Browsing Category

ଓଡିଶା

ରାଉରକେଲା : ବେଦବ୍ୟାସ ଠାରେ ଆସନ୍ତାକାଲି ମହା ଶିବରାତ୍ରୀ ସହ ଜାଗର ମେଳା ଆରମ୍ଭ।। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ…

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମହାଶିରାତ୍ରୀ ବଡ଼ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏନେଇ ବେଦ୍ୟାବସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାଶିବରାତ୍ରୀ
Read More...

ସୁନ୍ଦରଗଡ଼ : ଲୋକ ମାନଙ୍କୁ ମିଳୁଛି ସ୍ୱାସ୍ଥ୍ୟକର ସ୍ୱାଦିଷ୍ଟ ଖାଦ୍ୟ।। ମିଶନ ଶକ୍ତିର ମା ମାନଙ୍କୁ ମିଳୁଛି ଜୀବିକା।

ସୁନ୍ଦରଗଡ଼ : ୧୭/୨(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି ‘ମିଶନ ଶକ୍ତି କାଫେ’। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ୱାରା ପରିଚାଳିତ ଏହି କାଫେରେ ସ୍ୱାସ୍ଥ୍ୟକର
Read More...

ରାଉରକେଲା : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବସ୍ତିରେ ପାନୀୟ ଜଳ ସଙ୍କଟ ଅଭିଯୋଗ।। ଶୀଘ୍ର ସମସ୍ୟାର ସମାଧାନ…

ରାଉରକେଲା : ୧୭/୨ (ସତ୍ୟାନ୍ୟୁଜ) ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ଇସ୍ପାତ ସହରାଞ୍ଚଳରେ ଥିବା ୫୦ ପ୍ରତିଶତ ରୁ ଅଧିକ ବସ୍ତିରେ ପାନୀୟ ଜଳ ସଙ୍କଟ ଉତ୍କଟ ହୋଇଛି। ଚଳିତ ବର୍ଷ ଫେବୃଆରୀ ମାସ ଆରମ୍ଭରୁ ସହରରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଲାଣି। ତେଣୁ ଆଗାମୀ ଦିନରେ ଜଳ ସଙ୍କଟ ଦେଖାଯିବାର
Read More...

ରାଇରଙ୍ଗପୁର : କେନ୍ଦ୍ରର ଚାଉଳ କାଟ ପ୍ରସଙ୍ଗରେ ବିଜେଡିର ପ୍ରତିବାଦ ସଭା।। ବିଡ଼ିଓଙ୍କ ଜରିଆରେ ଦେଲେ ଦାବିପତ୍ର।

ମୟୁରଭଞ୍ଜ : ୧୭/୨ (ସତ୍ୟାନ୍ୟୁଜ) କୋଭିଡ ସମୟରେ କେନ୍ଦ୍ର ଦେଉଥିବା ଅତିରିକ୍ତ ୫ ଜେଜି ଚାଉଳ କାଟ ପ୍ରସଙ୍ଗକୁ ବିରୋଧ କରିଛି ବିଜେଡି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୧୦ କେଜି ରୁ ୫ କେଜି କରିବା ନେଇ ରାଇରଙ୍ଗପୁର ବିଜେଡି ନଗର ସଭାପତି ପ୍ରଭାତ ପଟ୍ଟନାୟକ ଙ୍କ ସଭାପତିତ୍ବରେ
Read More...

ରାଉରକେଲା : ୫ ଲକ୍ଷ ଟଙ୍କାର ନକଲି ମଦ ଜବତ କଲେ ଅବକାରୀ ବିଭାଗ।। ୨ ମହିଳାଙ୍କ ସମେତ ୩ ଜଣ ଗିରଫ।। ବହୁ ପରିମାଣର ଠିପି…

ରାଉରକେଲା : ୧୬/୨ (ସତ୍ୟାନ୍ୟୁଜ) ୧୨ ବୋତଲ ମଦକୁ ୪୮ ବୋତଲ ମଦ କରାଯାଏ। ବାହାର ରାଜ୍ୟରୁ ଥୋକ ହିସାବରେ ମଦ ଆଣି ସେଗୁଡିକ ପ୍ରଥମେ ଷ୍ଟକ ରଖାଯାଏ। ପରେ ଏହି ମଦରେ ପାଣି ମିଶାଯାଇ ଅନ୍ୟ ବୋତଲରେରି-ପ୍ୟାକିଙ୍ଗ କରାଯାଏ। ଏହାପରେ ଏହି ବୋତଲରେ ନାମିଦାମୀ ମଦ କମ୍ପାନୀର ଲେବଲ ମରାଯାଇ ବଜାର କୁ
Read More...

ରାଉରକେଲା : କେନ୍ଦ୍ର ବିରୁଦ୍ଧରେ ବିଜେଡିର ପ୍ରତିବାଦ ସଭା।। ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୫କେଜି ଚାଉଳ କାଟି…

ରାଉରକେଲା/ସୁନ୍ଦରଗଡ : ୧୬/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆ ଯାଉଥିବା ୫ କେଜି ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଗରିବଙ୍କ ଆହାରକୁ ବନ୍ଦ କରି ଦେଇଥିବା ଅଭିଯୋଗ କରି ରାଉରକେଲା ତଥା ସୁନ୍ଦରଗଡରେ ବିଜେଡି
Read More...

ରାଉରକେଲା : ଆଉ ମାତ୍ର ଦିନକ ପରେ ମହାଶିବରାତ୍ରି ଜାଗର ମେଳା।। ଶୈବ୍ୟ ପୀଠ ବେଦବ୍ୟାସରେ ପ୍ରସ୍ତୁତି ଜୋରସୋରରେ…

ରାଉରକେଲା : ୧୬/୨ (ସତ୍ୟାନ୍ୟୁଜ) ଆଉ ମାତ୍ର ଦିନକ ପରେ ମହା ଶିବରାତ୍ରୀ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶୈବ୍ୟପୀଠ ବେଦବ୍ୟାସ। ଚଳିତ ବର୍ଷ ମହା ଶିବରାତ୍ରୀ ଅବସରରେ ବେଦବ୍ୟାସରେ ଜାଗର ମେଳା ମଧ୍ୟ ହେଉଛି। ଏହି ମେଳା ୧୫ ଦିନ ଧରି ଚାଲିବ। କରୋନା ମହାମାରୀ କଟକଣା ଯୋଗୁ ଦୁଇ ବର୍ଷ ହେଲା
Read More...

ବଣାଇ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କେଜି ଚାଉଳ କଟା ଯାଇଥିବା ଅଭିଯୋଗ।। ବିଜେଡିର ପ୍ରତିବାଦ ସଭା।

ବଣାଇ: ୧୬/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦିଆ ଯାଉଥିବା ୫ କେଜି ଚାଉଳକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଗରିବଙ୍କ ଆହାରକୁ ବନ୍ଦ କରି ଦେଇଥିବା ଅଭିଯୋଗ କରି ବଣାଇଁ ବିଜେଡି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ
Read More...

ରାଜଗାଙ୍ଗପୁର : ଡାଲମିଆ ଭାରତ ଫାଉଣ୍ଡସନକୁ ସୁନ୍ଦରଗଡ ଜିଲ୍ଲାର ନି-କ୍ଷୟ ମିତ୍ର ଭାବେ ମନୋନୀତ।। ଯକ୍ଷ୍ମା ରୋଗୀଙ୍କୁ…

ରାଜଗାଙ୍ଗପୁର : ୧୫/୨ (ସତ୍ୟାନ୍ୟୁଜ) ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭରତ ଅଭିଯାନ ଅଧୀନରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହକ (ସିଏସଆର) ବିଭାଗ ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‌) କୁ ସୁନ୍ଦରଗଡ ଜିଲ୍ଲାର ନି-କ୍ଷୟ ମିତ୍ର ଭାବରେ ମନୋନୀତ
Read More...

ମୟୁରଭଞ୍ଜ : ନିମ୍ନ ମାନର କଂକ୍ରିଟ ରୋଡ଼ କାମର ଅଭିଯୋଗ।। ବିହିତ ପଦକ୍ଷେପ ନେବାକୁ ଜାମଦା ବିଡ଼ିଓ ଙ୍କୁ ଅନୁରୋଧ କଲେ…

ଜାମଦା : ୧୫/୨ (ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଳକର ମହିଷାକୁଦର ଗ୍ରାମର କଂକ୍ରିଟ ରୋଡ଼ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି। ତାଳଗାଁ ପଞ୍ଚାୟତର ତଳସାହି ରେ ଦୁଇଲକ୍ଷ ଟଙ୍କାର କାମ ବିଭାଗୀୟ ଅଧିକାରୀଙ୍କ ନାମରେ ହେଉଛି। କାମଟି ଅତି ନିମ୍ନର ହୋଇ ଥିବାରୁ ଗ୍ରାମବାସୀ
Read More...