Browsing Category
ଓଡିଶା
ସୁନ୍ଦରଗଡ ପୋଲିସ ଆରମ୍ଭ କଲା ନାରୀ ସଶକ୍ତ ଯୋଜନା “ଦୁର୍ଗା”।। ଝିଅ ମାନଙ୍କୁ ଶିକ୍ଷା ଦିଆଯାଉଛି…
ଝିଅ ମାନଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରିବା ଲାଗି ସୁନ୍ଦରଗଡ଼ ପୋଲିସ ଆରମ୍ଭ କରିଛି ନାରୀ ସଶକ୍ତ ଯୋଜନା "ଦୁର୍ଗା"। ଶାରଦୀୟ ପୂଜା ଏବଂ ଆନ୍ତର୍ଜାତିକ କନ୍ୟା ଦିବସ ପରିପ୍ରେକ୍ଷୀରେ ନବରାତ୍ରୀ ଦିନ ଏହି ଯୋଜନା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଝିଅ ମାନଙ୍କୁ ଆତ୍ମରକ୍ଷାର କୌଶଳ!-->…
Read More...
Read More...
ରାଉରକେଲା : ବିଶ୍ରା ଥାନାର ଖୁଣ୍ଟଗାଁ ରେ ସଶସ୍ତ୍ର ଡକାୟତି।। ୧୫ ଲକ୍ଷ ସୁନା ଗହଣା ସହ ନଗଦ ଦେଢ଼ ଲକ୍ଷ ଲୁଟ।। ପୋଲିସ…
ରାଉରକେଲା(ସତ୍ୟା ନିଉଜ) ୨୬/୯ବିଶ୍ରା ଥାନା ଅନ୍ତର୍ଗତ ଖୁଣ୍ଟଗାଁରେ ରବିବାର ସନ୍ଧ୍ୟାରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାରିକି ଗିରଫ କରି ପାରିନାହିଁ। ତେବେ ଲୁଟ ପରେ ଡକାୟତ ମାନେ ଗୃହସ୍ୱାମୀଙ୍କ ନେଇ ଯାଇଥିବା ବାଇକକୁ ପୋଲିସ ଉଦ୍ଧାର କରିଛି। ଡକାୟତ ମାନଙ୍କୁ!-->…
Read More...
Read More...
ରାଜ୍ୟସ୍ତରୀୟ ଜୁନିୟର ମେନ ହକି ଚମ୍ପିୟନ ସୁନ୍ଦରଗଡ଼ ଟିମ କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ପ୍ରଶାସନ।
ସୁନ୍ଦରଗଡ଼, ୨୫ ସେପ୍ଟେମ୍ବର ୨୦୨୨ : ହକି ଆସୋସିଏସନ ଅଫ୍ ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ 'ଜୁନିଅର ମେନ୍ ହକି ଚମ୍ପିଆନସିପ୍ସ ୨୦୨୨' ରେ ସୁନ୍ଦରଗଡ଼ ଟିମ ଚାମ୍ପିୟନ ହୋଇଛି। ଶନିବାର ଦିନ ଏହି ଟିମର ଖେଳାଳିମାନେ ସୁନ୍ଦରଗଡରେ ପହଞ୍ଚିବା ପରେ ଜିଲ୍ଲା!-->…
Read More...
Read More...
ରାଉରକେଲା : ଆଜିଠାରୁ ବନ୍ଦ ହେଲା ପୁରୁଣା ବ୍ରାହ୍ମଣୀ ସେତୁ।। ୪୫ ଦିନ ଧରି ବନ୍ଦ ରହିବ।। ମରାମତି କାମ ଲାଗି ବନ୍ଦ…
ଆଜିଠାରୁ ବନ୍ଦ ହେଲା ପୁରୁଣା ବ୍ରାହ୍ମଣୀ ବ୍ରିଜ। ୪୫ ଦିନ ଧରି ବନ୍ଦ ରହିବ ଏହି ବ୍ରିଜ। ମରାମତି କରିବା ଉଦ୍ଦେଶ୍ୟରେ ବନ୍ଦ ରଖାଯାଇଛି ବ୍ରିଜ ରେ ଯାତାୟତ। ନୂତନ ବ୍ରାହ୍ମଣୀ ସେତୁରେ ଯାନ ବାହାନ ଚଳାଚଳ କରିବା ପରେ ପୁରୁଣା ବ୍ରିଜ କୁ ମରାମତି ଲାଗି ଏନ ଏଚ ଏ ଆଇ ପକ୍ଷରୁ ନିଷ୍ପତ୍ତି!-->…
Read More...
Read More...
ରାଉରକେଲା : ମହାରାଜା ଭଗବାନ ଅଗ୍ରସେନ ଜୟନ୍ତୀ ସମାରୋହ ଆରମ୍ଭ।। ସହରରେ ବାହାରିଲା ବିଶାଳ ଶୋଭାଯାତ୍ର ।
ମହାରାଜା ଅଗ୍ରସେନ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରାଉରକେଲା ରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ଷ୍ଟେସନ ନିକଟ ଅମର ଭବନ ରୁ ବାହାରି ଅଗ୍ରସେନ ଭବନରେ ପହଞ୍ଚି ଥିଲା। ସହରର ମୁଖ୍ୟ ମାର୍ଗ ଦେଇ ଏହି ଶୋଭାଯାତ୍ରା ଯାଉଥିବା ବେଳେ ବହୁ ସ୍ଥାନରେ ଶ୍ରଦ୍ଧାଳୁ!-->…
Read More...
Read More...
ରାଜଗାଙ୍ଗପୁର : ବେଆଇନ କୁକୁଡ଼ା ଲଢେ଼ଇ ଅଡ୍ଡା ଉପରେ ପୋଲିସର ଚଢ଼ାଉ।। ୨୭ ଗିରଫ।। ୧ଲକ୍ଷ ୧୮ ହଜାର ଟଙ୍କା ସହ କାର ,…
ବେଆଇନ କୁକୁଡ଼ା ଲଢେଇ ଖେଳ ହେଉଥିବା ଆଡ୍ଡା ରେ ଚଢ଼ାଉ କରି ରାଜଗାଙ୍ଗପୁର ପୋଲିସ ୨୭ ଜଣଙ୍କୁ ଗିରଫ କରିଛି। କୁକୁଡ଼ା ଲଢେ଼ଇ ଆଳରେ ଚାଲିଥିଲା ଏହି ଜୁଆ ଖେଳ। ଗିରଫ ହୋଇଥିବା ଜୁଆ ଅଡ୍ଡା ସଂଚାଳକ ଏବଂ ଜୁଆଡିଙ୍କ ନିକଟରୁ ପୋଲିସ ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରିଛି। ଏହାଛଡା ୧୯ ଟି ମୋବାଇଲ!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା।। ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ୫ ଟି ସଚିବ ।
ସୁନ୍ଦରଗଡ଼/ରାଉରକେଲା, ୨୪ ସେପ୍ଟେମ୍ବର ୨୦୨୨: ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଶ୍ରୀଯୁକ୍ତ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର!-->…
Read More...
Read More...
ରାଉରକେଲା : ହୋଟେଲ ମାଲିକଙ୍କ ଘରୁ ମେଡ ସର୍ଭେଣ୍ଟ ଙ୍କ ଝୁଲନ୍ତା ଶବ ଉଦ୍ଧାର।। ପୋଲିସ ତଦନ୍ତ ଜାରି ।
ହୋଟେଲ ମାଲିକଙ୍କ ଘରେ କାମ କରୁଥିବା ମେଡ ସର୍ଭେଣ୍ଟ ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମ ରୁ ମିଳିଛି। କେଉଁ ପରିପ୍ରେକ୍ଷୀରେ ଝୁଲନ୍ତା ଶରୀର ମିଳିଲା ପୋଲିସ ତାର ତଦନ୍ତ କରୁଛି।ମିଳିଥିବା ସୂଚନା ମୁତାବକ ଜିଲ୍ଲାର କେ ବଳଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀ ବିରସମଣି ବଡାଇକ ରାଉରକେଲା!-->…
Read More...
Read More...
ରାଉରକେଲା : ବିବାହିତା ମହିଳାଙ୍କୁ ହତ୍ୟା ପରେ ଟାଙ୍ଗି ଦେଇଥିବା ଅଭିଯୋଗ।। ପ୍ଲାଣ୍ଟସାଇଟ ଥାନାରେ ମାମଲା ରଜ୍ଜୁ।।…
ରାଉରକେଲା ଟିମ୍ବର କଲୋନୀରେ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇଥିବାର ଅଭିଯୋଗ ପ୍ଲାଣ୍ଟସାଇଟ ଥାନାରେ ହୋଇଛି। ପୋଲିସ ଏକ ହତ୍ୟା ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି। ମୃତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି।ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ସୁନ୍ଦରଗଡ : ବଣେଇ ବନଖଣ୍ଡରେ ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବ ଜାରି।। ବନବିଭାଗ ପକ୍ଷରୁ ଦନ୍ତା ଦୁଇଟିକୁ ଘଉଡାଇବା…
ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜ ଅଞ୍ଚଳରେ ୧୫ ଦିନ ହେଲା ଏକ ଦନ୍ତା ହାତୀ ଉପଦ୍ରବ ଜାରି ରଖିଛି। ଏବେ ଅନ୍ୟ ଏକ ଦନ୍ତା ହାତୀ ଗୋଠ ଛଡା ହୋଇ ଗାଁ ମଧ୍ୟକୁ ପଶି ଧାନ ଚାଉଳ ଖାଇ ଯାଉଛି। ପୂର୍ବରୁ ଥିବା ଦନ୍ତା ଟି କ୍ଷେତରେ ପଶି ପାଚିଲା ଧାନ ଖାଇ ଯାଉଛି। ଅନ୍ୟ ପକ୍ଷରେ ଆଉ ଏକ ଦନ୍ତା!-->…
Read More...
Read More...