Browsing Category

ଓଡିଶା

ସୁନ୍ଦରଗଡ଼ : ଜିଲ୍ଲାରେ ଶେଷ ହେଲା ହକି ବିଶ୍ୱକପ ଟ୍ରଫି ଟୁର।। ୧୭ ଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଟ୍ରଫିକୁ…

ସୁନ୍ଦରଗଡ଼/ରାଉରକେଲା: ୨୪/୧ ( ସତ୍ୟାନ୍ୟୁଜ) ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଶ୍ୱକପ୍ ଟ୍ରଫି ଟୁର୍ ଶେଷ ହୋଇଛି। ମଙ୍ଗଳବାର ଦିନ ଏହି ଟ୍ରଫି ରାଜଗାଙ୍ଗପୁର ବ୍ଲକ ପରିକ୍ରମା କରିବା ପରେ ଏହାକୁ ବିଦାୟ ଦିଆଯାଇଥିଲା। ଏହି ଟ୍ରଫି ଟୁର୍ ପାଇଁ ଲେଫ୍ରିପଡ଼ାରୁ କୋଇଡ଼ା ପର୍ଯ୍ୟନ୍ତ ଏକ
Read More...

ସୁନ୍ଦରଗଡ: ବୋମା ବିସ୍ପୋରଣରେ ଜଣେ ଶିଶୁ ଗୁରୁତର।। ମେଡିକାଲରେ ଭର୍ତ୍ତି।। ବାରାହା ଶିକାର ଲାଗି ଖଞ୍ଜା ଯାଇଥିଲା…

ସୁନ୍ଦରଗଡ଼ : ୨୪/୧(ସତ୍ୟାନ୍ୟୁଜ) ବାରାହା ମାରିବାକୁ ଖଞ୍ଜା ଯାଇଥିଲା ବୋମା। କିନ୍ତୁ ବାରାହା ବଦଳରେ ବୋମା ବିସ୍ପୋରଣର ଶିକାର ହେଲେ ୧୦ ବର୍ଷ ବୟସ ର ଜଣେ ଶିଶୁ। ଶିଶୁଟିର ବୋମା ଉପରେ ଗୋଡ଼ ପଡିଯିବାରୁ ବୋମାଟି ଫୁଟି ଗଲା । ଯାହା ଫଳରେ ଶିଶୁ ଟି ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ଶେଷ ହେଲା ହକି ବିଶ୍ୱକପ ଟ୍ରଫି ଟୁର।। ୧୭ ଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଟ୍ରଫିକୁ…

ସୁନ୍ଦରଗଡ଼/ରାଉରକେଲା: ୨୪/୧ ( ସତ୍ୟାନ୍ୟୁଜ) ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଶ୍ୱକପ୍ ଟ୍ରଫି ଟୁର୍ ଶେଷ ହୋଇଛି। ମଙ୍ଗଳବାର ଦିନ ଏହି ଟ୍ରଫି ରାଜଗାଙ୍ଗପୁର ବ୍ଲକ ପରିକ୍ରମା କରିବା ପରେ ଏହାକୁ ବିଦାୟ ଦିଆଯାଇଥିଲା। ଏହି ଟ୍ରଫି ଟୁର୍ ପାଇଁ ଲେଫ୍ରିପଡ଼ାରୁ କୋଇଡ଼ା ପର୍ଯ୍ୟନ୍ତ ଏକ
Read More...

ରାଉରକେଲା : ଆର ଏସ୍ ପି ପକ୍ଷରୁ ସେଲ୍ ସ୍ଥପନା ଦିବସ ପାଳିତ।। ଉପସ୍ଥିତ ଲୋକଙ୍କୁ ସ୍ୱାସ୍ଥ୍ୟ ଏବଂ ଫିଟନେସ ର ଶପଥ ପାଠ…

ରାଉରକେଲା: ୨୪/୧(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସେଲ୍ ସ୍ଥାପନା ଦିବସ ହର୍ଷ ଏବଂ ଉଲ୍ଲାସର ସହ ପାଳନ କରାଯାଇଛି। ଇସ୍ପାତ ଷ୍ଟାଡିଅମରେ ଅୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେଆର ଏସ୍ ପି ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଯୋଗ ଦେଇ ସେଲ୍ ପତାକା ଉତ୍ତୋଳନ କରି
Read More...

ରାଉରକେଲା : ରାତ୍ରିକାଳୀନ ବିମାନ ଉଡାଣ ନେଇ ପ୍ରୟାସ ଆରମ୍ଭ।। ଆସନ୍ତା କାଲି ଉଚ୍ଚ ସ୍ତରୀୟ ଭିଡିଓ ବର୍ତ୍ତାଳାପ।

ରାଉରକେଲା : ୨୪/୧(ସତ୍ୟାନ୍ୟୁଜ) ରାଉରକେଲା ବିମାନ ବନ୍ଦରରେ ରାତ୍ରିକାଳୀନ ବିମାନ ଅବତରଣ ଏବଂ ଉଡାଣ ଲାଗି ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତା କାଲି ୨୫ ଜାନୁଆରୀ ରେ ଏ ସମ୍ପର୍କରେ ଉଚ୍ଚ ଅଧିକାରୀ ସ୍ତରୀୟ ଏକ ଭିଡିଓକନ୍ ଫରେନ୍ସିଂଗ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି।
Read More...

ରାଉରକେଲା : ଛେଣ୍ଡ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ସୂଚନାରେ ଲୋକେ ଆତଙ୍କିତ।। ପରେ ଜଣା ପଡିଲା ଏହା ଏକ ମକ୍ ଡ୍ରିଲ।

ରାଉରକେଲା:୨୪/୧(ସତ୍ୟାନ୍ୟୁଜ) ଛେଣ୍ଡ ପେଟ୍ରୋଲ ପମ୍ପରେ ନିଆଁ ଲାଗି ଯାଇଥିବା ସୂଚନା ପାଇ ଲୋକ ମାନେ ଆତଙ୍କିତ ହୋଇ ପଡ଼ିଥିଲେ । ସଂଗେ ସଂଗେ ଗେଲ ଗ୍ୟାସ ଇଣ୍ଡିଆ ଲିମିଟେଡ଼ ର ରାପିଡ଼ ରେସପନ୍ସ ଟିମ , ଫାୟାର ବ୍ରିଗେଡ ଟିମ , ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଆମ୍ବୁଲାନ୍ସ କୁ ମଧ୍ୟ
Read More...

ବଣାଇ: ରାଜ୍ୟ ସ୍ତରୀୟ ଲୋକ କଳା ଉତ୍ସବ ଉଦଯାପିତ।। ୪୦୦ ଦଳ ସହ
୬ ହଜାର କଳାକାର ଯୋଗଦେଲେ।

ବଣାଇ: ୨୧/୧(ସତ୍ୟାନ୍ୟୁଜ) ଝାଞ୍ଜ , ମୃଦଙ୍ଗର ଶବ୍ଦ ଧୀରେ ଧିରେ ଲୋକ ମାନସରୁ ଉଭେଇବାକୁ ବସିଲାଣି। ଏହା ସହ ପୂର୍ବର କଳା ମଧ୍ୟ ଲୋକମାନେ ଭୁଲି ଗଲେଣି। ଓଡ଼ିଶାର ପୂର୍ବ କଳା କୁ ପୁଣି ଲାକମାନଙ୍କ ମଧ୍ୟରେ ଉଜ୍ଜୀବିତ କରିବା ଲାଗି ଏବେ ଚାଲିଛି ପ୍ରୟାସ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା
Read More...

ବଣାଇ : ବଣାଇ ରେ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନଶୀପ ଉଦଯାପିତ।। ଭୁବନେଶ୍ୱରର ଅମୃତ ଏବଂ ଅଭିଜିତ ଯୋଡି…

ବଣାଇ : ୨୩/୧(ସତ୍ୟାନ୍ୟୁଜ)ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେ ଚାଲିଥିବା ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। YCC କ୍ଲବ ର ରୋପ୍ୟ ଜୟନ୍ତୀ ପାଳନ ଅବସରରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଇଣ୍ଡୋର ଷ୍ଟାଡିୟମ ଠାରେ ଅୟୋଜିତ ଏହି ତିନି ଦିନିଆ ରାଜ୍ୟ
Read More...

ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ। ଫିଟନେସ୍ ପାର୍କରେ…

ରାଉରକେଲା : ୨୩/୧(ସତ୍ୟାନ୍ୟୁଜ) ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୬ ତମ ଜୟନ୍ତୀ ରାଉରକେଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଜନ୍ମଦିନ ପାଳନ କରାଯାଇଥିଲା। ରାଉରକେଲା ନେତାଜୀ
Read More...

ରାଉରକେଲା : ଲହୁଣୀପଡା , ବଣାଇ , କୋଇଡା ରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ୱାଗତ।

ରାଉରକେଲା/ବଣାଇ: ୨୨/୧/୨୩ (ସତ୍ୟାନ୍ୟୁଜ) ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ହକି ବିଶ୍ୱକପ ଟ୍ରଫି ଟୁରକୁ ଭବ୍ୟ ସ୍ବାଗତ କରାଯାଉଛି। ରବିବାର ଦିନ ଏହି ଟ୍ରଫି ଟୁରକୁ ଲହୁଣୀପଡ଼ା, କୋଇଡ଼ା, ବଣାଇଁ ବ୍ଲକରେ ସ୍ୱାଗତ କରିବା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ
Read More...