Browsing Category
ଓଡିଶା
ସୁନ୍ଦରଗଡ : ବଣାଇ ଫରେଷ୍ଟ ରେଞ୍ଜରେ ଦୁଇଟି ଦନ୍ତା ହାତୀ ଉପଦ୍ରବ ଜାରି।। ସ୍ଥାୟୀ ପ୍ରତିକାର ଲାଗି ଗ୍ରାମବାସୀଙ୍କ…
ବଣାଇ : ୨୯/୧୧(ସତ୍ୟା ନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜରେ ଚାରି ଦିନ ହେଲା ଦୁଇଟି ଗୋଠ ଛଡା ଦନ୍ତା ହାତୀ ଉପଦ୍ରବ ଜାରି ରଖିଛନ୍ତି। ଏହି ରେଞ୍ଜର ତଳିତା ସେକ୍ସନ ଏବଂ ଧରଣୀ ଧର ପାଲି ସେକ୍ସନ ରେ ଦନ୍ତା ଦୁଇଟି ବହୁ ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ଦିନରେ!-->…
Read More...
Read More...
କେନ୍ଦୁଝର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗୁଳି ମାଡ଼।। ଗୁଳିମାଡରେ ଦମ୍ପତି ମୃତ।। ପୋଲିସ ତଦନ୍ତ ଜାରି।
କେଉଁଝର : ୨୯/୧୧(ସତ୍ୟା ନ୍ୟୁଜ) ସାମାନ୍ୟ ବଚସା କୁ କେନ୍ଦ୍ର କରି ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଘଟଣା କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗାଁରେ ଘଟିଛି। ମୃତକ ହେଲେ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ। ତାଙ୍କର ପୁଅ ଅଳ୍ପକେ ଏହି!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲାପାଳଙ୍କ ଟାଙ୍ଗରପାଲି ବ୍ଲକ ଗସ୍ତ।। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା।
ସୁନ୍ଦରଗଡ଼ : ୨୮/୧୧(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଟାଙ୍ଗରପାଲି ବ୍ଲକ୍ ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ‘୫ଟି’ ଅଧୀନରେ ରୂପାନ୍ତରିତ ହୋଇଥିବା ସରକାରୀ ହାଇସ୍କୁଲ, ବାଲା ମଡେଲ ଢାଞ୍ଚାରେ ନିର୍ମାଣ!-->…
Read More...
Read More...
ସୁନ୍ଦରଗଡ : ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗରପାଲି ବ୍ଲକରେ ଯୁଗ୍ମ ଜନଶୁଣାଣି।। ୨୫ ଅଭିଯୋଗରୁ ୫ର ତୁରନ୍ତ ସମାଧାନ।
ସୁନ୍ଦରଗଡ଼ : ୨୮/୧୧(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଏସପି ସାଗରିକା ନାଥ ଉପସ୍ଥିତ ରହି ସାଧାରଣ ଲୋକଙ୍କ ପକ୍ଷରୁ!-->…
Read More...
Read More...
ରାଉରକେଲା : ୧୫ ଡିସେମ୍ବରରୁ ରାଉରକେଲା ଏୟାରପୋର୍ଟ ବିମାନ ଉଡାଣ ଲାଗି କାର୍ଯ୍ୟକ୍ଷମ ହେବ – କହିଲେ ଜୁଏଲ ଓରାମ।
'ଡିସେମ୍ବର ୧୨ ତାରିଖରୁ ରାଉରକେଲା ଏଆରପୋର୍ଟରେ ବିମାନ ଉଡାଣ ର ଟ୍ରାୟାଲରନ ହେବ। ଏବଂ ୧୫ ତାରିଖରୁ ବିମାନ ସେବା ଚାଲୁ ହେବ।' ଏହା କହିଛନ୍ତି ସୁନ୍ଦରଗଡ଼ ସାଂସଦ। ଆଜି ଜୁଏଲ ଉଭୟ ଏୟାରପୋର୍ଟ ଏବଂ ହକି ଷ୍ଟାଡିଅମ କାମର ଅନୁଧ୍ୟାନ କରିବାପରେ ଏହା କହିଛନ୍ତି।ଆସନ୍ତା ଜାନୁଆରୀ ମାସରେ ହକି!-->…
Read More...
Read More...
ରାଉରକେଲା : ଜୟ ତାରିଣୀ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ଆସୁ ଟିମ ଚମ୍ପିୟାନ ଏବଂ ମାରୁତି ଟିମ ରନର୍ସଅପ।
ରାଉରକେଲା : ୨୮/୧୧(ସତ୍ୟା ନ୍ୟୁଜ) ରାଉରକେଲା ରେ ଜୟ ତାରିଣୀ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ସମୁଦାୟ ୧୬ ଟି ଟିମ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।!-->…
Read More...
Read More...
ରାଉରକେଲା : କଂଗ୍ରସ ନେତା ତଥା ସମାଜ ସେବୀ ପ୍ରଶାନ୍ତ ସେଠୀଙ୍କ ‘ଆସ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ…
ରାଉରକେଲା : ୨୭/୧୧(ସତ୍ୟା ନ୍ୟୁଜ) କଂଗ୍ରେସ ନେତା ତଥା ସମାଜସେବୀ ପ୍ରଶାନ୍ତ ସେଠୀ ତାଙ୍କର ପ୍ରତ୍ୟେକ ରବିବାର ବିଭିନ୍ନ ବସ୍ତି କୁ ଯିବା ଅଭିଯାନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଶାନ୍ତ ନୟାବଜାର ସ୍ଥିତ ନନ୍ଦପଡା ବସ୍ତିରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ। ବସ୍ତି ସମସ୍ୟା!-->…
Read More...
Read More...
ରାଉରକେଲା : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ୱେଷା ର ୮୩ ତମ ମାସିକ ଜନ୍ମ ଉତ୍ସବ ପାଳିତ।
ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ବେଷା ର ୮୩ ତମ ମାସିକ ଜନ୍ମ ଉତ୍ସବ ଆଶାଦୀପ ସ୍କୁଲ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନ ର ପ୍ରତିଷ୍ଠାତା ମାଷ୍ଟର ରାଜ୍ ସ୍ୱାଗତ ଅଭିଭାଷଣ ରଖିଥିଲେ। ସାଧାରଣ ସମ୍ପାଦିକା ରଶ୍ମିତା ପଣ୍ଡା ମାସିକ ଜନ୍ମଦିନ ଉପରେ ଆଲୋଚନାରେ ଭାଗ!-->…
Read More...
Read More...
ରାଉରକେଲା : ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳ ବୁଲି ଦେଖିଲେ ଭଞ୍ଜ ଭବନ ରେ ହେବାକୁ ଥିବା ‘ସରସ ମେଳା’…
ରାଉରକେଲା: ୨୭/୧୧(ସତ୍ୟା ନ୍ୟୁଜ)ରାଉରକେଲାର ଭଞ୍ଜ ଭବନ ପଡ଼ିଆଠାରେ ଜାନୁଆରି ୧୫ରୁ ୨୭ ତାରିଖ ଯାଏଁ ଆଞ୍ଚଳିକ ସରସ ମେଳା ଆୟୋଜନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ!-->…
Read More...
Read More...
ରାଉରକେଲା : ସହରରେ ଅନଲାଇନ ଠକ ଦଳ ସକ୍ରିୟ।। ବିଭିନ୍ନ ସ୍ଥାନରେ କାନ୍ଥରେ ଲାଗିଛି ଋଣ ଦେବା ପୋଷ୍ଟର।
ରାଉରକେଲା:୨୭/୧୧(ସତ୍ୟା ନ୍ୟୁଜ) ରାଉରକେଲାକୁ ଏବେ ଅନଲାଇନ ଠକ ଦଳ ଟାର୍ଗେଟ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ବିଭିନ୍ନ ଆପ ଜରିଆରରେ ଋଣ ମାଧ୍ୟମରେ ଠକିବାର ପ୍ଲାନ ପ୍ରସ୍ତୁତ ହେଉଛି। ଦୁଇ ମାସ ପୂର୍ବରୁ ରାଉରକେଲାରେ ନକଲି ନୋଟ ଛାପୁଥିବା ଅନ୍ତଃରାଜ୍ୟ ଠକ, ଅନଲାଇନ ଠକ ଗ୍ୟାଙ୍ଗକୁ!-->…
Read More...
Read More...