Browsing Category
ଓଡିଶା
ସୁନ୍ଦରଗଡ : ଜିଲ୍ଲା ପରିଷଦ ଷ୍ଟାଣ୍ଡିଙ୍ଗ କମିଟିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ।
ସୁନ୍ଦରଗଡ଼, ୧୨/୧୧: ଜିଲ୍ଲା ପରିଷଦ ଷ୍ଟାଣ୍ଡିଂ କମିଟି ନମ୍ବର-କ (ଯୋଜନା, ଅର୍ଥ, ଗରିବ ବିରୋଧୀ (Anti poverty) ଏବଂ ସମନ୍ଵୟ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି I ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ କମଳ ଲାକ୍ରା ଙ୍କ ନେତୃତ୍ଵରେ ଥିବା 7 ଜଣିଆ ଟିମ୍ କୁ ମୁଖ୍ୟ!-->…
Read More...
Read More...
ରାଉରକେଲା : ମୋବାଇଲ ଫୋନ ଲୁଟେରାଙ୍କୁ ପବ୍ଲିକଙ୍କ ଉତ୍ତମମଧ୍ୟମ।। ଜଣେ ମହିଳାଙ୍କ ମୋବାଇଲ ଲୁଟି ନେଇଥିଲେ।
ବହୁଦିନ ଧରି ଲୋକଙ୍କ ଠାରୁ ଲୁଟି ନେଉଥିଲା ମୋବାଇଲ ଫୋନ। ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ଏହି ଚୋର ବିଶେଷ କରି ମହିଳା ମାନଙ୍କୁ ଟାର୍ଗେଟ ରେ ରଖିଥାଏ। ଆଜି ଏହି ଚୋର ସହରର ନାଲା ରୋଡ଼ ନିକଟରେ ବୁଲୁଥିବା ବେଳେ ଲୁଟ ର ଶିକାର ହୋଇଥିବା ଜଣେ ମହିଳା ଏହି ଚୋରକୁ ଚିନ୍ହି ଧରି ପକାଇଥିଲେ।!-->…
Read More...
Read More...
ସୁନ୍ଦରଗଡ଼ : କୋଇଡା ଫରେଷ୍ଟ ରେଞ୍ଜରେ ହାତୀପଲ୍ଲଙ୍କ ଉପଦ୍ରବ।। ଅଙ୍ଗନବାଡି କବାଟ ଭାଙ୍ଗି ଖାଇଗଲେ ଚାଉଳ।
ସୁନ୍ଦରଗଡ ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। କେତେବେଳେ ହାତୀ ଘର ଭାଙ୍ଗିଲାଣି ତ ପୁଣି କେତେବେଳେ ଫସଲ ନଷ୍ଟ କଲାଣି। ହାତୀ ଆକ୍ରମଣରେ ଲୋକେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି। ଏବେ ହାତୀ ଘର ଭାଙ୍ଗି ଲୋକଙ୍କ ବଣ୍ଟନ ପାଇଁ ଗଛିତ ଥିବା ସରକାରୀ ଚାଉଳ ମଧ୍ୟ ଖାଇ ଯାଉଛନ୍ତି।!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ।। ନଭେମ୍ବର ୧୪ ରୁ ଭୁବନେଶ୍ୱରରେ…
ସୁନ୍ଦରଗଡ଼, ୧୦ ନଭେମ୍ବର ୨୦୨୨: ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ଲାଗି ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ପ୍ରତିଯୋଗିତା!-->…
Read More...
Read More...
ସୁନ୍ଦରଗଡ : କୃଷି ବିଜ୍ଞାନ କେନ୍ଦ୍ର ଥରେ ଚାଷୀ ମେଳା ଆୟୋଜିତ।। ବହୁ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶିତ।
ସୁନ୍ଦରଗଡ଼, ୧୦ ନଭେମ୍ବର ୨୦୨୨: ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ଲାଗି ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ପ୍ରତିଯୋଗିତା!-->…
Read More...
Read More...
ରାଉରକେଲା : ଗୁରୁ ନାନକ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ଦିବସ ପାଳିତ।। ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର…
ରାଉରକେଲା ଗୁରୁ ନାନକ ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ଦିବସ ସ୍କୁଲ ପରିସରରେ ପାଳନ କରାଯାଇଛି। ଏହା ସହ ଗୁରୁ ନାନକ ଦେବ ଜୀ ଙ୍କ ପ୍ରକାଶ ପୁରବ ଉତ୍ସବ ମଧ୍ୟ ପାଳନ କରାଯାଇଛି। ଏହି ଉପଲକ୍ଷେ ଭଜନ କୀର୍ତ୍ତନ ଆଦିର ଆୟୋଜନ କରାଯାଇଥିଲା। ଲଙ୍ଗର ର ମଧ୍ୟ ଆୟୋଜନ ହୋଇଥିଲା। ସକାଳୁ ଅପରାହ୍ନ!-->…
Read More...
Read More...
ରାଉରକେଲା : ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ମଉସା କୁ ହତ୍ୟା କଲା ପୁତୁରା।। ଅଭିଯୁକ୍ତ ଗିରଫ।
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ପୁତୁରା ଶିଳିପୁଆ ରେ ଛେଚି ନିଜ ମଉସା କୁ ହତ୍ୟା କରିଛି। ପୋଲିସ ଅଭଯୁକ୍ତ ପୁତୁରା କୁ ଅଟକ ରଖି ପଚରା ଉଚୁରା କରୁଛି। ଘଟଣା ଘଟିଛି ସୁନ୍ଦର ଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ର ହାତୀଆଡା ଗ୍ରାମରେ । ଦୀର୍ଘ ଦିନ ହେଲା ଜମିବାଡ଼ି କୁ କେନ୍ଦ୍ର କରି ଦୁଇ!-->…
Read More...
Read More...
ରାଉରକେଲା : ବସ୍ତି ବାସିନ୍ଦା ଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ।। ସର୍ବକ୍ଷେଣ କାର୍ଯ୍ୟକ୍ରମର…
ରାଉରକେଲା; ୧୧ ନଭେମ୍ବର ୨୦୨୨; ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଗୁରୁବାର ଡ୍ରୋନ୍ ସର୍ଭେକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ରାଉରକେଲା ସମେତ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର!-->…
Read More...
Read More...
ସୁନ୍ଦରଗଡ଼ : ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ମାଣ୍ଡିଆ ଦିବସ।। ପୁଷ୍ଟି ଶସ୍ୟ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା…
ସୁନ୍ଦରଗଡ଼, ୧୦ ନଭେମ୍ବର ୨୦୨୨: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର!-->…
Read More...
Read More...
ରାଉରକେଲା : ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ।। ହାତୀ ଦଳ ଫସଲ ନଷ୍ଟ କରୁଥିବା ଅଭିଯୋଗ କଲେ ଗ୍ରାମବାସୀ ।
ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ। କେଉଁଠି ହାତୀ ମଣିଷ ମାରିଲାଣି ତ ଆଉ କେଉଁଠି ଫସଲ ନଷ୍ଟ କଲାଣି । ସ୍ଥାନୀୟ ଲୋକମାନେ ଏବଂ ବନ ବିଭାଗ ହାତୀ ଘଉଡାଉ ଥିବା ବେଳେ ପୁଣି ସେମାନେ ଫେରି ଆସୁଛନ୍ତି। ଗାଁ କୁ ହାତୀ ପ୍ରବେଶ କରି ଫସଲ ନଷ୍ଟ କରୁଥିବାରୁ!-->…
Read More...
Read More...