Browsing Category
ଓଡିଶା
ରାଉରକେଲା : ଜାନୁଆରୀ ମାସରେ ରାଉରକେଲାରେ ହେବ ସରସ ମେଳା।। ୨୫୦ ରୁ ଉର୍ଦ୍ଧ୍ବ ଷ୍ଟଲ ଲଗାଯିବ।। ଭଞ୍ଜଭବନ ଠାରେ ହେବ…
ରାଉରକେଲା:୨୪/୧୧(ସତ୍ୟା ନିୟୁଜ) ରାଉରକେଲା ସହରରେ ପ୍ରଥମ ଥର ପାଇଁ ଆଞ୍ଚଳିକ ସରସ ମେଳା ଆୟୋଜନ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ୍ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ହେବାକୁ ଥିବା ଏହି ମେଳା ୨୦୨୩ ଜାନୁଆରି ୧୫ରୁ ୨୭ ତାରିଖ!-->…
Read More...
Read More...
ରାଉରକେଲା : ସନ୍ଧ୍ୟା ସମୟରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ।। ବାସନ୍ତୀ କଲୋନୀର ଘଟଣା।
ରାଉରକେଲା : ୨୩/୧୧(ସତ୍ୟା ନିୟୁଜ)ସହରରେ ବାଇକ ଲୁଟେରାଙ୍କ ଆତଙ୍କ ଜାରି ରହିଛି। କିଛିଦିନ ପୁର୍ବରୁ ବାଇକ ଲୁଟେରାଙ୍କ ଦୁଇଟି ଲୁଟ ଘଟଣାର ପର୍ଦ୍ଦାଫାସ ହୋଇନଥିବା ବେଳେ ବୁଧବାର ସନ୍ଧ୍ୟାରେ ବାସନ୍ତୀ କଲୋନୀରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଘଟଣା ଚିନ୍ତା ବଢ଼ାଇ ଦେଇଛି।ସୂଚନା!-->…
Read More...
Read More...
କେନ୍ଦ୍ରାପଡା : ବାଣ ବିସ୍ପୋରଣ ଘଟଣାରେ ୩୩ ଜଣ କଟକ ଏସସିବି ରେ ଭର୍ତ୍ତି।। ଗୁରୁତର ୯ ଜଣଙ୍କୁ ଆଇସିୟୁ ରେ ଭର୍ତ୍ତି…
କେନ୍ଦ୍ରାପଡା : ୨୩/୧୧(ସତ୍ୟା ନିୟୁଜ)କେନ୍ଦ୍ରାପଡା ସଦର ଥାନା ଅଞ୍ଚଳର ବାଲିଆ ବଜ଼ାର ନିକଟରେ ବୁଧବାର ରାତିରେ ଘଟିଥିବା ବାଣ ବିସ୍ପୋରଣ ଘଟଣାରେ ଆହତଙ୍କ ସଂଖ୍ୟା ୪୦ ରେ ପହଞ୍ଚିଛି। ୩୩ ଜଣ କଟକ ଏସ ସି ବି ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ୬ ଜଣ କେନ୍ଦ୍ରାପଡା ଡାକ୍ତରଖାନାରେ!-->…
Read More...
Read More...
ବଣାଇ : ବଣାଇ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ସର୍ବଦଳୀୟ ସଭା।। ଦବୀ ପୂରଣ ନହେଲେ ତୀବ୍ର ଆନ୍ଦୋଳନର…
ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଉଠୁଛି ଜିଲ୍ଲା ଦାବି। ପଦମପୁର , ଟିଟିଲାଗଡ଼ ପରେ ଏବେ ବଣାଇ ବାସୀ ଦାବି କରୁଛନ୍ତି ଜିଲ୍ଲାର ମାନ୍ୟତା। ଯୁକ୍ତି ହେଲାଯେ ଏବେକାର ଜିଲ୍ଲା ହେଡ କ୍ୱାର୍ଟର ସୁନ୍ଦରଗଡ଼ ୨୦୦ କିଲୋମିଟର ଦୁରରେ। କୋୖଣସି କାମ କରିବାକୁ ହେଲେ ଅସୁବିଧାର ସମ୍ମୁଖୀନ ହେବାକୁ!-->…
Read More...
Read More...
ଗୋଆ : ଓଡ଼ିଆ ସିନେମା ‘ପ୍ରତୀକ୍ଷା’ ର ହିନ୍ଦୀ ରିମେକ କରିବେ ଅନୁପମ ଖେର।। ଅନ୍ତର୍ଜାତୀୟ ଫିଲ୍ମ…
ସିନେ ଅଭିନେତା ଅନୁପମ ଖେର ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ର ହିନ୍ଦୀ ରିମେକ୍ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ର କାହାଣୀ ପିତା-ପୁତ୍ର ସମ୍ପର୍କର ଗତିଶୀଳତାକୁ ଦର୍ଶାଉଛି।‘ପ୍ରତୀକ୍ଷା'ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀ ଖେରଙ୍କ ସିନେମାର ରିମେକ ଘୋଷଣା ର!-->…
Read More...
Read More...
ଗୋଆ : ଓଡ଼ିଆ ସିନେମା ‘ପ୍ରତୀକ୍ଷା’ ର ହିନ୍ଦୀ ରିମେକ କରିବେ ଅନୁପମ ଖେର।। ଅନ୍ତର୍ଜାତୀୟ ଫିଲ୍ମ…
ସିନେ ଅଭିନେତା ଅନୁପମ ଖେର ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ର ହିନ୍ଦୀ ରିମେକ୍ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ର କାହାଣୀ ପିତା-ପୁତ୍ର ସମ୍ପର୍କର ଗତିଶୀଳତାକୁ ଦର୍ଶାଉଛି।‘ପ୍ରତୀକ୍ଷା'ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀ ଖେରଙ୍କ ସିନେମାର ରିମେକ ଘୋଷଣା ର!-->…
Read More...
Read More...
ରାଉରକେଲା : ଆର ଏମ୍ ସି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ରେଷ୍ଟୁରାଣ୍ଟ ଏବଂ ଫୁଡ଼ ଷ୍ଟଲ ରେ ଚଢ଼ାଉ।। ଖାଦ୍ୟର…
ରାଉରକେଲା ମହାନଗର ନିଗମ ପକ୍ଷରୁ ଏବେ ସହରର ବିଭିନ୍ନ ଅଞ୍ଚଳରେ ଥିବା ଫୁଡ଼ ଷ୍ଟଲ ଏବଂ ରେଷ୍ଟୁରାଣ୍ଟରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ଏହା ସହ ପଲିଥିନର କେରି ବ୍ୟାଗ ବ୍ୟବହାର କରୁଥିବା ବ୍ୟବସୟୀଙ୍କ ଉପର କାର୍ଯ୍ୟାନୁଷ୍ଠାନ କରାଯିବା ସହ ସଚେତନ ମଧ୍ୟ କରାଯାଉଛି।ମହାନଗର ନିଗମର ଖାଦ୍ୟ!-->…
Read More...
Read More...
ରାଉରକେଲା : ରାଜୀବଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଅଟକ।। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା।
ରାଉରକେଲାରେ ଯୁବକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ପ୍ଲାଣ୍ଟସାଇଟ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ର ଜବତ କରାଯାଇଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟଯେ ମଙ୍ଗଳବାର ରାତିରେ ରାଜୀବ!-->!-->!-->…
Read More...
Read More...
ସୁନ୍ଦରଗଡ : ସମନ୍ବିତ ଡ୍ରାଫ୍ଟ
ଇଲେକ୍ଟୋରାଲ ରୋଲ ସମ୍ପର୍କରେ ରାଜନୈତିକ ଦଳ ବୈଠକ ଅନୁଷ୍ଠିତ।
ସୁନ୍ଦରଗଡ଼୨୨/୧୧(ସତ୍ୟା ନିୟୁଜ) ସମନ୍ଵିତ ଡ୍ରାଫ୍ଟ ଇଲେକ୍ଟୋରାଲ ରୋଲ ସମ୍ପର୍କରେ ଆଜି ରାଜନୈତିକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଭୋଟର ଙ୍କ ନାମ ପଞ୍ଜୀକରଣ ତଥା ଭୋଟର ତାଲିକାରେ କୌଣସି!-->…
Read More...
Read More...
ରାଉରକେଲା : ଛେଣ୍ଡ କଲୋନୀ ରେ ସେକ୍ସ ରାକେଟ ଠାବ।। ୫ ଯୁବତୀ ଉଦ୍ଧାର।। ଜଣେ ଅଟକ।
ରାଉରକେଲା: ୨୨/୧୧(ସତ୍ୟା ନିୟୁଜ)ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କଲେ ଛେଣ୍ଡ କଲୋନୀରେ। ସାଙ୍ଗରେ ଥିଲେ ମହିଳା ପୋଲିସ। ଖବର ଥିଲା ଛେଣ୍ଡ କଲୋନୀର ଇ ସିଆ ର ବ୍ଲକର ଏକ ଘରେ ସେକ୍ସ ରାକେଟ ଚାଲିଛି। ଚଢ଼ାଉ ରେ ପୋଲିସ ଏକ ଘରୁ ୫ ଜଣ ମହିଳାଙ୍କୁ!-->…
Read More...
Read More...