ବିରମିତ୍ରପୁର : ଆଠ ଦଫା ଦାବିରେ ଅଙ୍ଗନବାଡି କର୍ମୀଙ୍କ ଧାରଣା।। ଦରମା ଏବଂ ଭତ୍ତା ବୃଦ୍ଧି କରିବାକୁ ଦାବି।

0 214

ବିରମିତ୍ରପୁର : ୧୫/୧୨(ସତ୍ୟା ନ୍ୟୁଜ) ଆଠ ଦଫା ଦାବି ନେଇ ବିରମିତ୍ରପୁର ରେ ଅଙ୍ଗନବାଡି କର୍ମୀ ମାନେ ଧାରଣାରେ ବସିଛନ୍ତି। ମୁଖ୍ୟତଃ କର୍ମୀ ମାନେ ସେମାନଙ୍କ ଭତ୍ତା ଏବଂ ଦରମା ବୃଦ୍ଧି ଦାବି କରିଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ୧୮ ହଜାର ଟଙ୍କା ଏବଂ ସହାୟକଙ୍କୁ ୯ ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି। ବିରାମିତ୍ରପୁର ଆଇ ସି ଡି ଏସ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ଦିଆଯାଇଛି। ଗତ ୨୨ ତାରିଖରୁ ଏହି ଧାରଣା ଚାଲୁଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ପ୍ରଭାବିତ ହୋଇଛି।

Leave A Reply

Your email address will not be published.