ରାଉରକେଲା :୨୮/୧(ସତ୍ୟା ନ୍ୟୁଜ) ରାଉରକେଲା ତୁମକେଲା ରେ ଅୟୋଜିତ ହୋଇଯାଇଛି ଟୁସୁ ମିଳନ କାର୍ଯ୍ୟକ୍ରମ। ରଘୁନାଥପଲ୍ଲୀ ପ୍ରାକାନ୍ତ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠି ତୁମକେଲା ସରସ୍ବତୀ କ୍ଲବ ତରଫରୁ ଆୟୋଜିତ ଟୁସୁ ମିଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଟୁସୁ ମା ଙ୍କୁ ଦର୍ଶନ କରି କରିବା ସହ ନୃତ୍ୟ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। ନୃତ୍ୟ ପ୍ରତିଯୋଗୀତରେ ଭାଗ ନେଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କ୍ଲବ ର ସଭାପତି ପଦ୍ମଲୋଚନ ପଶାୟତ, ସତ୍ୟଜିତ ସିଂ, ସଞ୍ଜୟ ତନ୍ତି, ଅମିତ ତନ୍ତୀ, ସୁରେନ୍ଦ୍ର ପୁରାଣ,ବ୍ରଜବନ୍ଧୁ ସିଂ ଏବଂ ଯୁବସାଥୀ ବିଶ୍ୱ ରଞ୍ଜନ ରାଉତ, ବାବୁ ମହାନ୍ତି, ସୋନୁ ସିଂ, ପ୍ରବୋଧ ଜେନା, ରାଜେଶ ମଣ୍ଡଳ,ଧନଞ୍ଜୟ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ |