Browsing Category
ଓଡିଶା
ରାଇରଙ୍ଗପୁର : ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ।
ରାଇରଙ୍ଗପୁର : ୧୨/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁପରିଡ଼ା) ରାଇରଙ୍ଗପୁର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ସମ୍ମାନିତ ଅତିଥି!-->…
Read More...
Read More...
ରାଉରକେଲା : ଅନ୍ତର୍ଜାତିକ ନର୍ସ ଦିବସ ପାଳିତ।। ରାଜସ୍ଥାନ ସେବା ସଦନରେ ପାଳନ କରାଗଲା।
ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ରୋଗୀ ସେବାରେ ନର୍ସ ମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର ରୋଗ ଚିହ୍ନଟ କରି ଔଷଧ ଦେଇଥାଆନ୍ତି। ମାତ୍ର ରୋଗୀର ପ୍ରକୃତ ସେବା କରିଥାଆନ୍ତି ନର୍ସ ମାନେ। ନର୍ସ ମାନଙ୍କ ସେବାକୁ ସମ୍ମାନ ଦେବା ଲାଗି ମେ ୧୨ ତାରିଖ କୁ ଅନ୍ତର୍ଜାତିକ ନର୍ସ!-->…
Read More...
Read More...
ରାଉରକେଲା : ସିବିଏସ୍ଇ ରେଜଲ୍ଟ ବାହାରିବା ପରେ ବିଭିନ୍ନ ସ୍କୁଲରେ ଖୁସିର ମାହୋଲ।। ପରସ୍ପରକୁ ମିଠା ଖୁଆଇ ଖୁସି…
ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ଶୁକ୍ରବାର ଦିନ ସି ବି ଏସ୍ ଇ ଦ୍ଵାଦଶ ଶ୍ରେଣୀ ର ରେଜଲ୍ଟ ବାହାରିବା ପରେ ରାଉରକେଲାର ବିଭିନ୍ନ ସ୍କୁଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଚଳିତ ବର୍ଷ ସି ବି ଏସ୍ ଇ ପରୀକ୍ଷାରେ ୮୭ ପ୍ରତିଶତ ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି। ରେଜଲ୍ଟ ବାହାରିବା!-->…
Read More...
Read More...
ରାଉରକେଲା : ବିଷାକ୍ତ ଶାଗ ଖାଇ ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଅଭିଯୋଗ।। ଯୁବତୀଙ୍କ ମାମୁଁ ହସପିଟାଲରେ ଚିକିତ୍ସାଧୀନ।
ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ଅନା ବନା ଶାଗ ଖାଉଥିଲେ ସାବଧାନ। ଚାଲି ଯାଇପାରେ ଜୀବନ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ। ରାତିରେ ଭାତ ସହିତ ବାଡ଼ିରୁ ତୋଳା ହୋଇଥିବା ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମାମୁ!-->…
Read More...
Read More...
ସୁନ୍ଦରଗଡ଼ : ରାଜଗାଙ୍ଗପୁର ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲା। ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ…
ସୁନ୍ଦରଗଡ଼ : ୧୧/୫ (ସତ୍ୟାନ୍ୟୁଜ) ଚଳନ୍ତା କାରରେ ବିଧବା ମହିଳା ଙ୍କୁ ଗଣ ଦୁଷ୍କର୍ମ ମାମଲା ରେ ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି। କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍ । ୨୦୧୫ ମସିହା ରାଜଗାଙ୍ଗପୁର ଥାନା ଅଞ୍ଚଳ ର ଜଣେ ବିଧବା!-->…
Read More...
Read More...
ରାଉରକେଲା : ସାଢ଼େ ସାତ ଲକ୍ଷ ଟଙ୍କାର ନକଲି ହେଆର ଅଏଲ ଜବତ।। ୨ ଗିରଫ।। ନାମିଦାମୀ କମ୍ପାନୀର ଲେବଲ ଆଦି ଜବତ।
ରାଉରକେଲା : ୧୧/୫ (ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ସାଢ଼େ ସାତ ଲକ୍ଷ ଟଙ୍କାର ନକଲି ହେଆର ଅଏଲ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହମ୍ମଦ ଜକୀର ଖାନ୍ ଏବଂ ସୟୀଦ ଅଖତର ଆନନ୍ଦ ଭବନ ଲେନ ନିକଟରେ ଏହି ନକଲି ତେଲ କାରବାର କରୁଥିଲେ। ବିଭିନ୍ନ ନାମିଦାମୀ!-->…
Read More...
Read More...
ରାଇରଙ୍ଗପୁର : ୨୦ ଲକ୍ଷ ଟଙ୍କାର ଚୋରା ବିଦ୍ୟୁତ ସାମଗ୍ରୀ ଜବତ କଲେ ପୋଲିସ।। ୯ ଗିରଫ।। ୨ଟି ପିକ ଅପ ଭ୍ୟାନ , କାର…
ରାଇରଙ୍ଗପୁର : ୧୧/୫ ( ସତ୍ୟାନ୍ୟୁଜ) ଏକ ଟ୍ରାନ୍ସଫର୍ମର ରୁ ବିଦ୍ୟୁତ ସାମଗ୍ରୀ ଚୋରି ମାମଲାର ତଦନ୍ତ କରୁ କରୁ ପୋଲିସ ୨୦ ଲକ୍ଷ ଟଙ୍କାର ଚୋରା ବିଦ୍ୟୁତ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା!-->…
Read More...
Read More...
ସୁନ୍ଦରଗଡ : ମିଶନ ଜୀବିକା ଅଧୀନରେ ଅର୍ଥକାରୀ ଫସଲକୁ ଗୁରୁତ୍ବ।। ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ।
ସୁନ୍ଦରଗଡ଼ : ୧୦/୫ (ସତ୍ୟାନ୍ୟୁଜ) ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀ ଭାଇ ଭଉଣୀମାନେ ବିଭିନ୍ନ ପୁଷ୍ଟିଶସ୍ୟ ସହିତ ଡାଲି ଜାତୀୟ, ତୈଳବୀଜ ଏବଂ ବିଭିନ୍ନ!-->…
Read More...
Read More...
ରାଉରକେଲା : ରେଳବାଇ ସମସ୍ୟା ଉପରେ ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ଖୋଲା ଆଲୋଚନା ଚକ୍ର। ଯୋଗ ଦେଲେ ଚକ୍ରଧରପୁର…
ରାଉରକେଲା : ୧୦/୫ (ସତ୍ୟାନ୍ୟୁଜ) ରେଳ ବିଭାଗର ବିଭିନ୍ନ ସମସ୍ୟାକୁ ନେଇ ଏକ ଖୋଲା ଆଲୋଚନା ଚକ୍ର ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବଣିକ ସଙ୍ଘ ସଭାପତି ସୁବ୍ରତ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ବର୍ଗର ଲୋକ ମାନେ ଭାଗ ନେଇଥିଲେ। ମୁଖ୍ୟ!-->…
Read More...
Read More...
ରାଉରକେଲା : ରାଞ୍ଚି ରୋଡ଼ ଦେଇ ଝାରଖଣ୍ଡ ଯାଉଥିବା ଭାରି ଯାନ ଚଳାଚଳକୁ ବିରୋଧ।। ସଲଙ୍ଗାବାହାଲ ରେ ରାସ୍ତା ଅବରୋଧ।
ରାଉରକେଲା : ୧୦/୫ (ସତ୍ୟାନ୍ୟୁଜ) ରାଞ୍ଚି ରୋଡ଼ ଦେଇ ଝାରଖଣ୍ଡକୁ ଭାରି ଯାନ ଚଳାଚଳକୁ ବିରୋଧ କରିଛନ୍ତି ଗ୍ରାମବାସୀ। ପ୍ରତିବାଦରେ ମଙ୍ଗଳବାର ସନ୍ଧ୍ୟାରୁ ରାସ୍ତା ଅବରୋଧ ଆରମ୍ଭ ହୋଇଯାଇଛି। ବିରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ସଲଙ୍ଗା ବାହାଲ ଠାରେ ଏହି ରାସ୍ତା!-->…
Read More...
Read More...