Browsing Category

ଓଡିଶା

ରାଉରକେଲା : ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର ଅୟୋଜିତ।। ଛେଣ୍ଡ ଥାନା ପରିସରରେ ଅୟୋଜିତ।

ରାଉରକେଲା : ୯/୪ (ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ପୁଲିସ ଥାନା ପରିସରରେ ଥିବା ଆଦର୍ଶ ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ଠାରେ ରାଉରକେଲା ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ତରଫରୁ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିରର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରକୁ ହାଇଟେକ୍ ଗୃପ୍ ଅଫ୍
Read More...

ରାଇରଙ୍ଗପୁର : ଜିଲ୍ଲା ଗଠନ ଦାବିରେ ସୋମବାର ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ।। ବନ୍ଦ ଡାକରା ଦେଲା ଜିଲ୍ଲା…

ରାଇରଙ୍ଗପୁର : ୯/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ଜିଲ୍ଲା ଗଠନ ଦାବିରେ ଆସନ୍ତାକାଲି ୧୨ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଡାକରା ଦିଆଯାଇଛି। ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ଆନୁକୂଲ୍ୟରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ହୋଇଯାଇଛି। ୧୦ ତାରିଖ ସକାଳ ୬ଟାରୁ
Read More...

ରାଉରକେଲା: ରମଜ଼ାନ ଏବଂ ଇଦ ପର୍ଵ ଶାନ୍ତି ଶୃଙ୍ଖଳା ସହ ପାଳନ ନେଇ ପ୍ଲାଣ୍ଟସାଇଟ ଥାନାରେ ବୈଠକ।

ରାଉରକେଲା : ୯/୪ (ସତ୍ୟାନ୍ୟୁଜ) ପବିତ୍ର ରମଜାନ ମାସ ଏବଂ ଇଦ ପର୍ଵ ଶାନ୍ତି ଶୃଙ୍ଖଳା ସହ ପାଳିତ ହେବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ଲାଣ୍ଟସାଇଟ ଥାନାରେ ରବିବାର ଦିନ ଅୟୋଜିତ ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଇଣ୍ଟିଗ୍ରେସନ ଫୋରମର ସଦସ୍ୟ
Read More...

ମୟୁରଭଞ୍ଜ : କାରଞ୍ଜିଆରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ବଜ୍ରପାତ।। ୩ ମୃତ , ୫ ଆହତ।

ମୟୁରଭଞ୍ଜ : ୯/୪ ( ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଗଛକୁ ମାରିଲା ବିଜୁଳି। ବଜ୍ରପାତରେ ଗଛ ଜଳି ଗଲା। ପାଖରେ ଥିବା ଏକ ଘର ମଧ୍ୟ ଜଳିଗଲା। ଅନ୍ତିମ ସଂସ୍କାର ପାଇଁ ଆସିଥିବା ୩ ଜଣ ମୃତ୍ୟୁ ବରଣ କଲେ ବଜ୍ରପାତରେ। ୫ଜଣ ଆହତ ହେଲେ।
Read More...

ରାଉରକେଲା : ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି।। ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ୱୟଂ ସହାୟକ…

ରାଉରକେଲା : ୮/୪ (ସତ୍ୟାନ୍ୟୁଜ) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ଜୋର ଧରିଛି। ଏହି ଦାବିରେ ଶନିବାର ଦିନ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାଉରକେଲା ହନୁମାନ ବାଟିକାରେ ଭୋଟିଂ ବ୍ଯବସ୍ଥା କରାଯାଇଥିଲା। ଏହା
Read More...

ରାଇରଙ୍ଗପୁର : ପରିବା ମାର୍କେଟର ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଦାବି। ପିଣ୍ଡି ଉପରେ ଛପର , ଶୌଚାଳୟରେ ପାଣିନାହିଁ।

ରାଇରଙ୍ଗପୁର : ୮/୪ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର ମୁଖ୍ୟ କଚେରୀ ପରିବା ମାର୍କେଟ ରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପରିବା ବିକାଳୀ ମାନଙ୍କର ଦୁଃଖ ଯାଉନାହିଁ। ଏଠାରେ ମ୍ୟୁନିସିପାଲିଟି ପକ୍ଷରୁ ସେମାନଙ୍କ ପାଇଁ ପିଣ୍ଡି କରାଯାଇଛି। ମାତ୍ର ବର୍ଷେ ଅତିକ୍ରାନ୍ତ ହେବାପରେ ମଧ୍ୟ
Read More...

ବିରମିତ୍ରପୁର : ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ।। ସିଡିଏମଓ ଙ୍କୁ ସ୍ମାରକ ପତ୍ର…

ବିରମିତ୍ରପୁର : ୮/୪ (ସତ୍ୟାନ୍ୟୁଜ) ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବିରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ଚିନ୍ତା ବ୍ୟକ୍ତ କରା ଯାଇଛି। ହସପିଟାଲ ରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନଥିବା ଅଭିଯୋଗ କରିଛି ମଞ୍ଚ। ଏହାସହଅଲ୍ଟ୍ରା ସାଉଣ୍ଡ ,
Read More...

ରାଉରକେଲା : ଆଦି ମହୋତ୍ସବ ୨୦୨୩ ୫ ନମ୍ବର ସେକ୍ଟର ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ।। ପ୍ରଧାନମନ୍ତ୍ରୀ ଟ୍ୱିଟ କରି…

ରାଉରକେଲା : ୮/୪ (ସତ୍ୟାନ୍ୟୁଜ) ରାଉରକେଲା ୫ ନମ୍ବର ସେକ୍ଟର ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ ହୋଇ ଯାଇଛି ଆଦି ମହୋତ୍ସବ। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଶୁକ୍ରବାର ସନ୍ଧ୍ୟାରେ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ,
Read More...

ରାଉରକେଲା : ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ।। ଲାୟନ୍ସ କ୍ଲବ ରାଉରକେଲା , ପାନପୋଷ ପକ୍ଷରୁ…

ରାଉରକେଲା : ୭/୪ (ସତ୍ୟାନ୍ୟୁଜ) ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଲାୟନ୍ସ କ୍ଲବ୍ ,ରାଉରକେଲା , ପାନପୋଷ ପକ୍ଷରୁ ଏକ ରକ୍ତଦାନ ଶିବିରର ଅୟୋଜନ କରାଯାଇଥିଲା। ଲାୟନ୍ସ କ୍ଲବର ଅଧ୍ଯକ୍ଷ ବରୁଣ ସୋମାନୀଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ବିରଜାପାଲ୍ଲୀର ମାହେଶ୍ବରୀ ଭବନଠାରେ ଅନୁଷ୍ଠିତ
Read More...

ମୟୁରଭଞ୍ଜ : ୨ ମାସ ପାଇଁ ୧୪୪ ଧାରା ଲାଗୁ କଲା ପ୍ରଶାସନ।। ଚଢେଇଭୋଳ କୁମ୍ଭାରସାହି ଗୋଷ୍ଠୀ ସଂଘର୍ଷ ଉତ୍ତେଜନାକୁ ନେଇ…

ମୟୁରଭଞ୍ଜ : ୭/୪(ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଉଭୋଳ କୁମ୍ଭାରସାହି ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ୨ ମାସ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ। ରାମ ନବମୀରେ କୁମ୍ଭାରସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାର କୌଣସି
Read More...