ବଣାଇ : ବଣାଇ ରେ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିଅନଶୀପ ଉଦଯାପିତ।। ଭୁବନେଶ୍ୱରର ଅମୃତ ଏବଂ ଅଭିଜିତ ଯୋଡି ଚମ୍ପିୟାନ।

0 268

ବଣାଇ : ୨୩/୧(ସତ୍ୟାନ୍ୟୁଜ)ସୁନ୍ଦର ଗଡ଼ ଜିଲ୍ଲା ବଣାଇ ରେ ଚାଲିଥିବା ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। YCC କ୍ଲବ ର ରୋପ୍ୟ ଜୟନ୍ତୀ ପାଳନ ଅବସରରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଇଣ୍ଡୋର ଷ୍ଟାଡିୟମ ଠାରେ ଅୟୋଜିତ ଏହି ତିନି ଦିନିଆ ରାଜ୍ୟ ସ୍ତରୀୟ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟରେ ସମୁଦାୟ ୪୯ ଟି ଟିମ୍ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଚମ୍ପିୟାନ ମାନଙ୍କୁ ନେଇ ଏହି ଖେଳ ହୋଇ ଥିବା ବେଳେ ଏଥିରେ ସିଙ୍ଗଲ ୨୭ଟି ଟିମ ଥିବା ବେଳେ ଡବଲସ୍ ରେ ୨୨ଟି ଟିମ ଯୋଗ ଦେଇ ଥିଲେ। ଫିଇନାଲ ଖେଳରେ ଅନିର ବାଣ ଏବଂ ସାଥି ସମ୍ବିତ କୁ ହରାଇ ଭୁବନେଶ୍ୱର ର ଅମ୍ରିତ ଏବଂ ଅଭିଜିତ ଚମ୍ପିୟାନ ହୋଇ ଥିଲେ।

Leave A Reply

Your email address will not be published.