Browsing Category

ଓଡିଶା

ରାଉରକେଲା : ଲୋକଙ୍କ ମନ ମୋହିଲା ଓଡ଼ିଶାର ଲୋକ ନୃତ୍ୟ।। ସହରରେ ସରସ ମେଳାର ଚତୁର୍ଥ ଦିନ।

ରାଉରକେଲା:୧୮/୧(ସତ୍ୟା ନ୍ୟୁଜ) ହକି ବିଶ୍ୱକପ୍‌ ଉପଲକ୍ଷେ ରାଉରକେଲା ସହରର ଭଞ୍ଜ ଭବନ ପଡ଼ିଆଠାରେ ‘ସରସ ମେଳା’ ଆୟୋଜିତ ହେଉଛି। ବୁଧବାର ଏହି ମେଳା ଚତୁର୍ଥ ଦିନରେ ପହଞ୍ଚିଛି। ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଫୁଡ୍ କୋର୍ଟ ଦେଖଣାହାରୀଙ୍କ ଲାଗି ବିଶେଷ ଆକର୍ଷଣ ପାଲଟିଛି।
Read More...

ରାଉରକେଲା : ବିରମିତ୍ରପୁର ରେ ଅଗ୍ନିଯାତ୍ରା ଉତ୍ସବ ସମ୍ପନ୍ନ।। ଆସ୍ଥା ଏବଂ ବିଶ୍ୱାସ ର ପର୍ବରେ ଯୋଗ ଦେଲେ ବହୁ…

ବିରମିତ୍ରପୁର :୧୮/୧(ସତ୍ୟା ନ୍ୟୁଜ) ମାନସିକ ପୂରଣ ହେବା ପରେ ଅଗ୍ନି ଯାତ୍ରାରେ ସାମିଲ ହୋଇ ନିଆଁରେ ଚାଲୁ ଥିଲେ ଶ୍ରଦ୍ଧାଳୁ ମାନେ। ବିରମିତ୍ରପୁର ମେଡିକାଲ ଦଫାଇ ରେ ଥିବା ମା ମଙ୍ଗଳାଙ୍କ ମନ୍ଦିର ରେ ପୂଜାର୍ଚ୍ଚନା ପରେ ଏହି ଅଗ୍ନି ଯାତ୍ରା ଆରମ୍ଭ ହୋଇଥାଏ। ଶହେ ବର୍ଷରୁ ଉର୍ଦ୍ଧ୍ବ କାଳ
Read More...

ରାଉରକେଲା: ଟୁସୁ ମିଳନ କାର୍ଯ୍ୟକ୍ରମ ଅୟୋଜିତ।। ତୁମକେଲା ସରସ୍ୱତୀ କ୍ଲବ ତରଫରୁ କରାଗଲା ଆୟୋଜନ।

ରାଉରକେଲା :୨୮/୧(ସତ୍ୟା ନ୍ୟୁଜ) ରାଉରକେଲା ତୁମକେଲା ରେ ଅୟୋଜିତ ହୋଇଯାଇଛି ଟୁସୁ ମିଳନ କାର୍ଯ୍ୟକ୍ରମ। ରଘୁନାଥପଲ୍ଲୀ ପ୍ରାକାନ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠି ତୁମକେଲା ସରସ୍ବତୀ କ୍ଲବ ତରଫରୁ ଆୟୋଜିତ ଟୁସୁ ମିଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Read More...

ରାଉରକେଲା : ହକି ବିଶ୍ୱକପ୍ ଟିକେଟ ବଣ୍ଟନ ରେ ବ୍ୟାପକ ଅନିୟମିତା ଅଭିଯୋଗ କଲା ବିଜେପି।। ଟିକେଟ ବ୍ଲାକ ହେଉଥିବା…

ରାଉରକେଲା:୧୮/୧(ସତ୍ୟା ନ୍ୟୁଜ) ଅନ୍ ଲାଇନ ରେ ଟିକେଟ ନାହିଁ କିମ୍ବା କାଉଣ୍ଟରରେ ଟିକେଟ ନାହିଁ। ଏପଟେ ଷ୍ଟାଡିଆମରେ ସିଟ ରହୁଛି ଖାଲି। ହକି ଖେଳ ଦେଖିବାକୁ ଟିକେଟ ପାଇଁ ଲୋକ ବିକଳ ହେଉଥିବାବେଳେ ଶାସକ ଦଳ ଚେଲାଙ୍କ ନିକଟରେ ପୁଳା ପୁଳା ଟିକେଟ ଦେଖିବାକୁ ମିଳିଛି। ଏହାଛଡା ଟିକେଟ ୧୦୦୦ ,
Read More...

ରାଉରକେଲା/ଭୁବନେଶ୍ୱର: ହକି ବିଶ୍ୱକପ ମ୍ୟାଚ ଟିକେଟର କଳାବଜାରୀ ଅଭିଯୋଗ।। ଜଣେ ଛାତ୍ର ସହ ୫ ଗିରଫ।

ରାଉରକେଲା:୧୮/୧(ସତ୍ୟା ନ୍ୟୁଜ) ଏବେ ସମଗ୍ର ରାଜ୍ୟରେ ହକି ଫିଭର। ବିଶେଷ କରି ରାଉରକେଲା ଏବଂ ଭୁବନେଶ୍ୱରରେ। ଏହି ଦୁଇ ସ୍ମାର୍ଟ ସିଟିରେ ଚାଲିଛି ହକି ବିଶ୍ୱକପ ମ୍ୟାଚ। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ
Read More...

ସୁନ୍ଦରଗଡ: ସହର ପରିକ୍ରମା କଲା ହକି ବିଶ୍ୱକପ ଟ୍ରଫି।। ଆଦିବାସୀ ନୃତ୍ୟ , ବେଲୁନ ଶୋ ମୁଖ୍ୟ ଆକର୍ଷଣ।

ସୁନ୍ଦରଗଡ଼:୧୭/୧(ସତ୍ୟା ନ୍ୟୁଜ) ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ବିଶ୍ୱକପ୍ ଟ୍ରଫି ଟୁରକୁ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ସହରରେ ଆୟୋଜିତ ଶୋଭାଯାତ୍ରାରେ ସ୍ଥାନୀୟ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ପ୍ରଶାସନିକ ଅଧିକାରୀମାନେ ଯୋଡ଼ିହୋଇ ବିଶ୍ୱକପ୍
Read More...

ରାଉରକେଲା : ସିଆରପିଏଫ ୧୯ ବାଟା ଲିଅନ ର ସିଭିକ ଆକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ।। ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ।

ରାଉରକେଲା:୧୭/୧(ସତ୍ୟା ନ୍ୟୁଜ) ରାଉରକେଲା ୧୯ ବାଟାଲିଅନ ସି ଆର ପି ଏଫ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସିଭିକ ଆକ୍ସନ ପ୍ରୋଗ୍ରାମ। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସିଭିକ ଆକ୍ସନ ପ୍ରୋଗ୍ରାମ ରେ ଆଖ ପାଖ ଗାଁ ର
Read More...

ସୁନ୍ଦରଗଡ଼: ହକି ବିଶ୍ୱକପ ଟ୍ରଫି ସହର ପରିକ୍ରମା କରୁଥିବା ବେଳେ ଅଭାବନୀୟ ଘଟଣା।। ପୂର୍ବତନ ବିଧାୟକଙ୍କୁ ଦୁର୍ବ୍ୟବହାର…

ସୁନ୍ଦରଗଡ଼: ୧୭/୧(ସତ୍ୟା ନ୍ୟୁଜ)ହକି ବିଶ୍ୱକପ୍‌ ଟ୍ରଫି ସୁନ୍ଦରଗଡ଼ ସହର ପରିକ୍ରମା କରୁଥିବା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଗାଡ଼ିରୁ ଓହ୍ଲାଇ ଦିଆଯାଇଛି। ଏପରି ଅଭିଯୋଗ ସୁନ୍ଦରଗଡ଼ ପିଡିଡିଆର୍‌ଡିଏଙ୍କ ବିରୋଧରେ ଆସିଛି। ସେ ସୁନ୍ଦରଗଡ଼
Read More...

ରାଉରକେଲା : ସେଲ୍ ଚେୟାରମ୍ୟାନ ଶୋମା ମଣ୍ଡଳ ସାଧାରଣ ଦର୍ଶକଙ୍କ ସହ ଦେଖିଲେ ହକି ମ୍ୟାଚ।। ଭିଆଇପି କଲଚରକୁ ଶକ୍ତ…

ରାଉରକେଲା :୧୭/୧(ସତ୍ୟା ନ୍ୟୁଜ) ଏବେ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ) ର ଚେୟାରମ୍ୟାନ ଶୋମା ମଣ୍ଡଳ ଚର୍ଚ୍ଚାରେ। ସମସ୍ତ ଭି ଆଇ ପି କଲଚର କୁ ପଛରେ ପକାଇ ଦର୍ଶକଙ୍କ ସହ ବସି ରାଉରକେଲା ବିର୍ସ। ମୁଣ୍ଡା ଷ୍ଟାଡିଅମରେ ଦେଖିଲେ ହକି ମ୍ୟାଚ। ଦର୍ଶକ ମାନେ ନିଜ ପାଖରେ ସେଲ୍
Read More...

ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ପକ୍ଷରୁ ଲହୁଣୀପଡା ରେ ଯୁଗ୍ମ ଜନଶୁଣାଣି।। ୮୬ ଅଭିଯୋଗରୁ ୪ଟି ର ତୁରନ୍ତ ଫଇସଲା।

ଲହୁଣୀପଡା:୨୭/୧(ସତ୍ୟା ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲହୁଣୀପଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।
Read More...