍ଷା ପ୍ରଭାବ : ରାଜଗାଙ୍ଗପୁରରେ ଘରେ ପଶୁଛି ଡ୍ରେନ ପାଣି।। ଡ୍ରେନ ସଫା ହୋଇନଥିବାରୁ ଜଳ ନିଷ୍କାସନ ହୋଇ…

ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜଗାଙ୍ଗପୁର ସହରରେ ଲୋକଙ୍କ ଘରେ ପଶିଛି ବର୍ଷା ଏବଂ ନାଳ ପାଣି। ରାସ୍ତା ଉପରେ ଜମା ହୋଇ ରହିଛି ପାଣି। ଗତ କାଲିର ଲଗାଣ ବର୍ଷା ପରେ ଆଜି ସହରର ବିଭିନ୍ନ ଅଞ୍ଚଳ ବର୍ଷା ପାଣି ଘେରରେ ଥିବାର ଦେଖିବାକୁ ମିଳିଛି।ଲୋକଙ୍କ ଘରେ ପାଣି ପଶି ଯାଇଥିବାବେଳେ ବିଭିନ୍ନ
Read More...

ରାଉରକେଲା ରେ ୭୬ ତମ ସ୍ୱାଧୀନତା ଦିବସ ପାଳିତ।। ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କଲେ ଆରଡିସି।

ରାଉରକେଲା ଉଦିତନଗର ପ୍ୟାରେଡ଼ ପଡ଼ିଆରେ ଦେଶର ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ। ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର , ଏସ ପି ମୁକେଶ
Read More...

୧ କିଲୋମିଟର ର ତିରଙ୍ଗା ଶୋଭାଯାତ୍ରା।। ସାମିଲ ହେଲେ ରିମ୍ସ ର ଶହଶହ ଛାତ୍ରଛାତ୍ରୀ।

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଏବଂ ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଉରକେଲା ରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ରିମ୍ସ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଜି ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ବାହାର କରା ଯାଇଥିଲା। ଶିକ୍ଷାନୁଷ୍ଠାନ ର ଶହଶହ ଛାତ୍ରଛାତ୍ରୀ ପ୍ରାୟ ୧
Read More...

କେନ୍ଦ୍ରୀୟ ବିଦ୍ୟାଳୟ କାନ୍ଥରେ ଆପତ୍ତିଜନକ ମନ୍ତବ୍ୟ ।। ପ୍ରତିବାଦରେ ମୁଖୀ ସମାଜ ଲୋକଙ୍କ ରାସ୍ତା ଅବରୋଧ।

ରାଉରକେଲାର ବନ୍ଧମୁଣ୍ଡା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ କାନ୍ଥରେ ପ୍ରିନ୍ସପାଲ ଏବଂ ଶିକ୍ଷକ ଙ୍କ ନାମରେ ଆପତ୍ତି ଜନକ ଶବ୍ଦ ଲେଖା ଯିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ଲେଖାରେଜାତିଆଣ ଆକ୍ଷେପ କରା ଯାଇଥିବାରୁ ଉତ୍ୟକ୍ତ ଲୋକମାନେ ବନ୍ଧମୁଣ୍ଡା- ରାଉରକେଲା ରାସ୍ତା ଅବରୋଧ କରିଥିଲେ।
Read More...

ସୁନ୍ଦରଗଡରେ ବର୍ଷା ସୁଅରେ ଭାସିଗଲା ଟ୍ରକ।। ଡ୍ରାଇଭର , ଖଳାସୀ ସୁରକ୍ଷିତ।

ବର୍ଷା ପାଣିରେ ଭାସି ଗଲା ଟ୍ରକ । ପାଣି ସୁଅ ଏତେ ପ୍ରଖର ଥିଲା ଯେ ୧୪ ଚକିଆ ଟ୍ରକ କୁ ଭସାଇ ନେଲା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକଏମ ସି ଏଲ ର କୁଲଡ଼ା ଖୋଲା ମୁହଁ କୋଇଲା ଖଣିରେ । ଲଗାଣ ବର୍ଷା ଯୋଗୁଁ ପ୍ରବଳ ପାଣି ଖଣି ଭିତରେ ବହିବାରେ ଲାଗିଛି ।
Read More...

ରାଉରକେଲାରେ ଗଣଦୌଡ ପ୍ରତିଯୋଗିତା ‘ରାଉରକେଲା ରନସ’ ଆୟୋଜିତ।। ୧୦୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗନେଲେ।

ସ୍ଵାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହି ଉପଲକ୍ଷେ ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟ ସିଟି ପକ୍ଷରୁ ଆଜି ଏକ ଗଣଦୌଡ଼ ପ୍ରତିଯୋଗିତା 'ରାଉରକେଲା ରନସ' ଆୟୋଜିତ ହୋଇଛି। ଏଥିରେ ରାଜ୍ୟ ତଥା ବାହାରୁ ଆଥଲେଟଙ୍କ ସମେତ ଛୋଟ
Read More...

ସୁନ୍ଦରଗଡରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ।। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଜାତୀୟ…

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ 'ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ' ଚାଲିଛି। ଏହି କ୍ରମରେ ସୁନ୍ଦରଗଡ଼ସ୍ଥିତ ଭବାନୀପୁରଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼
Read More...

ଲଘୁଚାପ ଜନିତ ବର୍ଷା ଯୋଗୁଁ ସୁନ୍ଦରଗଡରେ ଘରେ ପଶିଲା ପାଣି।। ବିପର୍ଯ୍ୟସ୍ତ ଡ୍ରେନ ସିଷ୍ଟମ କୁ ଦାୟୀ କଲେ ଲୋକ ମାନେ।

ଲଘୁଚାପ ଜନିତ ବର୍ଷା ଯୋଗୁଁ ସୁନ୍ଦରଗଡ ଟାଉନର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହୁଛି। ଫଳରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତିରୁ ଅବିଶ୍ରାନ୍ତ ଭାବେ ବର୍ଷା ଲାଗି ରହିବା ଫଳରେ ରାସ୍ତାରେ ପାଣି ଜମା ରହିବା ପରେ ଘରେ ପଶୁଛି। ସହରର ବିପର୍ଯ୍ୟସ୍ତ ଡ୍ରେନେଜ ସିଷ୍ଟମ ଯୋଗୁଁ
Read More...

କୋଏଲ ନଦୀ ଉପରେ ବ୍ୟାରେଜ ଲାଗି ୩୧୩ କୋଟି ଟଙ୍କାର କ୍ୟାବିନେଟ ମଞ୍ଜୁରୀ।। ୩୦ ମାସରେ ସମ୍ପୂର୍ଣ୍ଣ ହେବ ପ୍ରକଳ୍ପ।

ରାଉରକେଲା ହମିରପୁର ଠାରେ ନିର୍ମାଣ କରାଯିବ କୋଏଲ ବ୍ୟାରେଜ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଏଲ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୩୧୩ କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୧୩ ମସିହାରେ କୋଏଲ ବ୍ୟାରେଜ ଲାଗି ଶୁଭ ଦିଆଯାଇଥିଲା। ବିଭିନ୍ନ କାରଣରୁ ଏହା ହୋଇ
Read More...