Browsing Category

ଓଡିଶା

ସୁନ୍ଦରଗଡ : ହକି ବିଶ୍ୱକପ ୨୦୨୩।। ଜିଲ୍ଲା ସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ।।

ସୁନ୍ଦରଗଡ଼ :୭/୧/୨୩(ସତ୍ୟା ନ୍ୟୁଜ) ହକି ପୁରୁଷ ବିଶ୍ୱକପ ଅବସରରେ ସୁନ୍ଦରଗଡ଼ରେ ଚାଲିଥିବା ଜିଲ୍ଲାସ୍ତରୀୟ ଆନ୍ତଃମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼, ବଣାଇଁ ଏବଂ ପାନପୋଷ ଜୋନରୁ ମୋଟ ୩୮୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସଫଳ
Read More...

ରାଉରକେଲା : ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଥଣ୍ଡା ରେ ଜଣ ଜୀବନ ଅସ୍ତବ୍ୟସ୍ତ।। କୋଇଡା ଅଞ୍ଚଳରେ…

ରାଉରକେଲା : ୯/୧/୨୩(ସତ୍ୟା ନ୍ୟୁଜ) ଏବେ ସମଗ୍ର ରାଜ୍ୟରେ ପାରଦ ତଳକୁ ଖସିବା ସହ ଶୀତ ଅନୁଭୂତ ହେଉଛି।ଶୀତର ପ୍ରକୋପରେ ସାଧାରଣ ଜୀବନଯାତ୍ରା ଉପରେ ପ୍ରଭାବ ପଡିଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷ କରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥଣ୍ଡାର
Read More...

ରାଉରକେଲା : ମାଟି ଘର ଏବଂ ଖପର ଛପର ଘରୁ ବିଶ୍ୱକପ ତାରକା।। ଭାରତୀୟ ହକି ଦଳର ଡିଫେଣ୍ଡର ନିଲମ ସଂଜୀପ ଖେସ।

ରାଉରକେଲା : ୮/୧/୨୩(ସତ୍ୟା ନ୍ୟୁଜ) ଭାରତୀୟ ହକି ଦଳର ଡିଫେଣ୍ଡର ନିଲମ ସଂଜୀପ ଖେସ। ହକି ବିଶ୍ୱକପ ଲାଗି ଭାରତୀୟ ହକି ଦଳରେ ସାମିଲ ହୋଇଛନ୍ତି। ଏବେ ରାଉରକେଲା ର ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ଅଭ୍ୟାସ କରୁଛନ୍ତି। ଆସନ୍ତା ୧୩ ତାରିଖରେ ସେ ସ୍ପେନ ବିପକ୍ଷରେ ଭାରତୀୟ ହକି ଦଳରୁ
Read More...

ବଣେଇ : ରାଜା ଧରଣୀଧର ପଡ଼ିଆରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଅନୁଷ୍ଠିତ।। ୧୭ ଟି ବ୍ଳକରୁ ୨୨ଟି ଟିମ୍ ଯୋଗ…

ବଣେଇ : ୮/୧/୨୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଠାରେ ଜିଲ୍ଲା ସ୍ତରୀୟ ଅଣ୍ଡର 14 କବାଡି ଚମ୍ପିୟାନଶିପ ଅନୁଷ୍ଠିତ ହୋଇଯାଇଛି। ରାଜା ଧରଣୀ ଧର ଖେଳ ପଡିଆ ଠାରେ ଅନୁଷ୍ଠିତ ଏହି କବାଡି ପ୍ରତିଯୋଗିତାରେ ଜିଲ୍ଲା ର ୧୭ଟି ବ୍ଲକ ରୁ ୨୨ଟି ଦଳ ଯୋଗ ଦେଇ ଥିଲେ। ଉତ୍ତମ ପ୍ରଦର୍ଶନ
Read More...

ରାଉରକେଲା : ହକି ବିଶ୍ୱକପ ୨୦୨୩।। ରାଉରକେଲାରେ ପହଁଚିଲେ ୱେଲସ୍ ଏବଂ ସ୍ପେନ ଟିମ୍।

ରାଉରକେଲା : ୮/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଉଦଘାଟନୀ ମ୍ୟାଚ ଆଉ।ମାତ୍ର ୫ ଦିନ ଥିବା ବେଳେ ଏବେ ବିଦେଶୀ ଟିମ ମାନେ ଆସି ରାଉରକେଲାରେ ପହଞ୍ଚୁଛନ୍ତି। ଆଜି ୱେଲସ୍ ଟିମ ଏବଂ ସ୍ପେନ ଟିମ ଆସି ରାଉରକେଲା ରେ ପହଞ୍ଚିଛନ୍ତି। ଉଭୟ ଟିମ ରାଉରକେଲାରେ ପହଞ୍ଚିବା ପରେ ଖେଳାଳି ଏବଂ ଟିମ
Read More...

ରାଉରକେଲା : ହକି ବିଶ୍ୱକପ ପାଇଁ ଚାଲିଥିବା ଜିଲ୍ଲା ସ୍ତରୀୟ ସଂସ୍କୃତିକ ପ୍ରତିଯୋଗୀତା ଉଦଯାପିତ।। ବିଜେତା ଟିମ ଙ୍କୁ…

ରାଉରକେଲା : ୭/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଶେଷ ହୋଇଛି। ଶନିବାର ଦିନ ରାଉରକେଲାର ଭଞ୍ଜ ଭବନଠାରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ସଫଳ ହୋଇଥିବା ସାଂସ୍କୃତିକ ଦଳଗୁଡ଼ିକୁ ଆକର୍ଷଣୀୟ ପୁରସ୍କାର
Read More...

ରାଉରକେଲା : ଭଞ୍ଜ ଭବନରେ ୧୫ ଜାନୁଆରୀରୁ ସରସ ମେଳା।। ରାଜ୍ୟ ତଥା ରାଜ୍ୟ ବାହାରୁ ୨୫୦ ଷ୍ଟଲ ଲାଗିବ।

ରାଉରକେଲା:୭/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ପ୍ରଥମ ଥର ପାଇଁ ସରସ ମେଳା ଆୟୋଜନ କରାଯାଉଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ ତଥା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଗୁହା ପୁନମ ତାପସ
Read More...

ରାଉରକେଲା : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଶତାଧିକ ଯୁବକଙ୍କ ଭୁବନେଶ୍ୱର ସାଇକେଲ ଯାତ୍ରା।। ହାତରେ ହକିଷ୍ଟିକ…

ରାଉରକେଲା : ୭/୧/୨୩(ସତ୍ୟା ନ୍ୟୁଜ) ହାତରେ ହକି ଷ୍ଟିକ ଧରି ଶତାଧିକ ଯୁବକ ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ରାଉରକେଲା ରୁ ଭୁବନେଶ୍ୱର। ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା। ଖୁବ କମ ସମୟ ମଧ୍ୟରେ ବିଶ୍ୱର ଅନ୍ୟତମ ବୃହତ ଷ୍ଟାଡିଅମ ନିର୍ମାଣ କରିବାର ଶ୍ରେୟ
Read More...

ରାଉରକେଲା : ରାଉରକେଲା- ଭୁବନେଶ୍ୱର ବିମାନ ସେବା ଆରମ୍ଭ।। ଦିଲ୍ଲୀ , ବାଙ୍ଗାଲୋର ସହ ଏହି ସେବା ଯୋଡିବାକୁ ଦାବି।

ରାଉରକେଲା : ୭/୧/୨୩(ସତ୍ୟା ନ୍ୟୁଜ)ଭୁବନେଶ୍ୱରରୁ ରାଉରକେଲା ଏବଂ ରାଉରକେଲାରୁ ଭୁବନେଶ୍ୱର ଆଜି ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହି ବିମାନ ସେବାକୁ ଭିଡିଓ କନଫରେନ୍ସିଂଗ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆ ଉଦଘାଟନ କରିଥିଲେ। ଭୁବନେଶ୍ୱର
Read More...

ରାଉରକେଲା : ଆଜିଠାରୁ ରାଉରକେଲା-ଭୁବନେଶ୍ୱର ବିମାନ ସେବା।। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ପତାକା ହଲାଇ ଶୁଭାରମ୍ଭ…

ରାଉରକେଲା : ୭/୧/୨୩(ସତ୍ୟା ନ୍ୟୁଜ) ଆଜିଠାରୁ ରାଉରକେଲା ବିମାନବନ୍ଦରରୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଦିତ୍ୟ ସିନ୍ଧିଆ ଏହି ବିମାନ ସେବାକୁ ଭିଡିଓ କନ୍ ଫରନେନସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Read More...