Browsing Category
ଓଡିଶା
ବିରମିତ୍ରପୁର ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ।। ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ପାଳନ।
ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁରରେ ସୋମବାର ଦିନ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ରାଜପଥର ଉଭୟ ପଟେ ଶହଶହ ଗାଡି ମଟର ଅଟକି ରହିଛି। ଏହା ସହ ବିରମିତ୍ରପୁର ବନ୍ଦ ଡାକରା ଯୋଗୁଁ ସହରର ସମସ୍ତ ଦୋକାନ ବଜ଼ାର ବନ୍ଦ ରହିଛି। ବିରମିତ୍ରପୁରରେ ୧୪୩!-->…
Read More...
Read More...
ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣକୁ ପରିବେଶ ମଞ୍ଜୁରୀ ପ୍ରଦାନ।। ହକି ବିଶ୍ୱ କପ ପୂର୍ବରୁ ବିମାନ ଚଳାଚଳ ନେଇ ଆଶା ।
ହକି ବିଶ୍ୱକପ ପୂର୍ବରୁ ରାଉରକେଲାକୁ ବିମାନ ଚଳାଚଳ କରିବା ନେଇ ଆଶା ଦେଖାଯାଉଛି। ଏହା ମଧ୍ୟରେ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ ଲାଗି ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି। ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ବିଭାଗ ପକ୍ଷରୁ ଏହି ମଞ୍ଜୁରୀ ଦିଆଯାଇଛି। ଏବେ ରାଉରକେଲା ବିମାନ ବନ୍ଦରର!-->…
Read More...
Read More...
ସୋମବାର ଦିନ ବିରମିତ୍ରପୁର ବନ୍ଦ ଡାକରା।। ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ଡାକରା।
ଆସନ୍ତାକାଲି ସୋମବାର ଦିନ ବିରମିତ୍ରପୁର ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇ ପଡିଛି। ରାସ୍ତାରେ ବଡ଼ ବଡ଼ ଖାଲ ହେବା ସହ ଧୂଳି ଉଡି ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଯାତାୟତ ବାଧାପ୍ରାପ୍ତ ହେବା ସହ!-->…
Read More...
Read More...
ଓଡ଼ିଶାର କୋଇଲା ବୋଝେଇ ଟ୍ରକକୁ ଛତିଶଗଡ଼ ମନା।। ଛତିଶଗଡ଼-ଓଡିଶା ସୀମାରେ ରାସ୍ତା ରୋକ।। ଆନ୍ଦୋଳନ ଦୂତୀୟ ଦିନରେ।
ସୁନ୍ଦରଗଡ଼ : ୧୬/୧୦କୋଇଲା ପରିବହନ ଭଡା ଓ ଲୋଡିଂରେ ଛତିଶଗଡ଼ ରାଏଗଡ଼ ଅଞ୍ଚଳର ଟ୍ରକଗୁଡିକୁ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷିରେ ଆଜି ପ୍ରତିବାଦରେ ରାଏଗଡ଼ ଜିଲ୍ଲା ଟ୍ରେଲର ମାଲିକ କଲ୍ଯାଣ ସଂଘ ଓଡିଶା ସୀମା ଟପରିଆ-ତମନାର ଓ ରେଙ୍ଗାଲପାଲି ଠାରେ ଆନ୍ଦୋଳନ ଆରମ୍ଭ!-->…
Read More...
Read More...
ରାଉରକେଲାରେ ଚାଲିଛି ରାଜ୍ୟ ବ୍ୟାଡ ମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ।। ୫ଟି ବର୍ଗରେ ହେଉଥିବା ଖେଳରେ ୧୩୯ ଜଣ…
ରାଉରକେଲା ରେ ଚାଲିଛି ରାଜ୍ୟବ୍ୟାଡମିଣ୍ଟନ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୬ ରାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୩୯ ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇଛନ୍ତି। ସମୁଦାୟ ୫ ଟି!-->…
Read More...
Read More...
ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ କଲେ ବଣେଇ ବନବିଭାଗ।। ଦେଓଗାଁ ର ଜଣେ ବ୍ୟବସାୟୀଙ୍କ ଘରୁ ଜବତ।
ସୁନ୍ଦରଗଡ଼ ଜିଲ୍ଲା ବଣେଇ ବନବିଭାଗ ପକ୍ଷରୁ ଦେଓଗାଁ ନିକଟରେ ଥିବା ମନୋଜ ସାହୁଙ୍କ ଘରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ କରାଯାଇଛି। ଚଢାଉ ବେଳେ ଘର ମାଲିକ ଫେରାର ହୋଇଯାଇଥିଲେ। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଚଢାଉ ଚାଲିଥିଲା l ବଣାଇଁ ତହସିଲଦାର ସ୍ୱଦୀପ କୁମାର!-->…
Read More...
Read More...
ସରକାର ଏବଂ ଯୁବ ସମାଜ ମଧ୍ୟରେ ସେତୁ ଭାବେ କାମ କରିବେ ବୋଲି କହିଲେ କୁନ ବିହାରୀ ଦାସ।। ରାଜ୍ୟ ଯୁବ କଲ୍ୟାଣ ପରିଷଦର…
ରାଜ୍ୟ ଯୁବ କଲ୍ୟାଣ ପରିଷଦର ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ କୁନ ବିହାରୀ ଦାସ ଶୁକ୍ରବାର ଦିନ ତାଙ୍କ ଦାଇତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ ରେ ଦାଇତ୍ୱ ଗ୍ରହଣ ବେଳେ ବହୁ ଶୁଭେଛୁ , ବନ୍ଧୁ , ସରକାରୀ ଅଧିକାରୀ ତାଙ୍କୁ ସ୍ବାଗତ କରିଥିଲେ। ସବୁଠାରୁ!-->…
Read More...
Read More...
ଲହୁଣୀପଡ଼ା : ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ବିଦ୍ୟୁତ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଭାସ୍କର ସ୍ପଞ୍ଜ ଆଇରନ କାରଖାନାରେ ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମାନସ ରଞ୍ଜନ ଗିରି ଏବଂ ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ। ଭାସ୍କର ପ୍ଲାଣ୍ଟ ରେ ସେ ଶୁକ୍ରବାର ସନ୍ଧ୍ୟାରେ କାମ କରୁଥିବା ବେଳେ ବିଦ୍ୟୁତ!-->…
Read More...
Read More...
ନିରାପଦ ମାତୃତ୍ବ ଲାଗି “ମା ଗୃହ”।। ନଅ ମାସ ମଧ୍ୟରେ ୬ ହଜାରରୁ ଉର୍ଦ୍ଧ୍ବ ଗର୍ଭାବସ୍ଥା ଏବଂ ପ୍ରସବ…
ସୁନ୍ଦରଗଡ଼, ୧୪ ଅକ୍ଟୋବର ୨୦୨୨: ‘‘ପ୍ରସବର କିଛିଦିନ ଆଗରୁ ମୁଁ ଘରୁ ପୋଇଗାଁ ମା’ଗୃହକୁ ଆସିଥିଲି। ସେଠାରେ ମୋର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଠିକ ସମୟରେ ସେଠାରୁ ଡାକ୍ତରଖାନା ଯାଇ ମୁଁ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିଛି। ପ୍ରସବ ପରେ ପୁଣି ୮ ଦିନ ଯାଏଁ ମୁଁ ମା’ଗୃହରେ!-->…
Read More...
Read More...
ସୁନ୍ଦରଗଡ଼ ଝିଅ ମୋନିକା ହେଲେ ଜେମ ମିସ୍ ଓଡିଶା ୨୦୨୨।। ଭୁବନେଶ୍ୱର ରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ।
ସୁନ୍ଦରଗଡ଼ ଜିଲ୍ଲାର ମୋନିକା ସାଠୁଆ ମିସ୍ ଓଡିଶା ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ଲାଗି ଗୌରବ ଆଣିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସପ୍ତମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମିସ୍ ଓଡିଶା ୨୦୨୨ ସୁନ୍ଦରୀ ପ୍ରତଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ!-->…
Read More...
Read More...