ରାଉରକେଲା : ସିବିଏସ୍ଇ ରେଜଲ୍ଟ ବାହାରିବା ପରେ ବିଭିନ୍ନ ସ୍କୁଲରେ ଖୁସିର ମାହୋଲ।। ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଲେ।

0 436

ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ଶୁକ୍ରବାର ଦିନ ସି ବି ଏସ୍ ଇ ଦ୍ଵାଦଶ ଶ୍ରେଣୀ ର ରେଜଲ୍ଟ ବାହାରିବା ପରେ ରାଉରକେଲାର ବିଭିନ୍ନ ସ୍କୁଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଚଳିତ ବର୍ଷ ସି ବି ଏସ୍ ଇ ପରୀକ୍ଷାରେ ୮୭ ପ୍ରତିଶତ ଛାତ୍ର ଛାତ୍ରୀ ସଫଳତା ହାସଲ କରିଛନ୍ତି। ରେଜଲ୍ଟ ବାହାରିବା ପରେ ରାଉରକେଲା ଡିଏଭି ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଥିଲା। ଶିକ୍ଷକ ମାନେ ଛାତ୍ରଛାତ୍ରୀଙ୍କୁ ମିଠା ଖୁଆଇ ଆଶୀର୍ବାଦ ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷକଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

Leave A Reply

Your email address will not be published.