ଭୁବନେଶ୍ୱର : ମେକ ଇନ ଓଡିଶା ୨୦୨୨ କାର୍ଯ୍ୟକ୍ରମ ଆରମ୍ଭ।। ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

0 221

ମେକ ଇନ ଓଡିଶା କନକ୍ଲେଭ ୨୦୨୨ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭୁବନେଶ୍ବର ଜନତା ମୈଦାନ ରେ ଶିଳ୍ପପତି ମାନଙ୍କର ହେଉଥିବା ଏହି ୫ ଦିନିଆ ମହା ସମାବେଶ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ନିବେଶକ ମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆକୃଷ୍ଟ କରିବା ଲାଗି ହେଉଥିବା ଏହି କନକ୍ଲେଭ ରେ ୬ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଅସିବା ନେଇ ଆଶା ରଖା ଯାଇଛି। ଏହି କନକ୍ଲେଭ ରେ ଦକ୍ଷତା ବିକାଶ , ମହିଳା ଉଦ୍ୟୋଗ , ସବୁଜ ଶକ୍ତି , ଇସ୍ପାତ ଏବଂ ଖଣି , ଷ୍ଟାର୍ଟ ଅପ , ସ୍ୱାସ୍ଥ୍ୟ ସେବା ଏବଂ ଫାର୍ମା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.