Browsing Category
ଓଡିଶା
ସୁନ୍ଦରଗଡ଼ : ଦ୍ରୁବୃତ୍ତଙ୍କ ଗୁଳିମାଡରେ ଛେଳି ବେପାରୀ ମୃତ।। ଗୁଳି ମାରି ୯ ଲକ୍ଷ ଟଙ୍କା ଲୁଟି ନେଇ ଗଲେ।
ସୁନ୍ଦରଗଡ : ୧୩/୪ (ସତ୍ୟାନ୍ୟୁଜ) ମୁଖା ପିନ୍ଧା ଦୃବୃତ୍ତଙ୍କ ଗୁଳିମାଡ ରେ ଜଣେ ଛେଳି ବେପାରୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଦୃବୃତ୍ତ ମାନେ ମୃତ ଛେଳି ବେପାରୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି!-->…
Read More...
Read More...
ରାଉରକେଲା : ଟ୍ରକ-ବାଇକ ମୁହାଁମୁହିଁ ଧକ୍କା।। ଜଣେ ମୃତ , ଜଣେ ଗୁରୁତର।। ରାଜାମୁଣ୍ଡା ଛକ ନିକଟରେ ଦୁର୍ଘଟଣା।
ରାଉରକେଲା : ୧୨/୪ (ସତ୍ୟାନ୍ୟୁଜ) ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠା ଯାଇଥିବା ଜଣାପଡିଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ!-->…
Read More...
Read More...
ସୁନ୍ଦରଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଦିନରେ ଦୁଇଟି ହାତୀର ମୃତ୍ୟୁ।। ହାତୀ ସୁରକ୍ଷା ନେଇ ନିଆ ଯାଉଥିବା…
ରାଉରକେଲା : ୧୧/୪ (ସତ୍ୟାନ୍ୟୁଜ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନ!-->…
Read More...
Read More...
ରାଉରକେଲା : ସୁନ୍ଦରଗଡ ଜିଲ୍ଲାରେ ଫଳ ଚାଷୀଙ୍କୁ ପ୍ରୋତ୍ସାହନ।। ଚାଷୀ ମାନେ ପଡିଆ ଜମିରେ ଆମ୍ବ , ଲେମ୍ବୁ , କାଜୁ ଚାଷ…
ସୁନ୍ଦରଗଡ଼ : ୧୧/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଜନଜାତି ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ!-->…
Read More...
Read More...
ରାଉରକେଲା : କଂଗ୍ରେସ ପ୍ରତିନିଧି ମଣ୍ଡଳ ଆର ଏମ୍ ସି ଡେପୁଟି କମିଶନରଙ୍କୁ ଭେଟିଲେ।। ବିଭିନ୍ନ ସମସ୍ୟା ନେଇ ଆଲୋଚନା।
ରାଉରକେଲା : ୧୧/୪ (ସତ୍ୟାନ୍ୟୁଜ) ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଦିନ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ରାଉରକେଲା ମହାନଗର ନିଗମର ଡେପୁଟି କମିଶନରଙ୍କୁ ଭେଟିଛନ୍ତି। ମଧୁବାବୁ ପେନସନ ଯୋଜନାରେ ଥିବା ହିଧିକାରୀଙ୍କୁ ଠିକ ଭାବେ ପେନସନ ମିଳିବା , ବସ୍ତି ଅଞ୍ଚଳରେ ଜାଗା ମିଶନ!-->…
Read More...
Read More...
ବଣେଇ : ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଠିକା ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। ମୃତ୍ୟୁର କାରଣ…
ବଣେଇ : ୧୧/୪ (ସତ୍ୟାନ୍ୟୁଜ) ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବଣେଇ କାନ୍ତଯୋଡି ନିକଟରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସେ ସିଂହଭୂମ ଅଞ୍ଚଳର ବୋଲି ଜଣା ପଡ଼ିଛି। ମୃତ୍ୟୁର କାରଣ ବିଦ୍ୟୁତ କରେଣ୍ଟ କିମ୍ବା ଅଂଶୁଘାତ ଜନିତ ତାହା!-->…
Read More...
Read More...
ସୁନ୍ଦରଗଡ : ବୋଲେରୋ ଉପରେ ମାଡିଗଲା ପୋକଲେନ।। ୨ମୃତ , ୪ ଗୁରୁତର।। ଘଟଣା ସ୍ଥଳରେ ଉତ୍ତେଜନା।
ସୁନ୍ଦରଗଡ଼ : ୧୨/୪ (ସତ୍ୟାନ୍ୟୁଜ) କୋଇଲା ଖଣିରେ ବୋଲେରୋ ଉପରେ ମାଡ଼ିଗଲା ପୋକଲେନ୍। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ରାୟଗଡ଼ ଜିନ୍ଦଲ ହସପିଟାଲ ସ୍ଥାନାନ୍ତର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ!-->…
Read More...
Read More...
ରାଉରକେଲା : ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ।। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମାନଙ୍କରେ ପାନୀୟ ଜଳ ଏବଂ…
ରାଉରକେଲା : ୧୧/୪ (ସତ୍ୟାନ୍ୟୁଜ) ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର!-->…
Read More...
Read More...
ରାଉରକେଲା : ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକରେ ଯୁଗ୍ମ ଜନଶୁଣାଣୀ।। ୧୬୭ ଟି ମାମଲାରୁ ୧୩ଟିର ତୁରନ୍ତ ସମାଧାନ।
ରାଉରକେଲା : ୧୦/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି!-->…
Read More...
Read More...
ରାଇରଙ୍ଗପୁର : ସ୍ୱତନ୍ତ୍ର ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଶାନ୍ତିପୂର୍ଣ୍ଣ।। ବନ୍ଦ ଡାକରା ଦେଇଛି…
ରାଇରଙ୍ଗପୁର : ୧୦/୪ (ସତ୍ୟାନ୍ୟୁଜ) ରାଇରଙ୍ଗପୁରକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀରେ ସୋମବାର ଦିନ ଦିଆଯାଇଥିବା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ରାଇରଙ୍ଗପୁର ଉପଖଣ୍ଡ ର ସମସ୍ତ ବ୍ଲକ ସମେତ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଯାନ ବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।!-->…
Read More...
Read More...