Browsing Category

ଓଡିଶା

ରାଉରକେଲା : ପାଣି ପାଇଁ ଆନ୍ଦୋଳନ।। ସହର ସେବା କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ।

ରାଉରକେଲା : ୮/୫ (ସତ୍ୟାନ୍ୟୁଜ) 'ପାଣି ଦିଅ ନହେଲେ ଜୀବନ ନିଅ'। ଏଭଳି ସ୍ଲୋଗାନ ସହ ଆଜି ଇସ୍ପାତ ସହରାଞ୍ଚଳ ବସ୍ତିରେ ରହୁଥିବା ଲୋକେ ଆନ୍ଦୋଳନ କରିଛନ୍ତି। ପ୍ରାକ୍ତନ ରଘୁନାଥପାଲୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଙ୍କ ନେତୃତ୍ବରେ ବସ୍ତି ବାସିନ୍ଦା ଇସ୍ପାତ କାରଖାନା ର ସହର
Read More...

ରାଉରକେଲା : ଅନ ଲାଇନ ଠକ ଦଳର ୪ ସଦସ୍ୟ ଗାଜ଼ୀଆବାଦରୁ ଗିରଫ।। ଟାଟା ସଫାରି ଗାଡି , ଲାପଟପ , ମୋବାଇଲ ଫୋନ ଆଦି ଜବତ।

ରାଉରକେଲା : ୮/୫ ( ସତ୍ୟାନ୍ୟୁଜ ) କଷ୍ଟମର କେୟାର ନମ୍ବର କୁ ହ୍ୟାକ କରି ବୀମାକାରୀଙ୍କ ଠାରୁ ଅର୍ଥ ହଡପ କରୁଥିବା ଏକ ଆନ୍ତରାଜ୍ୟ ଅନଲାଇନ ଠକ ଦଳକୁ ରାଉରକେଲା ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଟାଟା ସଫାରି ଗାଡି , ୧୨ଟି ମୋବାଇଲ ଫୋନ , ୨୧ ଟି ସିମ କାର୍ଡ , ଲାପଟପ
Read More...

କେରଳ : ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି।। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ।

କେରଳ : ୮/୫ (ସତ୍ୟାନ୍ୟୁଜ) କେରଳର ମଲପୁରମ ଜିଲ୍ଲାର ତନୁରଠାରେ ଗତ କଲି ସନ୍ଧ୍ୟାରେ ଏକ ଡଙ୍ଗା ଓଲଟି ପଡ଼ିଥିବା ଘଟଣାରେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ
Read More...

ରାଉରକେଲା : ୱାର୍ଟକୋ ଜଳ ଯୋଗାଣ ସାରଥୀ ‘ଜଳସାଥି’ ଙ୍କୁ ସମ୍ବର୍ଦ୍ଧିତ କରାଗଲା।। ଜନସ୍ଵାସ୍ଥ୍ୟ ବିଭାଗ…

ରାଉରକେଲା : ୬/୫ (ସତ୍ୟାନ୍ୟୁଜ) ରାଉରକେଲା ଓ୍ବାଟକୋ ବିଭାଜନର ଜଳ ଯୋଗାଣ ସାରଥୀଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଜଳ ସାଥୀମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଆଜି ପାନପୋଷ ସ୍ଥିତ ଜନ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ
Read More...

ବାରିପଦା : ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ୯ ମିନିଟ ବିଦ୍ୟୁତ ଲାଇଟ ପଳାଇଲା।। ଝାପସା ଆଲୁଅରେ ରାଷ୍ଟ୍ରପତି ଅଭିଭାଷଣ…

ବାରିପଦା : ୬/୫ (ସତ୍ୟାନ୍ୟୁଜ) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ମୟୁରଭଞ୍ଜ ଜିଲ୍ଲା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ସମୟରେ ଏକ ବଡ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି । ଝାପସା
Read More...

ରାଉରକେଲା : କୋଇଡାରେ ଦଶାହ ଭୋଜି ଖାଇ ଅସୁସ୍ଥ ମାନଙ୍କ ସଂଖ୍ୟାରେ ବୃଦ୍ଧି।। ୪୧ ଜଣ ଏବେବି ଗୋଷ୍ଠୀ ସ୍ୱାସ୍ଥ୍ୟ…

ରାଉରକେଲା : ୫/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ଅନ୍ତର୍ଗତ ସାନ ଇନ୍ଦିପୂର୍ ଗାଁରେ ଦଶାହ କର୍ମରେ ଭୋଜି ଖାଇ ଅସୁସ୍ଥଙ୍କ ସଂଖ୍ୟା ୧୦୦ ପାର କରିଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୪୨ ଜଣ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଜଣେ ଆକ୍ରାନ୍ତ
Read More...

ମୟୁରଭଞ୍ଜ : ରାଷ୍ଟ୍ରପତି ଙ୍କ ଗସ୍ତର ଦୂତୀୟ ଦିନ।। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି।। ଶିମିଳିପାଳ…

ମୟୁରଭଞ୍ଜ : ୫/୫ (ସତ୍ୟାନ୍ୟୁଜ) ଭାରତର ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ମୟୂରଭଞ୍ଜ ଗ୍ରସ୍ତର ଆଜି ଦୂତୀୟ ଦିନ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିକୁ ଆସିଛନ୍ତି ରାଷ୍ଟ୍ରପତି । ୪ ତାରିଖ ଦିନ ରାଷ୍ଟ୍ରପତି ନିଜ
Read More...

ରାଉରକେଲା : ରୂପଟୋଲା ବସ୍ତି ଛବିଲାଲ ହତ୍ୟା ମାମଲାର ପର୍ଦ୍ଦାଫାସ।। ହତ୍ୟା ଅଭିଯୁକ୍ତ ଦୁଇ ପଡୋଶୀ ଗିରଫ।। ଜଣେ ଫେରାର।

ରାଉରକେଲା : ୪/୫ (ସତ୍ୟାନ୍ୟୁଜ) ଜଣେ ୨୮ ବର୍ଷୀୟ ଯୁବକଙ୍କୁ ହତ୍ୟାକରି ନଦୀରେ ଭସାଇ ଦିଆଯାଇଥିବା ମାମଲାର ପର୍ଦ୍ଦାଫାସ ରାଉରକେଲା ପୋଲିସ କରିଛି। ଦୁଇ ଜଣ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଗତ ୨୪ ତାରିଖରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ
Read More...

ରାଉରକେଲା : ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା କାରଖାନା ଉପରେ ପୋଲିସର ଚଢ଼ାଉ।। ୫ ମଦ ମାଫିଆ ଗିରଫ।

ରାଉରକେଲା : ୪/୫ (ସତ୍ୟାନ୍ୟୁଜ) ରାଉରକେଲା ସହରରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ମଦ ମାଫିଆ ମାନେ ଏବେ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ପୂର୍ବରୁ ପୋଲିସ ଏବଂ ଅବକାରୀ ବିଭାଗ ଜଲଦା , ବନ୍ଧମୁଣ୍ଡା ଆଦି ଅଞ୍ଚଳରେ ଚଢ଼ାଉ କରି ବହୁ ପରିମାଣର ନକଲି ବିଦେଶୀ ମଦ ଜବତ କରିଥିଲେ। ଏ ବାବଦରେ
Read More...

ମୟୁରଭଞ୍ଜ : ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।। ଜାନ୍ମମାଟି ମୟୁରଭଞ୍ଜ ଜିଲ୍ଲା ତିନିଦିନିଆ ଗସ୍ତ…

ମୟୁରଭଞ୍ଜ : ୪/୫ (ସତ୍ୟାନ୍ୟୁଜ) ଆଜି ଆସୁଛନ୍ତି ରାଷ୍ଟ୍ରପତି। ୩ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସଜେଇ ହୋଇଛି ସମଗ୍ର ମୟୂରଭଞ୍ଚ ।
Read More...