Browsing Category
ଓଡିଶା
ରାଉରକେଲା : ପାନପୋଷ ଛକରେ ଓମ ସୁଇଟ୍ସ ରେ ଅଗ୍ନିକାଣ୍ଡ।। ଜଣେ ମୃତ।। ୬ କର୍ମଚାରୀ ଅଳ୍ପକେ ବର୍ତ୍ତିଲେ।
ରାଉରକେଲା ପାନପୋଷ ଛକ ନିକଟରେ ଥିବା ଏକ ରେଷ୍ଟୁରାଣ୍ଟ ରେ ଭିଷଣ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଛଅ ଜଣ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହୋଟେଲର ରୋଷେୟା ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ଫାୟାର ଟିମ ଏବଂ ରଘୁନାଥପାଲି ଥାନା ପୋଲିସ ପହଞ୍ଚି ନିଆଁକୁ!-->…
Read More...
Read More...
ସୁନ୍ଦରଗଡ : ଖଣି ସମ୍ପ୍ରସାରଣ ଲାଗି ଜମି ଅଧିଗ୍ରହଣକୁ ସ୍ଥାନୀୟ ଆଦିବାସୀଙ୍କ ବିରୋଧ।।। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
"ଜୀବନ ଦେବୁ ପଛେ ଇଞ୍ଚେ ହେଲେ ଜମି ଦେବୁ ନାହିଁ।" ସୁନ୍ଦରଗଡ଼ ରାଜରାସ୍ତାରେ ଶୁକ୍ରବାର ଦିନ ଆଦିବାସୀଙ୍କ ଏପରି ରଣହୁଙ୍କାର ଦେଖିବାକୁ ମିଳିଥିଲା। ଡାଲମିଆ ଭାରତ ସିମେଣ୍ଟ ର ଚୂନ ପଥର ଖଣି ସମ୍ପ୍ରସାରଣ କୁ ବିରୋଧ କରି ଶହଶହ ସଂଖ୍ୟାରେ ଆଦିବାସୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ!-->…
Read More...
Read More...
ରାଉରକେଲା : ୬୩ ତମ ପୋଲିସ ସହୀଦ ସୃତି ଦିବସ ପାଳିତ।। ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ…
ରାଉରକେଲା ପୋଲିସ ରିଜର୍ଭ ପଡ଼ିଆରେ ୬୩ ତମ ପୋଲିସ ସହୀଦ ସୃତି ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ଦିନ ରାଉରକେଲା ଏସ ପି ମୁକେଶ କୁମାର ଭାମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡ଼ିଆଇଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସହୀଦ!-->…
Read More...
Read More...
ଜାତୀୟ କ୍ରୀଡା ପ୍ରତିଯୋଗିତାରେ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀ କବିତା ମାହାତୋଙ୍କ ଦୁଇଟି ସ୍ୱର୍ଣ୍ଣ ପଦକ…
ମଧ୍ୟପ୍ରଦେଶ ଭୋପାଲ ଠାରେ ଆୟୋଜିତ କେନ୍ଦ୍ରୀୟ ବିଦ୍ୟାଳୟର ୫୧ ତମ ଜାତୀୟ କ୍ରୀଡା ପ୍ରତିଯୋଗୀତାରେ ରାଉରକେଲା ବିଶ୍ରାର ଝିଅ କବିତା ମାହାତୋ ବେଶ ସଫଳତା ହାସଲ କରିଛନ୍ତି। ବନ୍ଧମୁଣ୍ଡା କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ରୀ କବିତା ଏହି କ୍ରୀଡା ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ!-->…
Read More...
Read More...
ରାଉରକେଲା : ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ହକି ଇଣ୍ଡିଆ ପ୍ରତିନିଧି ଦଳ।। ଷ୍ଟାଡିଅମ ସହ ବିଭିନ୍ନ…
ରାଉରକେଲା, (ସତ୍ୟା ନ୍ୟୁଜ ବ୍ୟୁରୋ) ୨୦ ଅକ୍ଟୋବର ୨୦୨୨: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ।। ବାଲ୍ୟ ବିବାହ ରୋକିବାକୁ କିଶୋରୀଙ୍କୁ ଶିକ୍ଷା…
ସୁନ୍ଦରଗଡ଼, ୨୦ ଅକ୍ଟୋବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକିବା ଏବଂ ସବୁ କିଶୋରୀ ବାଳିକାଙ୍କୁ ସ୍କୁଲ ଯିବା ଲାଗି ପ୍ରୋତ୍ସାହିତ କରିବା ପାଇଁ ବ୍ୟାପକ ସଚେତନତା କରାଯିବ। ବୁଧବାର ଦିନ ସୁନ୍ଦରଗଡ଼ସ୍ଥିତ ପ୍ରଗତି ମଣ୍ଡପଠାର ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାଲ୍ୟ!-->…
Read More...
Read More...
ରାଉରକେଲା : ହକି ଇଣ୍ଡିଆର ପ୍ରତିନିଧି ଦଳଙ୍କୁ ସମ୍ବର୍ଦ୍ଧନା।। ହକି ବିଶ୍ୱକପକୁ ସ୍ମରଣୀୟ କରିବା ଉପରେ ଗରୁତ୍ୱାରୋପ
ହକି ଇଣ୍ଡିଆର ଏକ ଉଚ୍ଚ ପ୍ରତିନିଧି ଦଳ ରାଉରକେଲା ଗସ୍ତରେ ଆସି ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ହକି ବିଶ୍ୱକପକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଉପରେ ଏହି ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।ଏହି!-->…
Read More...
Read More...
ରାଉରକେଲା : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଛ ବିକ୍ରେତାଙ୍କ ମୃତ୍ୟୁ।। ହନୁମାନ ବାଟିକା ଛକ ନିକଟରେ ଦୁର୍ଘଟଣା।
ରାଉରକେଲା ହନୁମାନ ବାଟିକା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମାଛ ବିକ୍ରେତାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ପୂର୍ବାହ୍ନରେ ଏହି ବ୍ୟକ୍ତି ଜଣକ ନିଜ ମୋପେଟ ରେ ମାଛ ନେଇ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣା ସ୍ଥଳରେ ଉକ୍ତ ମାଛ!-->…
Read More...
Read More...
ବଣାଇ : ପୂର୍ବ ଶତ୍ରୁତା କୁ ନେଇ ଦୋକାନ ଏବଂ ସ୍କୁଟି ପୋଡି ଉଦ୍ୟମ।। ଅଭିଯୁକ୍ତ
ସି ଆର ପି ଏଫ ଯବାନ ଅଟକ।
ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୋକାନରେ ନିଆଁ ଲଗାଇବା ଏବଂ ସ୍କୁଟି ପୋଡି ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣେ ସି ଆର ପି ଏଫ ଯବାନ ଙ୍କୁ ଅଟକ ରଖିଛନ୍ତି। ଘଟଣା ଘଟିଛି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ତଳିତା ଗ୍ରାମ ଛକ ନିକଟରେ ଥିବା ସୁନିତା ସେଠି ଙ୍କ ଦୋକାନ ରେ ।!-->…
Read More...
Read More...
ସୁନ୍ଦରଗଡ଼ : ଦନ୍ତା ଆକ୍ରମଣରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର।। ସପ୍ତାହକ ମଧ୍ୟରେ ଦନ୍ତା ଆକ୍ରମଣରେ ଦୁଇ ମୃତ।
ସୁନ୍ଦରଗଡ଼/ ( ସତ୍ୟା ନ୍ୟୁଜ ବ୍ୟୁରୋ ):ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ହାତୀ ଆତଙ୍କ ବଢି ବଢି ଚାଲିଛି। ଗୋଟିଏ ଗାଁରେ ହିଁ ସପ୍ତାହ କ ମଧ୍ୟରେ ଦୁଇଟି ଜୀବନ ନେଲାଣି ଗୋଠ ଛଡ଼ା ଦନ୍ତା। ସପ୍ତାହ କ ପୂର୍ବରୁ ଜଣେ ବୃଦ୍ଧଙ୍କୁ ଦଳି ମାରିଦେଇଥିବା ବେଳେ ଆଜି ପୁଣି ଜଣେ ବୃଦ୍ଧା ଙ୍କୁ ମାରିବା!-->…
Read More...
Read More...