Browsing Category
ଓଡିଶା
ରାଉରକେଲା : ହକି ପାଇଁ ଆୟୋଜିତ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ। ବିଜେତା ଟିମଙ୍କୁ ୩୦ ହଜାର, ଉପ-ବିଜେତାଙ୍କୁ…
ରାଉରକେଲା : ୨୨/୧୨(ସତ୍ୟା ନ୍ୟୁଜ) ପୁରୁଷ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ରାଉରକେଲାରେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ବୁଧବାର ଉଦିତନଗର ସ୍ଥିତ ମିନି ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ରାଉରକେଲା!-->…
Read More...
Read More...
ରାଉରକେଲା : ହାତୀ ଆକ୍ରମଣରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର।। ହାତୀ ସମସ୍ୟାର ସ୍ଥାୟୀ ସମାଧାନ ଏବଂ କ୍ଷତିପୂରଣ ଦାବିରେ…
ହାତୀ ଆକ୍ରମଣରେ ମୃତ୍ୟୁ କୁ ନେଇ ତିନୋଟି ପଞ୍ଚାୟତ ରେ ତୀବ୍ର ପ୍ରତିକ୍ରିୟା।
ସ୍ଥାୟୀ ସମାଧାନ ସହ ଉପଯୁକ୍ତ କ୍ଷତିପୂରଣ ଦାବି ରେ ଡିଏଫ୍ଓ ଅଫିସ୍ ଘେରାଉ।
ସରକାରୀ ସହାୟତା ଓ ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ଡିଏଫ୍ଓ ଙ୍କ ପ୍ରତିଶ୍ରୁତି।ରାଉରକେଲା : ୨୧/୧୨(ସତ୍ୟା ନ୍ୟୁଜ) ମଣିଷ!-->!-->!-->!-->!-->!-->…
Read More...
Read More...
ଭୁବନେଶ୍ୱର/ରାଉରକେଲା : ଡ୍ରିଙ୍କ ଫର୍ମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।। ବୁନ୍ଦାଏ ପାଣି ନଷ୍ଟ…
ରାଉରକେଲା ସମେତ ୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସାଢେ ପାଞ୍ଚ ଲକ୍ଷ ଲୋକ ୨୪ ଘଣ୍ଟିଆ ସ୍ବଚ୍ଛ ପାଣି ପାଇଲେ
ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ସ୍ବପ୍ନ ଓ ମୋ ସରକାରର ପ୍ରାଥମିକତା – ମୁଖ୍ୟମନ୍ତ୍ରୀ
ବୁନ୍ଦାଏ ବି ପାଣି!-->!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା : ହନୁମାନ ବାଟିକା ଛକର କ୍ଲକ ଟାୱାର ସହର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି।। ଏହି ଟାୱାର ର ଖର୍ଚ୍ଚ ହୋଇଛି…
ରାଉରକେଲା : ୨୧/୧୨(ସତ୍ୟା ନ୍ୟୁଜ) ଏବେ ରାଉରକେଲା ସହରର ସୌନ୍ଦର୍ଯ୍ୟକରଣ ଚାଲିଛି। ଆସନ୍ତା ଜାନୁଆରୀ ମାସରେ ସହରରେ ହକି ବିଶ୍ୱକପ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଦ୍ରୁତ ଗତିରେ ଚାଲିଛି। ଏହି ସୁନ୍ଦରତା କୁ ଏବେ ବଢ଼ାଇ ଦେଇଛି ହନୁମାନ ବାଟିକା ଛକରେ ନୂଆକରି!-->…
Read More...
Read More...
ରାଉରକେଲା : ରାଉରକେଲା ଏଆରପୋର୍ଟ କୁ ଡିଜିସିଏ ଲାଇସେନ୍ସ ପ୍ରଦାନ।। ୨ବି ଲାଇସେନ୍ସରୁ ୨ସି କୁ ଉନ୍ନୀତ।
ରାଉରକେଲା:୨୧/୧୨(ସତ୍ୟା ନ୍ୟୁଜ) ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି। ବହୁ ବିଳମ୍ବରେ ହେଉ ପଛେ, ରାଉରକେଲା ବିମାନବନ୍ଦରକୁ ଡିରେକ୍ଟର ଜେନେରାଲ ଅଫ୍ ସିଭିଲ୍ ଏଭିଏସନ(ଡିଜିସିଏ) ଲାଇସେନ୍ସ ମିଳିଛି। ପୂର୍ବରୁ ବିମାନବନ୍ଦରକୁ ୨ବି ଲାଇସେନ୍ସ ମିଳିଥିବାବେଳେ ଏହାକୁ ୨ସିକୁ ଉନ୍ନୀତ!-->…
Read More...
Read More...
ରାଉରକେଲା : ହକି ବିଶ୍ୱକପ କୁ ସ୍ୱାଗତ କଲେ ଦିବ୍ୟାଙ୍ଗ।। ୪୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀତରେ ଭାଗ ନେଇ ହକି ପାଇଁ ଜାହିର…
ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ଆସନ୍ତା ପୁରୁଷ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ରାଉରକେଲା ଏବେ ଉତ୍ସବ ମୁଖର । ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବା ତଥା ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ପାଇଁ ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟସିଟି ରାଉରକେଲା ପକ୍ଷରୁ ବିଭିନ୍ନ!-->…
Read More...
Read More...
ରାଉରକେଲା : ବଣେଇ ଟାଉନ ରେ ପଶିଲେ ହାତୀ।। କଲେଜ ହଷ୍ଟେଲ କାନ୍ଥ ଭାଙ୍ଗିଲେ।। ଧାନ ଫସଲ ନଷ୍ଟ କଲେ। ଲୋକେ ଆତଙ୍କିତ।
ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ଆଗେ ଆଗେ ଚାଲିଛି ହାତୀ। ପଛରେ ହାତୀକୁ ଗୋଡାଉଛନ୍ତି ଶହଶହ ଲୋକ। ଏପରି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟାଉନ ରେ। ସମୟ , ମଙ୍ଗଳବାର ଅପରାହ୍ନ ୪ଟା। ହଠାତ ବଣାଇ ସହର ମଧ୍ୟକୁ ପଶି ଆସିଲେ ଦୁଇଟି ହାତୀ। ବ୍ଲକ ଅଫିସ ଛକ ଦେଇ!-->…
Read More...
Read More...
ରାଉରକେଲା : ରାଉରକେଲା ସୁପର ସ୍ପେସିଆଲଟି ହସପିଟାଲ ପରିଚାଳନା ଦାୟିତ୍ବ ନେଲେ ଆପଲୋ ହସପିଟାଲ କର୍ତ୍ତୃପକ୍ଷ।। ଆର ଆଇ…
ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ରାଉରକେଲା ସୁପର ସ୍ପେସିଆଲଟି ହସପିଟାଲ ଏବଂ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ର ପରିଚାଳନା କରିବେ ଅପୋଲୋ ହସପିଟାଲଏଣ୍ଟରପ୍ରାଇଜ ଲିମିଟେଡ଼। ଏହାର ପରିଚାଳନା ଲାଗି ଆଜି ଡିସେମ୍ବର ୨୦ ତାରିଖରେ ରାଉରକେଲା ଇସ୍ପାତ ଟ୍ରଷ୍ଟ ଏବଂ ଆପଲୋ ହସପିଟାଲ!-->…
Read More...
Read More...
ରାଉରକେଲା : ସୁନ୍ଦରଗଡ଼ ତଲସରା ଥାନାର କନାକୁଣ୍ଡ ରେ ପାଣିରେ ବୁଡି ନିଖୋଜ ଯୁବକଙ୍କ ମୃତ ଶରୀର ଉଦ୍ଧାର।। ୪୪ ଘଣ୍ଟା…
ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ରବିବାର ଦିନ ଇବ୍ ନଦୀ ପାଣିରେ ବୁଡି ନିଖୋଜ ରାଉରକେଲାର ସୋମେଶ ମଲିକ ଙ୍କ ମୃତ ଶରୀର ଆଜି ଉଦ୍ଧାର କରାଯାଇଛି। ୪୪ ଘଣ୍ଟା ପରେ ଅକ୍ଲାନ୍ତ ପରିଶ୍ରମ କରି ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ସୋମେଶ ର!-->…
Read More...
Read More...
ରାଉରକେଲା : ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବଙ୍କ ରାଉରକେଲା ଗସ୍ତ।। ହକି ଷ୍ଟାଡିଅମ ଏବଂ ଏୟାରପୋର୍ଟ କାମର କଲେ…
ଷ୍ଟାଡିଅମ ଓ ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣ
ଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ
ଭାରତ ଓ ସ୍ପେନ ମଧ୍ୟରେ, ଆସନ୍ତା ୨୪ରୁ ନୂତନ ଅଭ୍ୟାସ ମ୍ୟାଚ*ବିମାନ ବନ୍ଦର ନିର୍ମାଣ ମଧ୍ୟ ସଂପୂର୍ଣ୍ଣ, ବିମାନ ସେବା ଖୁବଶୀଘ୍ର
ଭୁବନେଶ୍ୱର/ରାଉରକେଲା : ୨୦/୧୨(ସତ୍ୟା ନ୍ୟୁଜ) ମୁଖ୍ୟମନ୍ତ୍ରୀ!-->!-->!-->!-->!-->!-->!-->!-->!-->…
Read More...
Read More...