Browsing Category
ଓଡିଶା
ରାଉରକେଲା : କୋଇଡାରେ ଦଶାହ କର୍ମ ଭୋଜି ଖାଇ ୨୦ ଅସୁସ୍ଥ।। କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।
ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ ସାନ ଇନ୍ଦିପୂର୍ ଗାଁରେ ଦଶାହ କର୍ମରେ ଭୋଜି ଖାଇ ବହୁ ଲୋକ ଅସୁସ୍ଥ ହୋଇ ପଡିଛନ୍ତି। ମଙ୍ଗଳବାର ରାତିରେ ଗାଁ ର ଜଣଙ୍କ ଦଶାହ କର୍ମ ଭୋଜିରେ ଲୋକମାନେ ଯୋଗ ଦେଇଥିଲେ। ଖାଇ ସାରିବା ପରେ ଜଣଙ୍କ ପରେ ଜଣେ ପ୍ରାୟ!-->…
Read More...
Read More...
ବଣାଇ : ଟ୍ରକ ଧକ୍କାରେ ଦରେଇକଲା ନିକଟରେ ଦୁଇ ବାଇକ ଆରୋହୀ ଗୁରୁତର।। ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନନ୍ତର।
ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ବଣାଇ ଥାନା ଅନ୍ତର୍ଗତ ଦରେଇକଲା ନିକଟରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ଆହତ ମାନଙ୍କୁ ବଣାଇ ହସପିଟାଲ ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର!-->…
Read More...
Read More...
ରାଉରକେଲା : ଅବସର ନେବା ପୁର୍ବରୁ ରେଳବାଇ ଏସ୍ ପି ଅରୁଣ କୁମାର ଜେନାଙ୍କୁ ସମ୍ବର୍ଦ୍ଧନା।। ସମ୍ବର୍ଦ୍ଧିତ କଲେ ବିରଜା…
ରାଉରକେଲା : ୩/୫ (ସତ୍ୟାନ୍ୟୁଜ) ସରକାରୀ ହେଉ କି ବେସରକାରୀ ସେବା। କର୍ମମୟ ଜୀବନରୁ କେବେନା କେବେ ଅବସର ନେବାକୁ ପଡେ। ଅବସର ନେବାପରେ ପଛରେ କିଛି ଛାଡି ଆସିଲା ପରି ଲାଗି ଥାଏ। ସେହିପରି ପାଇଥିବା ଗୁରୁଦାୟିତ୍ୱ ରୁ ମୁକ୍ତ ହୋଇ ସ୍ୱାଧୀନ ଜୀବନ ବିତାଇବା ମଧ୍ୟ ଆନନ୍ଦ ଅଲଗା ଥାଏ। କିନ୍ତୁ!-->…
Read More...
Read More...
ରାଇରଙ୍ଗପୁର : ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଛନ୍ତି ଓଡିଶା।। ମୟୁରଭଞ୍ଜ ଜିଲ୍ଳାର ବିଭିନ୍ନ ସ୍ଥାନ…
ରାଇରଙ୍ଗପୁର : ୩/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି। ରାଇରଙ୍ଗପୁର ମାଟିର ଝିଅ ଶ୍ରୀମତୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଗ୍ରସ୍ତରେ ଆସୁଛନ୍ତି |ରାଷ୍ଟ୍ରପତି ଗ୍ରସ୍ତକୁ ନେଇ ତାଙ୍କ ଗାଁ!-->…
Read More...
Read More...
ସୁନ୍ଦରଗଡ : ରୋଷେଇ ବେଳେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର।। ଅଗ୍ନିଶମ ବାହିନୀ ନିଆଁ ଆୟତ୍ତ କଲେ।
ସୁନ୍ଦରଗଡ଼ : ୩/୫ (ସତ୍ୟାନ୍ୟୁଜ ) ରୋଷାଇ କରୁଥିବା ବେଳେ ହଠାତ ଫାଟିଗଲା ଗ୍ୟାସ ସିଲିଣ୍ଡର । ଦେଖୁ ଦେଖୁ ଜଳି ଗଲା ଅଧା ଘର। ଦୋହଲି ଗଲା ଆଖପାଖ ଅଞ୍ଚଳ । ଗତକାଲି ରାତିରେ ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ କେନ୍ଦୂପଡା ରେ । ଘରେ ରହୁଥିବା ଲୋକମାନେ ଅନ୍ୟ ରୁମରେ ଥିବାରୁ!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ୪୯ ଟି ୫ଟି ରୂପାନ୍ତରିତ ସ୍କୁଲ ଉଦଘାଟିତ।। ଭିଡିଓ କନଫରେନ୍ସିଂଗ…
ସୁନ୍ଦରଗଡ଼ : ୨/୫ (ସତ୍ୟାନ୍ୟୁଜ) 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ତୃତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲା ର 49 ଟି ରୂପାନ୍ତରିତ ସ୍କୁଲ ଆଜି ଉଦଘାଟିତ ହୋଇଯାଇଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ରୂପାନ୍ତରିତ!-->…
Read More...
Read More...
ବଣାଇ : ଏସ୍ ଟି ଏଫ୍ ର ୧୫ ଜଣିଆ ଟିମ୍ ର ସନଗୋଗୁଆ ବାଲୁଘାଟରେ ଚଢ଼ାଉ।। ବେଆଇନ ବାଲି ଚାଲାଣ ଅଭିଯୋଗରେ ୬ ହାଇଭା ଜବତ ।
ବଣାଇ : ୨/୫ ( ସତ୍ୟାନ୍ୟୁଜ) ରାଜ୍ୟ ଏସ୍ ଟି ଏଫ ଟିମ୍ ଆଜି ଅଚାନକ ବନେଇର ସନଗୋଗୁଆ ବାଲୁଘାଟ ଉପରେ ଚଢ଼ାଉ କରିଛନ୍ତି। ଏହି ଟିମ୍ ଚଢ଼ାଉ ବେଳେ ବାଲି ବୋଝେଇ ହୋଇଥିବା ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ। ବିନା ବୈଧ୍ୟ କାଗଜପତ୍ରରେ ବାଲି ଚାଲାଣ ହେଉଥିବା ଅଭିଯୋଗରେ ୬ ଟି ବାଲି ବୋଝେଇ ହାଇଭା!-->…
Read More...
Read More...
ସୁନ୍ଦରଗଡ଼ : ଚୋରକୁ ଗୋଡାଉଥିବା ବେଳେ ଟ୍ରେଲର ମାଡିଯିବାରୁ ୩ ମୃତ।। ମୃତକଙ୍କ ମଧ୍ୟରେ ଜଣେ ଚୋର ଏବଂ ୨ ଜଣ ଠିକା…
ସୁନ୍ଦରଗଡ଼ : ୨/୫ (ସତ୍ୟାନ୍ୟୁଜ) ଚୋରଙ୍କୁ ଗୋଡ଼ାଇଲା ବେଳେ ଅଘଟଣ। ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଦୁର୍ଘଟଣାରେ ଜଣେ ଚୋର ସହିତ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଅନ୍ୟ ଦୁଇ ଜଣ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଦୁଇ କର୍ମଚାରୀ । ଘଟଣା ଅନୁସାରେ ହେମଗିରି ଥାନା ବାଙ୍କିବାହାଲ -!-->…
Read More...
Read More...
ମୟୁରଭଞ୍ଜ : ବାଙ୍ଗିରିପୋଷି ସହଦେଵ ଖୁଣ୍ଟାରେ ପ୍ରଦୂଷଣ ବିରୁଦ୍ଧରେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ।। ସମାଧାନ ଦାବିରେ…
ମୟୁରଭଞ୍ଜ : ୨/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପ୍ରଦୂଷଣ ବିରୁଦ୍ଧରେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ ବିଭାଗୀୟ ଅଧିକାରୀ କିମ୍ବା କ୍ରସର ମାଲିକ ନଶୁଣିବାରୁ ବାଧ୍ୟ ହୋଇ ରାସ୍ତାରୋକ କଲେ ଗ୍ରାମବାସୀ। ଜନବସତି ନିକଟରେ କ୍ରସର ଏବଂ ପିଚୁପ୍ଲାଣ୍ଟ ଥିବାରୁ!-->…
Read More...
Read More...
ବଣାଇ : ଖଣ୍ଡାଧାର ଜଳପ୍ରପାତରୁ ଖସି ପଡି ନିଖୋଜ ଯୁବକଙ୍କ ଶବ ଉଦ୍ଧାର।। ୧୭ ଘଣ୍ଟା ପରେ ଉଦ୍ଧାର କଲେ ରାଉରକେଲା ଓଡ୍ରାଫ…
ବଣାଇ : ୨/୪ (ସତ୍ୟାନ୍ୟୁଜ) ୧୭ ଘଣ୍ଟା ପରେ ଉପର ଖଣ୍ଡାଧାର ରୁ ନିଖୋଜ ଯୁବକଙ୍କ ମୃତ ଦେହ କୁ ଉଦ୍ଧାର କରିବାରେ ସଫଳ ହୋଇଛି ରାଉରକେଲା ଓଡ୍ରାଫ ଟିମ୍। ନିଖୋଜ ଯୁବକର ମୃତ ଦେହ ୯୦୦ ଫୁଟ ତଳେ ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ରାସ୍ତା ପଥୁରିଆ ଏବଂ ଢାଲୁ ଥିବାରୁ ପୋଲିସ ଏବଂ!-->…
Read More...
Read More...