Browsing Category

ଓଡିଶା

ରାଉରକେଲା : ହକି ବିଶ୍ୱକପ ପାଇଁ ଜିଲ୍ଲାରେ ଆରମ୍ଭ ହିଲା କ୍ରୀଡା ଉତ୍ସବ।। ଦିଲ୍ଲୀପ ତିର୍କୀଙ୍କ ଜନ୍ମମାଟି ସଉନାମୁରା…

ସୁନ୍ଦରଗଡ଼/୬/୧୨(ସତ୍ୟା ନ୍ୟୁଜ) : ୨୦୨୩ ଜାନୁଆରି ୧୩ରୁ ୨୯ ରାଉରକେଲା ଓ ଭୁବନେଶ୍ବର ଠାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍‌। ଏଥିପାଇଁ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ର ଗାଁ ଠାରୁ ସହର ଯାଏ ଲାଗି ରହିଛି ଉତ୍କଣ୍ଠା। ହକି ବିଶ୍ବକପକୁ ଅଧିକ ସ୍ମରଣୀୟ ଓ ଉତ୍ସବ ମୁଖର କରିବା ପାଇଁ ଜିଲ୍ଲା
Read More...

ରାଉରକେଲା : ନିଯୁକ୍ତି ଦାବିରେ ବିସ୍ଥାପିତଙ୍କ ଆନ୍ଦୋଳନ , ଅନଶନ ଦୂତୀୟ ଦିନରେ।। ରାତି ସାରା ଶୀତ କାକରରେ ବସିଲେ…

ଶୀତ , କାକର ରେ ରାତି ସାରା ଅନଶନରେ ବସିଲେ ସ୍ଥାନୀୟ ୩୨ ମୌଜା ବିସ୍ଥାପିତ ସଂଘର କର୍ମକର୍ତ୍ତା ମାନେ। ସାଙ୍ଗରେ ଧାରଣାରେ ମଧ୍ୟ ବସିଲେ ଶତାଧିକ ବିସ୍ଥାପିତ ପରିବାରର ସଦସ୍ୟ। ସୋମବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିଆ ଯାଇଥିବା ଧାରଣା , ଅନଶନ ଏପର୍ଯ୍ୟନ୍ତ ଜାରି
Read More...

ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି।। ୧୨୮ ଅଭିଯୋଗରୁ ୪୦ ଅଭିଯୋଗର ତୁରନ୍ତ ସମାଧାନ।

ସୁନ୍ଦରଗଡ଼ : ୫/୧୨(ସତ୍ୟା ନ୍ୟୁଜ): ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରି ଏହାର ଆଶୁ ସମାଧାନ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କରାଯାଉଛି। ସୋମବାର ଦିନ ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ
Read More...

ରାଉରକେଲା : ଆର ଏସ ପି ରେ ନିଯୁକ୍ତି ଦାବିରେ ସ୍ଥାନୀୟ ବିସ୍ଥାପିତ ସଂଘର ଏଡିଏମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।।

ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଙ୍ଘ ୩୨ ମୌଜା ପକ୍ଷରୁ ସୋମବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବି ପୂରଣ ଲାଗି ଧାରଣା ସହ ଅନଶନ ମଧ୍ୟ ବିସ୍ଥାପିତ ସଙ୍ଘ ପକ୍ଷରୁ ଆରମ୍ଭ ହୋଇଛି। ୧୧ ଶହ ବିସ୍ଥାପିତଙ୍କୁ ନିଯୁକ୍ତି ଏବଂ ୧ ହଜାର ୧୫ ଜଣଙ୍କ
Read More...

ରାଉରକେଲା : ଦକ୍ଷିଣ ରାଉରକେଲା ଅଞ୍ଚଳ ଅବହେଳିତ ଅଭିଯୋଗ।। ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟକରଣ ଯୋଜନାରେ ସାମିଲ କରିବାକୁ…

ରାଉରକେଲା: ୫/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ବକପ୍ କୁ ନେଇ ରାଉରକେଲା ସହର ଏବେ ନବବଧୂ ପରି ସଜେଇ ହେଉଛି। ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ ସହ ସହରର ସୌନ୍ଦର୍ଯ୍ୟକରଣ ସହ ଆନୁସାଙ୍ଗିକ ରାସ୍ତାଘାଟ,ଫୁଟପାଥ, ରାସ୍ତା ର ଉଭୟ ପାର୍ଶ୍ଵ ଆଲୋକିକରଣ ,କାନ୍ଥବାଡ ରେ
Read More...

ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ରାଉରକେଲା ଷ୍ଟେସନର ନବୀକରଣ କାମ ସାରିବାକୁ ଡି ଆର ଏମ୍ ଙ୍କ ନିର୍ଦ୍ଦେଶ।…

ରାଉରକେଲା : ୫/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଆଉ ମାତ୍ର ୪୦ ଦିନରୁ କମ ରହିଥିବା ବେଳେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର ଧରିଛି। ସୌନ୍ଦର୍ଯ୍ୟକରଣ ଏବଂ ବିକାଶମୂଳକ କାମ ଜୋରସୋରରେ ଚାଲିଛି। ଯାତାୟତ ଲାଗି ବିମାନ ସେବା , ବସ ସେବା କାମର ର ପ୍ରକ୍ରିୟା ଜାରି
Read More...

ରାଉରକେଲା : ହକି ବିଶ୍ୱକପ ଲାଗି ପ୍ରସ୍ତୁତି ଜୋରଦାର।। ବିଶାଳକାୟ ହକି ଖେଳାଳିଙ୍କ ପ୍ରତୀକାତ୍ମକ ଇମେଜ ସ୍ଥାପିତ।

ରାଉରକେଲା : ୪/୧୨(ସତ୍ୟା ନ୍ୟୁଜ) ରାଉରକେଲା ରେ ଏବେ ହକି ମାନିଆ। ଜାନୁଆରୀ ୧୩ ତାରିଖରୁ ବିରସା ମୁଣ୍ଡା ହକି ଷ୍ଟାଡିମରେ ଖେଳାଯିବ ହକି ବିଶ୍ୱକପ ମ୍ୟାଚ। ହକି ବିଶ୍ୱକପ କୁ ସ୍ୱାଗତ କରିବାକୁ ରାଉରକେଲା ବାସୀ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ନିଜକୁ ସାମିଲ କରିଛନ୍ତି। ଅନ୍ୟ ପକ୍ଷରେ ହକି
Read More...

ରାଉରକେଲା : ହକି ବିଶ୍ୱକପକୁ ସ୍ୱାଗତ କରିବା ଲାଗି ପଥୋତ୍ସଵ ରାହାଗିର ‘ପ୍ରେରଣା’ କାର୍ଯ୍ୟକ୍ରମ।।…

ରାଉରକେଲା : ୪/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱର ସହ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ୱ କପ ୨୦୨୩।ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ରେ ଏହି ହକି ବିଶ୍ୱକପ ହେବାକୁ ଥିବା ବେଳେ ରାଉରକେଲା ରେ ନିର୍ମାଣଧୀନ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ
Read More...

ରାଉରକେଲା : ‘ଦମନ’ ପରେ ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ପ୍ରତୀକ୍ଷା’। ଫିଲ୍ମ ଦେଖିବାକୁ…

ରାଉରକେଲା : 'ଦମନ' ପରେ ମୁକ୍ତିଲାଭ କଲା ଓଡ଼ିଆ ସିନେମା 'ପ୍ରତୀକ୍ଷା'। ଫିଲ୍ମ ଦେଖିବାକୁ ସିନେ କାର୍ଣ୍ଣିଭାଲ ମଲ୍ଟିପ୍ଲେକ୍ସ ରେ ଦର୍ଶକଙ୍କ ଭିଡ଼।ଏବେ ଓଡ଼ିଆ ସିନେମାର ନିର୍ମାତା ଏବଂ ନିର୍ଦ୍ଦେଶକ ମାନେ ଚଳଚ୍ଚିତ୍ରର ପୂର୍ବ ଗୌରବ ଫେରାଇ ଆଣିବା ଲାଗି ପ୍ରୟାସ ଜାରି ରଖିଛନ୍ତି। 'ଦମନ'
Read More...

ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା କର୍ମଶାଳା।। ମହିଳା ଥାନା,ମହିଳା ଓ ଶିଶୁ ଡେସ୍କର…

ସୁନ୍ଦରଗଡ଼ : ୩/୧୨(ସତ୍ୟା ନ୍ୟୁଜ): ସୁନ୍ଦରଗଡ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଆକ୍ସନ ଏଡ୍ ର ମିଳିତ ଉଦ୍ୟମରେ 'ମହିଳା ଥାନା, ମହିଳା ଓ ଶିଶୁ ଡେସ୍କର କାର୍ଯ୍ୟକାରିତା ଓ ଦକ୍ଷତା' ପ୍ରସଙ୍ଗରେ ସଚେତନତା ଆଜି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଜାତୀୟ ମହିଳା କମିଶନ ଙ୍କ
Read More...