Browsing Category
ଓଡିଶା
ରାଉରକେଲା: ହକି ବିଶ୍ୱକପ। ଭାରତ ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲ ରେ ହରାଇ ବିଜୟୀ।
ରାଉରକେଲା: ୨୮/୧(ସତ୍ୟାନ୍ୟୁଜ) ରାଉରକେଲାରେ ହକି ବିଶ୍ୱକପର ଶେଷ ଦିବସର ଶେଷ ମ୍ୟାଚ ରେ ଭାରତୀୟ ହକି ଦଳ ସାଉଥ ଆଫ୍ରିକା କୁ ୫-୨ ଗୋଲ ରେ ହରାଇ ବିଜୟୀ ହୋଇଛନ୍ତି। ହକି କ୍ଲାସିଫିକେସନ ମ୍ୟାଚ ରେ ଭାରତ ୯ମ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଛି। ରାଉରକେଲା ବିର୍ସ। ମୁଣ୍ଡା ଷ୍ଟାଡିଅମ ରେ!-->…
Read More...
Read More...
ରାଉରକେଲା : ଭଞ୍ଜ ଭବନରେ ୧୩ ଦିନ ଧରି ଚାଲିଥିବା ସରସ ମେଳା ଉଦଯାପିତ।। ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ।
ରାଉରକେଲା : ୨୭/୧(ସତ୍ୟାନ୍ୟୁଜ) ହକି ବିଶ୍ବକପ ଅବସରରେ ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଶୁକ୍ରବାର ଉଦଯାପିତ ହୋଇଯାଇଛି। ୧୩ ଦିନ ଧରି ଚାଲିଥିବା ଏହି ମେଳାରେ ୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।
ଉଦଯାପନି ସନ୍ଧ୍ୟାରେ ରାଉରକେଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା!-->!-->!-->…
Read More...
Read More...
ରାଜଗାଙ୍ଗପୁର : ଆଶ୍ଚର୍ଯ୍ୟ ବାଳିକା ପ୍ରଲିପ୍ତ।। ବିଭିନ୍ନ ଶ୍ଳୋକ ସହ ସାଧାରଣ ଜ୍ଞାନ ଚଟା ପଟ କହିଯାଉଛନ୍ତି। ଦେଶ…
ରାଜଗାଙ୍ଗପୁର: ୨୭/୧(ସତ୍ୟାନ୍ୟୁଜ) ଅନର୍ଗଳ ଶ୍ଳୋକ ଗାଉଥିବା ଏହି ଛୋଟ ଝିଅଟିର ବୟସ ମାତ୍ର ୬ ବର୍ଷ। ଶ୍ଳୋକ , ଦେବ ବନ୍ଦନା ସହ ସାଧାରଣ ଜ୍ଞାନରେ ମଧ୍ୟ ଏହି ବାଳିକାର ଅଗାଧ ଜ୍ଞାନ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଦେଖିବାକୁ ମିଳିଛି ଜଣେ ବାଳିକା ର ଏପ୍ରକାର ଅସାଧାରଣ!-->…
Read More...
Read More...
ରାଉରକେଲା: ପବନରୁ ବିଶୁଦ୍ଧ ପାନୀୟ ଜଳ ପ୍ରସ୍ତୁତ କରୁଛି ମେସିନ।। ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ରେ ଲାଗିଛି ୱାଟର…
ରାଉରକେଲା : ୨୭/୧(ସତ୍ୟାନ୍ୟୁଜ) ହକି ବିଶ୍ୱକପ ମ୍ୟାଚ ରାଉରକେଲା ରେ ମାତ୍ର ଆଉ ଗୋଟିଏ ଦିନ ଖେଳ ହେବ। ନୂଆ ଷ୍ଟାଡିଅମ ବ୍ୟତୀତ ଓଲି ଲ୍ୟାଣ୍ଡ ମଧ୍ୟ ରାଉରକେଲା ବାସୀଙ୍କୁ ବେଶ ଆକର୍ଷିତ କରିଛି। ବିର୍ସ। ମୁଣ୍ଡା ଷ୍ଟାଡିଅମ ପରିସରରେ ଆଉ ଏକ ଷ୍ଟଲ ମଧ୍ୟ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ!-->…
Read More...
Read More...
ରାଉରକେଲା : ୭୪ ତମ ସାଧାରଣ ଦିବସ ପାଳିତ।। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ମୁଖ୍ୟ ଅତିଥି ଭାବେ ଯୋଗଦେଲେ।
ରାଉରକେଲା : ୨୬/୧(ସତ୍ୟାନ୍ୟୁଜ) ସ୍ଥାନୀୟ ଉଦିତନଗର ସ୍ଥିତ ପ୍ୟାରେଡ ଗ୍ରାଉଣ୍ଡରେ ୭୪ତମ ସାଧାରଣତନ୍ତ୍ର ଦିବସ ବେଶ ଧୁମଧାମର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ!-->…
Read More...
Read More...
ସୁନ୍ଦରଗଡ଼: ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ।। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତୀରଞ୍ଜନ ଘଡାଇ ମୁଖ୍ୟ…
ସୁନ୍ଦରଗଡ଼:୨୬/୧(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ସ୍ଥିତ ରିଜର୍ଭ ପୋଲିସ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡ଼ାଇ ମୁଖ୍ୟଅତିଥି!-->…
Read More...
Read More...
ରାଉରକେଲା : ସହରର ବିଭିନ୍ନ ଛୋଟ ବଡ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ।। ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଏବଂ…
ରାଉରକେଲା : ୨୬/୧(ସତ୍ୟାନ୍ୟୁଜ) ୭୪ ତମ ସାଧାରଣତନ୍ତ୍ର ଦିବସ ରାଉରକେଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଉଦିତନଗର ପ୍ୟାରେଡ଼ ପଡିଆ ଏବଂ ଇସ୍ପାତ ଷ୍ଟାଡିଅମ ବ୍ୟତୀତ ଛୋଟ ବଡ ଅନୁଷ୍ଠାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ରାଉରକେଲା ୬ ନମ୍ବର ସେକ୍ଟର ସ୍ଥିତ ବସ୍ତିଆ!-->…
Read More...
Read More...
ରାଉରକେଲା : ଜୋଇଁ ର ସାବଳ ମାଡରେ ଶାଶୁ ମୃତ , ଶ୍ୱଶୁର ଗୁରୁତର।। ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ସୂଚନା।। ଅଭିଯୁକ୍ତ…
ରାଉରକେଲା: ୨୫/୧(ସତ୍ୟାନ୍ୟୁଜ) ବିଶ୍ରା ଥାନା ଅନ୍ତର୍ଗତ କାତେପୁର ଅଞ୍ଚଳରେ ଘଟଯାଇଛି ଏକ ଅଭାବନୀୟ ଘଟଣା। ଜୋଇଁ ନିଜ ଶାଶୁକୁ ସାବଳରେ ମାରି ହତ୍ୟା କରିଛି। ଖାଲି ସେତିକି ନୁହେଁ ଜୋଇଁର ସାବଳ ମାଡରେ ଶ୍ୱଶୁର ମଧ୍ୟ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ଏହି!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲାରେ ଶେଷ ହେଲା ହକି ବିଶ୍ୱକପ ଟ୍ରଫି ଟୁର।। ୧୭ ଟି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଟ୍ରଫିକୁ…
ସୁନ୍ଦରଗଡ଼/ରାଉରକେଲା: ୨୪/୧ ( ସତ୍ୟାନ୍ୟୁଜ) ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଶ୍ୱକପ୍ ଟ୍ରଫି ଟୁର୍ ଶେଷ ହୋଇଛି। ମଙ୍ଗଳବାର ଦିନ ଏହି ଟ୍ରଫି ରାଜଗାଙ୍ଗପୁର ବ୍ଲକ ପରିକ୍ରମା କରିବା ପରେ ଏହାକୁ ବିଦାୟ ଦିଆଯାଇଥିଲା। ଏହି ଟ୍ରଫି ଟୁର୍ ପାଇଁ ଲେଫ୍ରିପଡ଼ାରୁ କୋଇଡ଼ା ପର୍ଯ୍ୟନ୍ତ ଏକ!-->…
Read More...
Read More...
ସୁନ୍ଦରଗଡ: ବୋମା ବିସ୍ପୋରଣରେ ଜଣେ ଶିଶୁ ଗୁରୁତର।। ମେଡିକାଲରେ ଭର୍ତ୍ତି।। ବାରାହା ଶିକାର ଲାଗି ଖଞ୍ଜା ଯାଇଥିଲା…
ସୁନ୍ଦରଗଡ଼ : ୨୪/୧(ସତ୍ୟାନ୍ୟୁଜ) ବାରାହା ମାରିବାକୁ ଖଞ୍ଜା ଯାଇଥିଲା ବୋମା। କିନ୍ତୁ ବାରାହା ବଦଳରେ ବୋମା ବିସ୍ପୋରଣର ଶିକାର ହେଲେ ୧୦ ବର୍ଷ ବୟସ ର ଜଣେ ଶିଶୁ। ଶିଶୁଟିର ବୋମା ଉପରେ ଗୋଡ଼ ପଡିଯିବାରୁ ବୋମାଟି ଫୁଟି ଗଲା । ଯାହା ଫଳରେ ଶିଶୁ ଟି ଗୁରୁତର ଭାବେ ଆହତ ହୋଇ ମେଡିକାଲ ରେ!-->…
Read More...
Read More...