ବଣେଇ : ରାଜା ଧରଣୀଧର ପଡ଼ିଆରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଅନୁଷ୍ଠିତ।। ୧୭ ଟି ବ୍ଳକରୁ ୨୨ଟି ଟିମ୍ ଯୋଗ ଦେଲେ।

0 239

ବଣେଇ : ୮/୧/୨୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଠାରେ ଜିଲ୍ଲା ସ୍ତରୀୟ ଅଣ୍ଡର 14 କବାଡି ଚମ୍ପିୟାନଶିପ ଅନୁଷ୍ଠିତ ହୋଇଯାଇଛି। ରାଜା ଧରଣୀ ଧର ଖେଳ ପଡିଆ ଠାରେ ଅନୁଷ୍ଠିତ ଏହି କବାଡି ପ୍ରତିଯୋଗିତାରେ ଜିଲ୍ଲା ର ୧୭ଟି ବ୍ଲକ ରୁ ୨୨ଟି ଦଳ ଯୋଗ ଦେଇ ଥିଲେ। ଉତ୍ତମ ପ୍ରଦର୍ଶନ କରିଥିବା ଟିମ ରାଜ୍ୟ ଚମ୍ପିୟନଶିପ ରେ ଖେଳିବା ଲାଗି ମନୋନୀତ ହେବେ । ଉଦଘାଟନ ଉତ୍ସବରେ ବଣେଇ ରାଜା ବୀର କିଶୋର ଇନ୍ଦ୍ର ଦେଓ ଦେଵ,ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଉପଜିଲ୍ଲାପାଳ ସୁରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.