Browsing Category

ଓଡିଶା

ଠାକୁରମୁଣ୍ଡା : ଦୁର୍ଘଟଣା ଗ୍ରସ୍ତ ଗାଡିର ଚାରି ଚକା ଖୋଲି ନେଲେ ଦ୍ରୁବୃତ୍ତ।। ଗାଡି ମାଲିକ କ୍ରେନ ସହାୟତାରେ ଗାଡି…

ମୟୁରଭଞ୍ଜ : ୨୯/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଦୁର୍ଘଟଣା ଗ୍ରସ୍ତ ହୋଇ ଗାଡି ଛିଡ଼ା ହୋଇଥିଲା ଜଙ୍ଗଲିଆ ରାସ୍ତାରେ। ଦ୍ରୁବୃତ୍ତ ମାନେ ଖୋଲି ନେଲେ ଗାଡିର ଚାରି ଚକା ସହ ବ୍ୟାଟେରୀ। ଫଳରେ ମାଲିକ କ୍ରେନ ସାହାଯ୍ୟରେ ଘଟଣା ସ୍ଥଳରୁ ଗାଡି ନେଇଥିଲେ। ଏହି ଘଟଣା ଘଟିଛି ମା
Read More...

ସୁନ୍ଦରଗଡ଼ : ଛେଳି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଏବଂ ଲୁଟ୍ ମାମଲାର ପର୍ଦ୍ଦାଫାସ।। ୭ ଅଭିଯୁକ୍ତ ଗିରଫ। ପିସ୍ତଲ ,…

ସୁନ୍ଦରଗଡ଼ : ୨୯/୪ (ସତ୍ୟାନ୍ୟୁଜ) ଛେଳି ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଏବଂ ୯ ଲକ୍ଷ ଲୁଟ୍ ମାମଲାରେ ସୁନ୍ଦରଗଡ଼ ପୋଲିସ କୁ ମିଳିଛି ବଡ ସଫଳତା । ହତ୍ୟା ଏବଂ ଲୁଟ୍ ଅଭିଯୋଗରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ହତ୍ୟାରେ ବ୍ୟବହୃତ ୨ଟି ପିସ୍ତଲ , ଜୀବନ୍ତ ଗୁଳି , ୨ଟି
Read More...

ରାଉରକେଲା : ରାଉରକେଲା ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ପାଳିତ।। ଏହାସହ ଆଇନଜୀବୀ ଦିବସ ପାଳନ ଅବସରରେ…

ରାଉରକେଲା : ୨୮/୪ (ସତ୍ୟାନ୍ୟୁଜ) ରାଉରକେଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁବାବୁଙ୍କ ୧୭୫ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହାସହ ଆଇନଜୀବୀ ଦିବସ ମଧ୍ୟ ପାଳନ କରାଯାଇଛି। ଉଦିତନଗର ବିରଜାପାଲି ନିକଟ ନୂତନ କୋର୍ଟ ପରିସରରେ ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ରର ଅୟୋଜନ କରାଯାଇଥିଲା।
Read More...

ରାଇରଙ୍ଗପୁର : ରାଇରଙ୍ଗପୁର ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ସହ ଆଇନଜୀବୀ ଦିବସ ପାଳିତ।

ରାଇରଙ୍ଗପୁର : ୨୮/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ ରାଇରଙ୍ଗପୁର ବାର ଆସୋସିଏସନ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ପାଳିତ ହୋଇ ଯାଇଛି। ଏହାସହ ଆଇନଜୀବୀ ଦିବସ ମଧ୍ୟ ପାଳିତ ହୋଇଛି। ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି
Read More...

ମୟୁରଭଞ୍ଜ : କରଞ୍ଜିଆ ଥାନା ଦରି ଗ୍ରାମରେ ବଜ୍ରପାତରେ ୨ ଯୁବକଙ୍କ ମୃତ୍ୟୁ।। ଗଛମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତର…

କରଞ୍ଜିଆ : ୨୮/୪ (ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମରେ ବଜ୍ରପାତ ଯୋଗୁଁ ଦୁଇଜଣ ଯୁବକ ଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ ଦରି ଗ୍ରାମର ଲୋକାସାହି ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ଏହି ଗ୍ରାମର ଦୁଇ ଯୁବକ ନନ୍ଦୀ
Read More...

ରାଉରକେଲା : ସିଭିଲ ଟାଉନଶିପ ସ୍ଥିତ ଶନି ମନ୍ଦିରର ୨୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। ଏହି ଉପଲକ୍ଷେ ଭବ୍ୟ କଳସ…

ରାଉରକେଲା : ୨୮/୪ (ସତ୍ୟାନ୍ୟୁଜ) ସିଭିଲ୍ ଟାଉନସିପ୍ ସ୍ଥିତ ଶନି ମନ୍ଦିରର ୨୭ତମ ବାର୍ଷିକୋତ୍ସବ ପାଳନ ଅବସରରେ ୭୦୧ ମହିଳାଙ୍କ ବିଶାଳ କଳସ ଯାତ୍ରା ବାହାରି ପାନପୋଷ ବ୍ରାହ୍ମଣୀ ନଦୀ ନିକଟରେ ପହଞ୍ଚି ଥିଲା। ମହିଳାମାନେ ଲାଲ ଶାଢୀ ଓ ଲାଲ ଚୁନରୀ ସହିତ ମୁଣ୍ଡରେ କଳସ ଧରି କଳସ ଶୋଭାଯାତ୍ରାରେ
Read More...

ପୁରୀ : ପୁରୀରେ ଆସି ପହଁଚିଲା ବନ୍ଦେ ଭାରତ ଏକ୍ସପ୍ରେସ।। ଏହି ଟ୍ରେନର ଆଜି ପ୍ରଥମ ଟ୍ରାଏଲ ରନ।

ପୁରୀ : ୨୮/୪ (ସତ୍ୟାନ୍ୟୁଜ) ପୁରୀରେ ଆସି ପହଁଚି ଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ । ପ୍ଲାଟଫର୍ମ ନମ୍ବର ୨ ରେ ଏହି ଟ୍ରେନ ପହଞ୍ଚିବା ପରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା।ଆଜି ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ ହୋଇଛି। ସକାଳ ୬ଟା ୧୦ ମିନିଟରେ ଏହି ଟ୍ରେନ
Read More...

ରାଉରକେଲା : ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ୪ ମାସ ଶିଶୁର ମୃତ୍ୟୁ ଅଭିଯୋଗ।। ଥାନାରେ ରିପୋର୍ଟ ଦେଲେ ପରିବାର…

ରାଉରକେଲା : ୨୭/୪ (ସତ୍ୟାନ୍ୟୁଜ) ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଜଣେ ୪ ମାସ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ରାଉରକେଲା ତାରିଣୀ ମନ୍ଦିର ନିକଟ ଖରିଆବାହାଲ ବସ୍ତିରେ। ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଶିଶୁଟି ଘରକୁ ଯାଇଥିଲା। ଘରେ ରହିବା
Read More...

ରାଉରକେଲା : ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ୪ ମାସ ଶିଶୁର ମୃତ୍ୟୁ ଅଭିଯୋଗ।। ଥାନାରେ ରିପୋର୍ଟ ଦେଲେ ପରିବାର…

ରାଉରକେଲା : ୨୭/୪ (ସତ୍ୟାନ୍ୟୁଜ) ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ରାଉରକେଲା ତାରିଣୀ ମନ୍ଦିର ନିକଟ ଖରିଆବାହାଲ ବସ୍ତିରେ। ଅଙ୍ଗନବାଡି କେନ୍ଦ୍ରରେ ଟୀକା ନେବା ପରେ ଶିଶୁଟି ଘରକୁ ଯାଇଥିଲା। ଘରେ ରହିବା
Read More...

ରାଉରକେଲା : ମାଗଣା ଚକ୍ଷୁ ଯାଞ୍ଚ ଶିବିର ଅନୁଷ୍ଠିତ।। ଜେପି ହସପିଟାଲ ପକ୍ଷରୁ ପାନପୋଷ ଠାରେ ଅୟୋଜିତ।

ରାଉରକେଲା : ୨୬/୪ (ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ଅଟୋ ଷ୍ଟାଣ୍ଡ ନିକଟରେ ଏକ ନିଶୁଳ୍କ ଚକ୍ଷୁ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୟ ପ୍ରକାଶ ହସପିଟାଲ ପକ୍ଷରୁ ଆୟୋଜିତ ଏହି ଶିବିର ପରିଚାଳନାରେ ପାନପୋଷ ଅଟୋ ଷ୍ଟାଣ୍ଡ ସଦସ୍ୟ ମାନେ ସହଯୋଗ କରିଥିଲେ। ଜେପି ହସପିଟାଲର ଡାକ୍ତର ଏବଂ
Read More...