Browsing Category
ଓଡିଶା
କୋଏଲ ନଗରରେ ସିରିଜ ଦୁର୍ଘଟଣା।। କାର ଧକ୍କାରେ ୪ ଆହତ , କାର , ସ୍କୁଟି କ୍ଷତିଗ୍ରସ୍ତ।। କାର ଚାଳକ ପୋଷ୍ଟାଲ ଅଧିକାରୀ…
ରାଉରକେଲା କୋଏଲ ନଗର ରେ ସୋମବାର ଅପରାହ୍ନ ରେ ଏକ ସିରିଜ କାର ଦୁର୍ଘଟଣାରେ ଚାରିଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଗୋଟିଏ କାର ଏବଂ ଦୁଇଟି ଦୁଇ ଚକିଆ ଯାନ କ୍ଷତିଗ୍ରସ୍ତ ହୋଇଛି।ସୂଚନା ଅନୁଯାୟୀ ରାଉରକେଲା ର ଜଣେ ଡାକ ବିଭାଗ ଅଧିକାରୀ ବେପରୁଆ ଭାବେ ନିଜ କାର ଚଳାଇ କୋଏଲ ନଗର -!-->…
Read More...
Read More...
କୁଆରମୁଣ୍ଡାରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ।। ୮୪ ଅଭିଯୋଗରୁ ୧୨ଟିର ତତ୍କାଳ…
ରାଉରକେଲା, ୨୯ ଅଗଷ୍ଟ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ପ୍ରମୁଖ!-->…
Read More...
Read More...
ରାଉରକେଲା ସ୍ୱତନ୍ତ୍ର ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ।। ମୃତକ ବହୁ ଚର୍ଚ୍ଚିତ ଧଳସାମନ୍ତ ଭ୍ରାତା ଗ୍ୟାଙ୍ଗ ର…
ରାଉରକେଲା ସ୍ୱତନ୍ତ୍ର ଜେଲରେ ଜଣେ ବିଚାରାଧୀନ କଏଦୀ ଙ୍କ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ର ସଠିକ କାରଣ ଜଣା ପଡିନଥିଲେ ମଧ୍ୟହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ ବହୁ ଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସ ଗ୍ୟାଙ୍ଗ ର ସହଯୋଗୀ ସଞୟ ସାହୁ ଓରଫ୍ ଭଜନା ରାଉରକେଲା ଜେଲ!-->…
Read More...
Read More...
ରାଉରକେଲା ଇସ୍ପାତ ସହରରେ ଗଣେଶ ପୂଜା ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।। ଆକର୍ଷଣୀୟ ପେଣ୍ଡାଲ ସହ ମିନା ବଜ଼ାର ର…
ଆଉ ମାତ୍ର ଦିନକ ପରେ ଗଣେଶ ପୂଜା। ରାଉରକେଲା ଇସ୍ପାତ ସହରରେ ଗଣେଶ ପୂଜା ପାଳନ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗତ ଦୁଇ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ କେବଳ ବିଧି ଅନୁସାରେ ଗଣେଶ ପୂଜା ହେଉଥିଲା। ଶ୍ରଦ୍ଧାଳୁ ମାନଙ୍କୁ ସାର୍ବଜନୀକ ଭାବେ ପୂଜାରେ ସାମିଲ ହେବାକୁ ଅନୁମତି ନଥିଲା।!-->…
Read More...
Read More...
ସଡକ ଦୁର୍ଘଟଣାରେ ଇଞ୍ଜିନିଅରିଂ ଛାତ୍ରଙ୍କ ମୃତ୍ୟୁ।। ୫ ଛାତ୍ର ଆହତ।। ଛତ୍ରପୁର ମେଡିକାଲରେ ଭର୍ତ୍ତି।
ଏକ ସଡକ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୁବନେଶ୍ୱରରୁ ଗୋପାଳପୁର ଯାଇଥିଲେ ୬ ଜଣ ଇଞ୍ଜିନିୟରିଂ ଛାତ୍ର । ଆଜି!-->…
Read More...
Read More...
ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ।। ନିଜ ପଡ଼ୋଶୀକୁ କଟୁରିରେ ହାଣି ହତ୍ୟା।। ଅଭିଯୁକ୍ତ ଗିରଫ।
ସୁନ୍ଦରଗଡ଼ ଜିଲ୍ଲା କେ ବଳଙ୍ଗ ଥାନା ଅନ୍ତର୍ଗତ ଖଡ଼ିଆବାହାଲ ଗ୍ରାମରେ,ପୂର୍ବ ଶତ୍ରୁତାକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ଏହି ଗ୍ରାମର ମଙ୍ଗଲ ମୁଣ୍ଡା ଘରେ ଥିବା ବେଳେ ସେହି ଗ୍ରାମର ଗାନସl ମୁଣ୍ଡା ସେଠାରେ ପହଞ୍ଚି ମଙ୍ଗଲଙ୍କ ସାଙ୍ଗରେ କୌଣସି କାରଣରୁ ଝଗଡା କରିଥିଲା। ପରେ!-->…
Read More...
Read More...
କୁମଝରିଆ ସ୍କୁଲ ବିବାଦ।। ପ୍ରଶାସନ ର ବୈଠକ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ।। ସ୍ୱଚ୍ଛତା ଲାଗି ଅଭିଭାବକ କମିଟି…
କୁଆରମୁଣ୍ଡା ବ୍ଲକ କୁମଝରିଆ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେବା ପରେ ସ୍କୁଲ ପରିଚାଳନା ନେଇ ଗୁମର ଖୋଲୁଛି। ଆଜି ସ୍କୁଲ ପରିସରରେ ଜିଲ୍ଲା ପ୍ରଶାସନ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କ!-->…
Read More...
Read More...
ସହରରେ ଡକାୟତି ଯୋଜନା କରୁଥିବା ବେଳେ ଦୁଇ ଗିରଫ।। ପିସ୍ତଲ , ଗୁଳି , ଆଦି ଜବତ।
ଡକାୟତି ଯୋଜନା କରୁଥିବା ଅଭିଯୋଗରେ ରାଉରକେଲା ରଘୁନାଥପାଲି ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଡକାୟତଙ୍କ ନିକଟରୁ ଗୋଟିଏ ପିସ୍ତଲ , ଦୁଇଟି ଗୁଳି , ଏକ ଆକ୍ଟିଭା ସ୍କୁଟର ସହ ଅନ୍ୟାନ୍ୟ ମାରଣାସ୍ତ୍ର ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଶାନ୍ତି ନଗର!-->…
Read More...
Read More...
ଅଟୋ କୁ ଧକ୍କା ଦେଲା ଟ୍ରକ।। ୫ ଜଣ ମୃତ।। ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଙ୍କ ଶୋକ ପ୍ରକାଶ।। ଢେଙ୍କାନାଳ…
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟରେ ଆଜି ଭୋରୁ ଏକ ସଡକ ଦୁର୍ଘଟଣାରେ ଗୋଟିଏ ଗ୍ରାମର ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ରବିବାର ଭୋରୁ ବାଙ୍ଗୁର ଗ୍ରାମର ୫ ଜଣ ଏକ ଯାତ୍ରୀବାହୀ ଅଟୋରେ ଯାଉଥିବା ବେଳେ ଏକ କୋଇଲା!-->…
Read More...
Read More...
କଂଗ୍ରେସ ର ପରବର୍ତ୍ତୀ ଅଧ୍ୟକ୍ଷ କିଏ! ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ।। ଅଧ୍ୟକ୍ଷ ପଦଲାଗି ନିର୍ବାଚନ ତାରିଖ…
କିଏ ହେବ କଂଗ୍ରେସ ର ପରବର୍ତ୍ତୀ ଅଧ୍ୟକ୍ଷ । କାହା ନେତୃତ୍ୱରେ ଦଳ ଲଢ଼ିବ ୨୦୨୪ ନିର୍ବାଚନ। ଏବେସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ଭବେ କାର୍ଯ୍ୟ ତୁଲାଉଛନ୍ତି।ତେବେ ଦଳର ନୂତନ ସଭାପତି ନିର୍ବାଚନ ତାରିଖ ଆଜି ଧାର୍ଯ୍ୟ ହୋଇପରେ । ଏଥି ଲାଗି ଆଜି ଡକାଯାଇଛି କଂଗ୍ରେସ ର କାର୍ଯ୍ୟକାରି!-->…
Read More...
Read More...