Browsing Category
ଓଡିଶା
ରାଉରକେଲା : ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଜେପି।। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଲାଗି…
ରାଉରକେଲା : ୨୬/୨(ସତ୍ୟାନ୍ୟୁଜ) ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ରାଉରକେଲା ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି!-->…
Read More...
Read More...
ରାଉରକେଲା : ରାଜସ୍ଥାନ ପରିଷଦର ଚାରି ଦିବସୀୟ ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଆରମ୍ଭ।। ଶନିବାର ଦିନ ବାହାରିଲା ଭବ୍ୟ…
ରାଉରକେଲା ୨୫/୨((ସତ୍ୟାନ୍ୟୁଜ) ରାଜସ୍ଥାନ ପରିଷଦର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ବାସନ୍ତୀ କଲୋନୀ ନିକଟସ୍ଥ ଡିଏଭି କ୍ରିକେଟ ପଡିଆରେ ଚାରି ଦିବସୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଧୁସୂଦନ ମାର୍ଗ ସ୍ଥିତ ଅମର ଭବନ ପରିସରରୁ!-->…
Read More...
Read More...
ମୟୁରଭଞ୍ଜ : ସଫେଇ କର୍ମଚାରୀଙ୍କୁ ‘ଗରୀମା’ ଯୋଜନାରେ ସାମିଲ କରିବାକୁ ଶିବିର।। କାରଞ୍ଜିଆ ପୌରପାଳିକା…
ମୟୂରଭଞ୍ଜ : ୨୫/୨(ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୌରପାଳିକା ସଫେଇ କର୍ମଚାରୀ ଙ୍କୁ ଗରିମା ଯୋଜନାରେ ସାମିଲ କରାଯିବା ନେଇ ଏକ ଶିବିର ଆୟୋଜିତ ହୋଇଯାଇଛି। ପୌରପାଳିକା କଲ୍ୟାଣ ମଣ୍ଡପରେ ଅୟୋଜିତ ଏହି ଶିବିର ୟୁ,ଏସ ଏଫ ର କ୍ଷେତ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଓମପ୍ରକାଶ ରଥ ଙ୍କ!-->…
Read More...
Read More...
ମୟୁରଭଞ୍ଜ : ରାଜ୍ୟ ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର କୁମାର ପରିଜାଙ୍କ ଜିଲ୍ଲା ଗସ୍ତ।
ମୟୁରଭଞ୍ଜ : ୨୫/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଜ୍ୟ ଗଣଶିକ୍ଷା ବିଭାଗ ଉପଦେଷ୍ଟା ଶିଶିର କୁମାର ପରିଜା ବହଳଦା ବ୍ଲକର ଝରାଡ଼ିହି ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟଙ୍କ ସହ!-->…
Read More...
Read More...
ରାଉରକେଲା : କୋଭିଡ ରେ ପ୍ରାଣ ହରାଇଥିବା ସାମ୍ବାଦିକ ତପନ ମଲ୍ଲିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି…
ରାଉରକେଲା: ୨୪/୨(ସତ୍ୟାନ୍ୟୁଜ) କୋଭିଡ୍ ମହାମାରୀରେ ପ୍ରାଣ ହରାଇଥିବା ବଣାଇଁର ସାମ୍ବାଦିକ ତପନ ମଲ୍ଲିକ ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ଶୁକ୍ରବାର ଦିନ!-->…
Read More...
Read More...
ରାଇରଙ୍ଗପୁର : ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ।। ପ୍ରାଥମିକ ଚିକିତ୍ସା ପଦ୍ଧତି ଉପରେ…
ମୟୁରଭଞ୍ଜ : ୨୪/୨ (ସତ୍ୟାନ୍ୟୁଜ)( ଶ୍ୟାମଳେନ୍ଦୁ ପରିଡା) ବାମନଘାଟୀ ଉପଖଣ୍ଡ ବିଜାତଳା ଠାରେ ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ରାଇରଙ୍ଗପୁର ରେଞ୍ଜର ସତ୍ୟବ୍ରତ ପଟ୍ଟନାୟକ,ବିଜାତଳା ବ୍ଲକ୍ଏ ଭି ଏ ଏସ୍ ଦିଲ୍ଲିପ କୁମାର!-->…
Read More...
Read More...
ମୟୁରଭଞ୍ଜ : ରାଇରଙ୍ଗପୁର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ଶେଷ ଦିନରେ ୧୦ଟି ଟିମ ଭାଗ ନେଲେ।
ମୟୁରଭଞ୍ଜ : ୨୪/୨(ସତ୍ୟାନ୍ୟୁଜ) ରାଇରଙ୍ଗପୁର ପ୍ରିମିୟର ଲିଗ୍ କ୍ରିକେଟ୍ ଟୁଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ରାଇରଙ୍ଗପୁର କଚେରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ମ ରାଇରଙ୍ଗପୁର ପୋୖରାଧ୍ୟକ୍ଷ ଅଭିଶେକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।!-->…
Read More...
Read More...
ସୁନ୍ଦରଗଡ଼ : ଗେଣ୍ଡୁଫୁଲ ଚାଷ କରି ଟମାଟୋ ଚାଷ ଠାରୁ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି ଏସ୍ ଏସ୍ ଜି ମହିଳା।। ଫୁଲ କେଜି…
• ପାଇଲଟ୍ ପକଳ୍ପ ଭାବେ ୬ଟି ବ୍ଲକରେ ଫୁଲ ଚାଷ• ୧୮ଟି ଏସଏଚଜିର ୧୮୦ ଜଣ ସଦସ୍ୟାଙ୍କୁ ଜୀବିକା• ଜିଲ୍ଲାର ସମସ୍ତ ୧୭ ବ୍ଲକକୁ ଫୁଲ ଚାଷ ସଂପ୍ରସାରଣ କରିବାକୁ ଲକ୍ଷ୍ୟ
ସୁନ୍ଦରଗଡ଼/ରାଉରକେଲା : ୨୪/୨ (ସତ୍ୟାନ୍ୟୁଜ) ‘‘ଆଗରୁ ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ।!-->!-->!-->…
Read More...
Read More...
ରାଉରକେଲା : ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।। ଅଭିଯୁକ୍ତ ଶିକ୍ଷକ ଗିରଫ।। ଉଦିତନଗର…
ରାଉରକେଲା : ୨୪/୨ (ସତ୍ୟାନ୍ୟୁଜ) ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ପୋଲିସ କୋଚିଂ ସେଣ୍ଟର ର ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକଙ୍କ ନାମରେ ରାଉରକେଲା ଉଦିତନଗର ଥାନାରେ ମାମଲା ଦାୟର ହୋଇଛି। ପୋଲିସ ତଦନ୍ତ ଜାରି ରହିଛି।ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ବଣାଇ : ବିଦ୍ୟୁତ ଖୁଣ୍ଟକୁ ବ୍ରିଜ ଭାବେ ବ୍ୟବହାର କରି ଯିବା ଆସିବା କରୁଛନ୍ତି ଗ୍ରାମବାସୀ।। ଗୁରୁଣ୍ଡିଆ ବ୍ଲକକୁ…
ବଣାଇ/ରାଉରକେଲା : ୨୪/୨ (ସତ୍ୟା ନ୍ୟୁଜ) ଲୋକ ମାନେ ବିପଦ ସଙ୍କୁଳ ଅବସ୍ଥାରେ ପାର ହେଉଛନ୍ତି ନାଳ। ଏହା କୌଣସି ଅସ୍ଥାୟୀ ବ୍ରିଜ ନୁହେଁ , ଇଲେକ୍ଟ୍ରିକ ଖୁଣ୍ଟକୁ ପକାଇ ବ୍ରିଜ ଭାବେ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଏହି ଇଲେକ୍ଟ୍ରିକ ଖୁଣ୍ଟ ବ୍ରିଜକୁ ଦେଖିଲେ ଗ୍ରାମାଞ୍ଚଳରେ ବିକାଶ କିପରି!-->…
Read More...
Read More...