Browsing Category

ଓଡିଶା

ରାଉରକେଲା : ହକି ବିଶ୍ୱକପ ୨୦୨୩ ଉଦଘାଟନୀ ମ୍ୟାଚ ରାଉରକେଲାରେ ଖେଳାଯିବ।। ଜାନୁଆରୀ ୧୩ ତାରିଖରେ ଖେଳା ଯିବ।

ଜାନୁଆରୀ ୧୩ ତାରିଖରେ ରାଉରକେଲାରେ ହକି ବିଶ୍ୱକପ ୨୦୨୩ ର ଉଦଘାଟନୀ ମ୍ୟାଚ୍ ଖେଳାଯିବ | ଏ ବାବଦରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସୂଚନା ଦେଇଛନ୍ତି, “ହକି ବିଶ୍ୱକପ୍‌ର ଉଦଘାଟନୀ ମ୍ୟାଚ୍ ଜାନୁଆରୀ 13 ରେ ରାଉରକେଲା ଠାରେ ଖେଳାଯିବ" ମହାପାତ୍ର କହିଛନ୍ତି ଯେ ହକି
Read More...

ରାଉରକେଲା : ଦୂତୀୟ ଅଜିତ ରାୟ ମେମୋରିଆଲ ବାସ୍କେଟ ବଲ ଚମ୍ପିୟନଶିପ ଉଦଘାଟିତ।। ଇସ୍ପାତ ସ୍ପୋର୍ଟିଂ କ୍ଲବ ପକ୍ଷରୁ…

ରାଉରକେଲା : ୧୬/୧୨(ସତ୍ୟା ନ୍ୟୁଜ)ଇସ୍ପାତ ସ୍ପୋର୍ଟିଂ କ୍ଲବ ପକ୍ଷରୁ ଦୂତୀୟ ଅଜିତ ରାୟ ମେମୋରିଆଲ ବାସ୍କେଟ ବଲ ଚମ୍ପିୟନଶିପ ଉଦଘାଟିତ ହୋଇଯାଇଛି। ରାଉରକେଲା ୬ ନମ୍ବର ସେକ୍ଟର ସ୍ଥିତ ଇସ୍ପାତ ବାସ୍କେଟ ବଲ କମ୍ପ୍ଲେକ୍ସ ରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତା ୪ ଦିନ
Read More...

ରାଉରକେଲା : ଶୌଚାଳୟ , ରାସ୍ତା , ବିଜୁଳି ଆଦି ସୁବିଧା ଲାଗି ବସ୍ତି ବାସିନ୍ଦା ଆର ଏମ୍ ସି ଅଧିକାରୀଙ୍କୁ ଭେଟିଲେ।। ୨୮…

ରାଉରକେଲା : ୧୬/୧୨(ସତ୍ୟା ନ୍ୟୁଜ) ଦେଶରେ ବିଭିନ୍ନ ସହର , ଗ୍ରାମକୁ ବାହ୍ୟ ମଳ ମୁକ୍ତ ଅଞ୍ଚଳ ରେ ପରିଣତ କରିବାକୁ ଉଦ୍ୟମ ଚାଲିଛି। ଏପରି ସ୍ଥଳେ ରାଉରକେଲା କୋଏଲ ନଗର ସ୍ଥିତ ୨୮ ନମ୍ବର ୱାର୍ଡ ର ଜେନା ବସ୍ତିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ବ୍ୟକ୍ତିଗତ କିମ୍ବା ଗୋଷ୍ଠି
Read More...

ରାଉରକେଲା : ୬ ଟି ପଦ ପାଇଁ ୧୪ ଜଣଙ୍କ ପ୍ରାର୍ଥୀ ପତ୍ର ଦାଖଲ।। ଖଣି ଅଞ୍ଚଳ ଟ୍ରକ , ଟିପ୍ପର ମାଲିକ ସଙ୍ଘ ନିର୍ବାଚନ ୨୧…

ରାଉରକେଲା: ୧୬/୧୨(ସତ୍ୟା ନ୍ୟୁଜ) ଆସନ୍ତା ୨୧ରେ ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ଓନର୍ସ ଆସୋସିଏସନ୍‌ (ଆର୍‌ଏମ୍‌ଏଟିଟିଓଏ) ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସଭାପତି, ସାଧାରଣ ସମ୍ପାଦକ, କାର୍ଯ୍ୟକାରୀ ସଭାପତି, ଉପସଭାପତି, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ
Read More...

ରାଉରକେଲା : ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବଣିକ ସଂଘର କର୍ମକର୍ତ୍ତା।। ସ୍ବତନ୍ତ ରେଳ ଡିଭିଜନ ଏବଂ…

ରାଉରକେଲା:୧୬/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷା, କାରଖାନାର ଅଭିବୃଦ୍ଧି ସହ ରେଳବାଇ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ରାଉରକେଲା ବଣିକ ସଂଘର ପ୍ରତିନିଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର
Read More...

ସୁନ୍ଦରଗଡ : ଜିଲ୍ଲାରେ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ।। ଚାଷୀ ମାନଙ୍କ ସୁବିଧା ଲାଗି ୧୩୪ଟି ମଣ୍ଡି।

ସୁନ୍ଦରଗଡ଼ : ୧୫/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨-୨୩ ବର୍ଷ ପାଇଁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ଦିନ ସବଡେଗା ବ୍ଲକର କରମଡିହି ଲ୍ୟାମ୍ପ୍ସଠାରେ ଧାନ ମଣ୍ଡିକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ ଉଦଘାଟନ କରିଛନ୍ତି। ପର୍ଯ୍ୟାୟକ୍ରମେ ଜିଲ୍ଲାର
Read More...

ସୁନ୍ଦରଗଡ଼ : ମିଶନ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଚିନା ବାଦାମ ଚାଷ।। ଆଦିବାସି ପରିବାର ଆର୍ଥିକ କ୍ଷେତ୍ରରେ ସଶକ୍ତ…

ସୁନ୍ଦରଗଡ଼ : ୧୫/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ପରିବାରଙ୍କୁ ଜୀବିକାର ବ୍ୟାପକ ସୁଯୋଗ ଦେବା ସହ ଅଧିକ ଆୟ ପାଇଁ କାର୍ଯ୍ୟକାରୀ ହେଉଛି ‘ମିଶନ ଜୀବିକା’ କାର୍ଯ୍ୟକ୍ରମ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ
Read More...

ରାଉରକେଲା : ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା।। କବାଡି ଖୋଖୋ , ଭଲିବଲ ର ଫାଇନାଲ ଖେଳ ଅନୁଷ୍ଠିତ।

ରାଉରକେଲା : ୧୫/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଅବସରରେ ଜିଲ୍ଲାରେ ବୁଧବାର ଠାରୁ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଗୁରୁବାର ଦିନ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆଠାରେ ଖୋଖୋ, କବାଡି ଓ ଭଲିବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ
Read More...

ରାଉରକେଲା : ଅଷ୍ଟମ ଦିନରେ ନଗର କ୍ରୀଡା ଉତ୍ସବ।। ଫୁଟବଲ ବିଭାଗର ୪ଟି ଲିଗ ମ୍ୟାଚ ଖେଳା ଯାଇଥିଲା।

ରାଉରକେଲା : ୧୫/୧୨(ସତ୍ୟା ନ୍ୟୁଜ) ଆଗାମୀ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବାରେ ବେଶ୍‌ ସଫଳ ହୋଇଛି ନଗର କ୍ରୀଡ଼ା ଉତ୍ସବ । ଏହି କ୍ରୀଡ଼ା ଉତ୍ସବର ଅଷ୍ଟମ ଦିନରେ ଫୁଟବଲ୍‌ ବିଭାଗରେ ୪ଟି ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା ।ଇସ୍ପାତ ଷ୍ଟାଡିୟମ୍‌ (ସେକ୍ଟର -୬)
Read More...

ବିରମିତ୍ରପୁର : ଆଠ ଦଫା ଦାବିରେ ଅଙ୍ଗନବାଡି କର୍ମୀଙ୍କ ଧାରଣା।। ଦରମା ଏବଂ ଭତ୍ତା ବୃଦ୍ଧି କରିବାକୁ ଦାବି।

ବିରମିତ୍ରପୁର : ୧୫/୧୨(ସତ୍ୟା ନ୍ୟୁଜ) ଆଠ ଦଫା ଦାବି ନେଇ ବିରମିତ୍ରପୁର ରେ ଅଙ୍ଗନବାଡି କର୍ମୀ ମାନେ ଧାରଣାରେ ବସିଛନ୍ତି। ମୁଖ୍ୟତଃ କର୍ମୀ ମାନେ ସେମାନଙ୍କ ଭତ୍ତା ଏବଂ ଦରମା ବୃଦ୍ଧି ଦାବି କରିଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ୧୮ ହଜାର ଟଙ୍କା ଏବଂ ସହାୟକଙ୍କୁ ୯ ହଜାର ଟଙ୍କା ଦରମା
Read More...