Browsing Category
ଓଡିଶା
ରାଉରକେଲା : ବେଆଇନ ଭାବେ ସିଲିଣ୍ଡରରୁ ଗ୍ୟାସ ଟ୍ରାନ୍ସଫର ବେଳେ ବିସ୍ପୋରଣ।। ବନ୍ଧମୁଣ୍ଡା ତିଲିକା ନଗର ଅଞ୍ଚଳର ଘଟଣା।
ବେଆଇନ ଭାବେ ସିଲିଣ୍ଡର ରେ ଗ୍ୟାସ ଭର୍ତ୍ତି ବେଳେ ବିସ୍ପୋରଣ। ବିସ୍ପୋରଣରେ ସୌଭାଗ୍ୟ ବଶତଃ ବିଶେଷ କ୍ଷତି ହୋଇ ନଥିବା ବେଳେ କେତେକ ଘରର ଅଜବେଷ୍ଟସ ଫାଟି ଯାଇଛି। ଘଟଣା ଘଟିଛି ରାଉରକେଲା ନିକଟ ବନ୍ଧମୁଣ୍ଡା ତିଲିକା ନଗର ଅଞ୍ଚଳରେ। ଶୁକ୍ରବାର ସକାଳେ ଏକ ରୋଷେଇ ସିଲିଣ୍ଡରରୁ ବେଆଇନ ଭାବେ!-->…
Read More...
Read More...
ବଣେଇ : ରାଉରକେଲା ପରେ ବଣେଇରେ ବିଭିନ୍ନ ରେଷ୍ଟୁରାଣ୍ଟ , ଢ଼ାବା , ଫାଷ୍ଟଫୁଡ଼ ଷ୍ଟଲ ଉପରେ ଚଢ଼ାଉ।। ଖାଦ୍ୟ ସୁରକ୍ଷା…
ରାଉରକେଲା ପରେ ବଣେଇ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ରେଷ୍ଟୁରାଣ୍ଟ , ଢ଼ାବା , ରାସ୍ତା କଡ଼ ଦୋକାନରେ ଚଢ଼ାଉ କରାଯାଇଛି। ଅନାମଧେୟ ବ୍ରାଣ୍ଡ ର ସସ , ସ୍ୱାସ୍ଥ୍ୟ ଉପରେ ନେଗେଟିଭ ପ୍ରଭାବ ପକାଉଥିବା ରଙ୍ଗ ମିଶ୍ରିତ ଖାଦ୍ୟ ପଦାର୍ଥକୁ ନଷ୍ଟ କରି ଦିଆଯାଇଛି। ଏହି ଚଢ଼ାଉରେ!-->…
Read More...
Read More...
ରାଉରକେଲା : ବସ କର୍ମଚରୀଙ୍କ ଦାଦାଗିରି।। ପୁଅଙ୍କୁ ମାଡ଼ , ୮୪ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ଅଶୋଭନୀୟ ବ୍ୟବହାର…
ବସ ରେ ଯାତ୍ରା କରିବାକୁ ଟିକେଟ କାଟି ଅପେକ୍ଷା କରିଥିବା ଯାତ୍ରୀଙ୍କ ପ୍ରତି ବସ କର୍ମଚାରୀ ତଥା ଡ୍ରାଇଭରଙ୍କ ଦାଦାଗିରି ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଏପରିକି ବସ କର୍ମଚରୀଙ୍କ ମନମୁଖୀ କାର୍ଯ୍ୟଶୈଳୀ ର ଶିକାର ହୋଇଛନ୍ତି ସହରର ଜଣେ ଜଣାଶୁଣା ୮୪ ବର୍ଷୀୟ ବରିଷ୍ଠ ନାଗରିକ ପ୍ରଫୁଲ୍ଲ!-->…
Read More...
Read More...
ବଣେଇ : ନିଖୋଜ ଶିଶୁ ପୁତ୍ରର ମୃତ ଦେହ ନାଳ ପାଣିରୁ ଉଦ୍ଧାର।। ପୋଲିସ ତଦନ୍ତ ଜାରି।
ଦୁଇଦିନ ହେଲା ନିଖୋଜ ଥିବା ଶିଶୁପୁତ୍ରର ଶବ ନାଳରୁ ମିଳିବା ନେଇ ବଣେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ସୁନ୍ଦର ଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଳି ଗ୍ରାମର ଦେଢବର୍ଷର ଶିଶୁପୁତ୍ର ମୃତ ଦେହ ନାଳରୁ ଉଦ୍ଧାର ହୋଇଛି। ଚିକଟନାଳି ଗ୍ରାମର ଅନାନ ଓରାମଙ୍କ!-->…
Read More...
Read More...
ରାଉରକେଲା : ବେଆଇନ ନକଲି ସସ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ।। ନକଲି ସସ ନଷ୍ଟ କରାଗଲା।। କାରଖାନା ସିଲ କଲେ ଆର ଏମ୍…
ରାସ୍ତା କଡରେ ଫାଷ୍ଟ ଫୁଡ଼ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ। ହୋଇପାରେ ଆପଣ ଖାଉଥିବେ ଦୂଷିତ , ଅସ୍ୱାସ୍ଥ୍ୟକର କିମ୍ବା ବିଷାକ୍ତ ସସ ମିଶ୍ରିତ ଖାଦ୍ୟ। ଏହା ଜଣାପଡ଼ିଛି ରାଉରକେଲା ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ପରେ। ଗୁରୁବାର ଦିନ ଖାଦ୍ୟ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ବିଭାଗ!-->…
Read More...
Read More...
ରାଉରକେଲା : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସହରରେ।। ହକି ବିଶ୍ୱକପ ପ୍ରସ୍ତୁତିର ସମୀକ୍ଷା।
ହକି ବିଶ୍ୱକପ ପ୍ରସ୍ତୁତି ର ସମୀକ୍ଷା କରିବା ଲାଗି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଜି ରାଉରକେଲା ଆସିଛନ୍ତି। ଆସନ୍ତା ଜାନୁଆରୀ ମାସରେ ହେବାକୁ ଯାଉଛି ହକି ବିଶ୍ୱକପ। ଏହି ବିଶ୍ୱକପ ଭୁବନେଶ୍ୱର ସହ ରାଉରକେଲା ରେ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଏବଂ ରାଉରକେଲାରେ ନିର୍ମାଣଧୀନ ବିରସା!-->…
Read More...
Read More...
ସୁନ୍ଦରଗଡ଼ରେ ଜାତୀୟ ପ୍ରେସ ଦିବସ ପାଳିତ।। ‘ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା’ ସମ୍ପର୍କିତ ଆଲୋଚନା ।
ସୁନ୍ଦରଗଡ଼: ୧୬/୧୧ (ସତ୍ୟା ନିୟୁଜ) ସୁନ୍ଦରଗଡ଼ ସଦର ମହକୁମା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି I ଏହି ଦିବସ ଅବସରରେ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ବୈଠକ ଅୟୋଜିତ ହୋଇଯାଇଛି I ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ସାମ୍ବାଦିକ!-->…
Read More...
Read More...
ରାଉରକେଲା : ଜାତୀୟ ପ୍ରେସ ଦିବସ ଆୟୋଜିତ।। ଉଦିତନଗର ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ।
ରାଉରକେଲା: ୧୬/୧୧ (ସତ୍ୟା ନିୟୁଜ) ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜାତୀୟ ପ୍ରେସ୍ ଦିବସ ଉଦିତ ନଗର ସ୍ଥିତ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ତଥ୍ୟ ଓ ସୂଚନା ସମ୍ବଳିତ ଖବର ପରିବେଷଣ କରିବା ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ସହିତ!-->…
Read More...
Read More...
ରାଉରକେଲା : ପଲସର ଲୁଟେରାଙ୍କ ଆତଙ୍କ ଜାରି।। ଗତକାଲି ୧୫ ଲକ୍ଷ ପରେ ଆଜି ପୁଣି ଲୁଟି ନେଲେ ୫ ଲକ୍ଷ।
ରାଉରକେଲା ରେ ପୁଣି ପଲସର ବାଇକ ଲୁଟେରା ଙ୍କ ଆତଙ୍କ। ଗତକାଲି ପଲସର ବାଇକ ଲୁଟେରା ଜଣେ ବ୍ୟବସାୟୀଙ୍କ ୧୫ ଲକ୍ଷ ଟଙ୍କା ଲୁଟି ନେଇଥିବା ବେଳେ ମଙ୍ଗଳବାର ଦିନ ଜଣଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଜି ଲୁଟ ର ଶିକାର ହୋଇଛନ୍ତି ଜଣେ କାରଖାନା ମାଲିକଙ୍କ କର୍ମଚାରୀ। ଶିବନ୍ୟା!-->…
Read More...
Read More...
ରାଉରକେଲା : କାର ଦୁର୍ଘଟଣାରେ ୪ ଜଣ ଆହତ।। ଚାନ୍ଦିପୋଷ ଥାନା ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।
୧୪୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏକ କାର ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ବରଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି। କାରରେ ୪ ଜଣ ପୁରୀରୁ ରାଉରକେଲା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି!-->…
Read More...
Read More...