Browsing Category

ଓଡିଶା

ରାଉରକେଲା : ବିଶ୍ୱ ଏଡ଼ସ୍ ଦିବସ ପରିପ୍ରେକ୍ଷୀରେ ସଚେତନତା ଶୋଭଯାତ୍ରା ଆୟୋଜିତ।। ବିଭିନ୍ନ ନର୍ସିଂ କଲେଜ , ଏନଜିଓ ର…

ବିଶ୍ୱ ଏଡସ୍ ଦିବସ ଅବସରରେ ରାଉରକେଲା ସରକାରୀ ହସ୍ପିଟାଲରୁ ଏକ ସଚେତନତା ଶୋଭଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ସଚେତନତା ରାଲି ରେ ସୁନ୍ଦରଗଡ ନର୍ସିଂ କଲେଜ ସମେତ ବିଭିନ୍ନ ଏନ ଜି ଓର କର୍ମକର୍ତ୍ତା, ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ନର୍ସିଂ, ଜଗଦା ନର୍ସିଂ କଲେଜ , ଶ୍ରୀ ରାମ
Read More...

ରାଉରକେଲା : ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଶୁକ୍ରବାର ଦିନ ବଣାଇ ବନ୍ଦ।। ୬ ଘଣ୍ଟିଆ ବନ୍ଦ ଡାକରା ଦେଲେ ବଣାଇ…

ରାଉରକେଲା : ୧/୧୨(ସତ୍ୟା ନିୟୁଜ) ଶୁକ୍ରବାର ଦିନ ଦିଆଯାଇଛି ବଣାଇ ବନ୍ଦ ଡାକରା। ବଣାଇ ଉପଖଣ୍ଡକୁ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ବଣାଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ୬ ଘଣ୍ଟିଆ ବନ୍ଦ
Read More...

ରାଉରକେଲା : ଚଢ଼ାଉ ବେଳେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ।। ପାରଦର୍ଶିତା ବଜାୟ…

ରାଉରକେଲା : ୨/୧୨(ସତ୍ୟା ନ୍ୟୁଜ) ଗତ ଦୁଇ ସପ୍ତାହ ହେଲା ସହରରେ ବିଭିନ୍ନ ହୋଟେଲ , ଫୁଡ଼ ଷ୍ଟଲ ମନଙ୍କରେ ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଚଢ଼ାଉ କରୁଛନ୍ତି। ଖାଦ୍ୟର ଗୁଣାତ୍ମକ ମାନ ଯାଞ୍ଚ କରିବାକୁ ଏହି ପଦକ୍ଷେପକୁ ସହର ବାସୀ ସ୍ୱାଗତ ମଧ୍ୟ କରୁଛନ୍ତି। ଖାଦ୍ୟ ସୁରକ୍ଷା ବିଭାଗ ର ଏହି
Read More...

ରାଉରକେଲା : ଚାରି ବର୍ଷ ପରେ ପହଞ୍ଚିଲା ୫୦୦ ଟଙ୍କା ମନି ଅର୍ଡର।। ଚର୍ଚ୍ଚାରେ ଡାକ ବିଭାଗର କଚ୍ଛପ ଗତି।

ରାଉରକେଲା : ୧/୧୨(ସତ୍ୟା ନ୍ୟୁଜ) ଡ଼ାକ ବିଭାଗର କଚ୍ଛପ ଗତି ତଥା ଦାୟିତ୍ୱ ହୀନତା ପଦାରେ ପଡିଛି ରାଉରକେଲାର ଏକ ଘଟଣାରୁ। ସାବିତ୍ରୀ ବ୍ରତ ପାଇଁ ମାତ୍ର ଶହେ କିଲୋମିଟର ଦୂରରେ ରହୁଥିବା ଭଉଣୀ ପାଖକୁ ମନିଅର୍ଡର କରିଥିଲେ ଭାଇ। ତେବେ ଉକ୍ତ ମନିଅର୍ଡର ପହଞ୍ଚିବାକୁ ପ୍ରାୟ ସାଢ଼େ ବର୍ଷ
Read More...

ଭୁବନେଶ୍ୱର : ମେକ ଇନ ଓଡିଶା ୨୦୨୨ କାର୍ଯ୍ୟକ୍ରମ ଆରମ୍ଭ।। ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମେକ ଇନ ଓଡିଶା କନକ୍ଲେଭ ୨୦୨୨ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭୁବନେଶ୍ବର ଜନତା ମୈଦାନ ରେ ଶିଳ୍ପପତି ମାନଙ୍କର ହେଉଥିବା ଏହି ୫ ଦିନିଆ ମହା ସମାବେଶ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ନିବେଶକ ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ଲାଗି
Read More...

ରାଉରକେଲା : ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ଲଗାଇବା ସମୟ ସୀମା ବୃଦ୍ଧି ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ।।ଡିସେମ୍ବର ୩୧…

୧ ଏପ୍ରିଲ ୨୦୧୯ ପୂର୍ବରୁ ପଞ୍ଜିକରଣ ହୋଇଥିବା ପୁରୁଣା ଗାଡିଗୁଡ଼ିକରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (HSRP) ଲଗାଇବାର ସମୟ ସୀମା ବୃଦ୍ଧି କରିବାକୁ ଓଡ଼ିଶା ହାଇକୋର୍ଟ ବୁଧବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ରେଜିଷ୍ଟ୍ରେସନ ମାର୍କରେ ଶେଷ ହୋଇଥିବା ନମ୍ବର
Read More...

ରାଉରକେଲା: ଦ୍ରୁତ ଗତିରେ ଚାଲିଛି ହକି ଛକର ନବୀକରଣ ସହ ସୌନ୍ଦର୍ଯ୍ୟକରଣ କାମ।। ହକି ବିଶ୍ୱକପ ଲାଗି ପ୍ରସ୍ତୁତି…

ରାଉରକେଲା : ୩୦/୧୧(ସତ୍ୟା ନ୍ୟୁଜ)ହକି ବିଶ୍ୱକପ ଲାଗି କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସହ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏହି ମ୍ୟାଚ ହେଉଥିବା ବେଳେ ରାଉରକେଲାରେ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ରେ ହେବ। ରାଉରକେଲାରେ
Read More...

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥରେ ବିନା ସୂଚନାରେ ଟୋଲ ଟିକସ ଆଦାୟ କୁ ବିରୋଧ।। ବିରୋଧ କଲେ ଟ୍ରକ ଏବଂ ଟିପର…

ରାଉରକେଲା : ୨୯/୧୧(ସତ୍ୟା ନ୍ୟୁଜ) ରାଉରକେଲା- ରାଜାମୁଣ୍ଡା ୧୪୩ନମ୍ବର ଜାତୀୟ ରାଜପଥରେ ଦାରଜିଙ୍ଗ ନିକଟରେ ଥିବା ଟୋଲ ଗେଟରେ ଟୋଲ ଟିକସ ନେବା ଆରମ୍ଭ ହୋଇଯାଇଛି। ମାତ୍ର ଏହି ଟିକସ ଆଦାୟ କୁ ବିରୋଧ କରିଛି ରାଉରକେଲା ଖଣି ଅଞ୍ଚଳ ଟ୍ରକ ଏବଂ ଟିପର ମାଲିକ ସଙ୍ଘ। ବିରୋଧ ସ୍ୱରୂପ ମଙ୍ଗଳବାର
Read More...

ରାଉରକେଲା : ୫୨୦ ନମ୍ବର ଜାତୀୟ ରାଜପଥରେ ବିନା ସୂଚନାରେ ଟୋଲ ଟିକସ ଆଦାୟ କୁ ବିରୋଧ।। ବିରୋଧ କଲେ ଟ୍ରକ ଏବଂ ଟିପର…

ରାଉରକେଲା : ୨୯/୧୧(ସତ୍ୟା ନ୍ୟୁଜ) ରାଉରକେଲା- ରାଜାମୁଣ୍ଡା ୫୨୦ ନମ୍ବର ଜାତୀୟ ରାଜପଥରେ ଦାରଜିଙ୍ଗ ନିକଟରେ ଥିବା ଟୋଲ ଗେଟରେ ଟୋଲ ଟିକସ ନେବା ଆରମ୍ଭ ହୋଇଯାଇଛି। ମାତ୍ର ଏହି ଟିକସ ଆଦାୟ କୁ ବିରୋଧ କରିଛି ରାଉରକେଲା ଖଣି ଅଞ୍ଚଳ ଟ୍ରକ ଏବଂ ଟିପର ମାଲିକ ସଙ୍ଘ। ବିରୋଧ ସ୍ୱରୂପ ମଙ୍ଗଳବାର
Read More...

ରାଉରକେଲା : ଅଙ୍ଗନବାଡି କର୍ମଚାରୀଙ୍କ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।। ସରକାରୀ କର୍ମଚାରୀ କରିବା ସହ…

ବିଭିନ୍ନ ଦାବି ନେଇ ଅଙ୍ଗନବାଡି ଲେଡିଜ କର୍ମଚାରୀ ସଂଘ ପକ୍ଷରୁ ରାଉରକେଲା ସହରାଞ୍ଚଳ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଅଙ୍ଗନବାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀ କରବା ଦାବି କରାଯାଇଛି। ଯେଉଁ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ହୋଇନାହାନ୍ତି ସେପର୍ଯ୍ୟନ୍ତ ୧୮ ହଜାର
Read More...