Browsing Category
ଓଡିଶା
ବାଙ୍ଗିରିପୋଷି : ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ମୃତ।। ପୋଲିସ ଏବଂ ବନ ବିଭାଗ ପକ୍ଷରୁ…
ମୟୁରଭଞ୍ଜ : ୨୩/୫ (ସତ୍ୟାନ୍ୟୁଜ) ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ବିମଳ କୁମାର ଜେନା ।ସୋମବାର ଦିନ ବିମଳଙ୍କ ସମେତ ୪ଜଣ ବନ କର୍ମଚାରୀ ନଅଣା ସାଉଥ୍!-->…
Read More...
Read More...
ରାଉରକେଲା : କାଳବୈଶାଖୀ ଯୋଗୁଁ ରାଉରକେଲା ଏୟାରପୋର୍ଟରେ ଅବତରଣ କରିପାରିଲା ନାହିଁ ବିମାନ।। ସମସ୍ତ ଯାତ୍ରୀ ଭୁବନେଶ୍ୱର…
ରାଉରକେଲା: ୨୩/୫ (ସତ୍ୟାନ୍ୟୁଜ) କାଳ ବୈଶାଖୀ ଯୋଗୁଁ ପ୍ରବଳ ପବନ ଏବଂ ଧୂଳିଝଡ ସାଜିଲା ବାଧକ। ସୋମବାର ଅପରାହ୍ନରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରି ନପାରି ଭୁବନେଶ୍ବର ଫେରିଗଲା ବିମାନ। ଫଳରେ ଭୁବନେଶ୍ବରରୁ ରାଉରକେଲା ଆସୁଥିବା ୬୮ ଯାତ୍ରୀ ବାଧ୍ୟ ହୋଇ ଭୁବନେଶ୍ୱର ଫେରି ଯାଇଥିଲେ।!-->…
Read More...
Read More...
ରାଉରକେଲା : ମିତ୍ରଭାନୁ ମହାପାତ୍ର ନୂତନ ଏସ ପି ଭାବେ ଯୋଗଦେଲେ।। ପୂର୍ବତନ ଏସପି ମୁକେଶ କୁମାର ଭାମୁଙ୍କ ଠାରୁ…
ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ରାଉରକେଲା ଏସପି ଭାବେ ଆଜି ମିତ୍ରଭାନୁ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବତନ ଏସପି ମୁକେଶ କୁମାର ଭାମୁ ଆଜି ଶ୍ରୀ ମହାପାତ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହା ପୂର୍ବରୁ ଶ୍ରୀ ମହାପାତ୍ର କେନ୍ଦୁଝର ଏସପି ଭାବେ ଅବସ୍ଥାପିତ ଥିଲେ।!-->…
Read More...
Read More...
ରାଉରକେଲା : ସାରଦାଙ୍କ ସମେତ ରାଜ୍ୟର ତିନି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ସୁଦାମ ମରାଣ୍ଡି ଗୋପନୀୟତାର ଶପଥ ନେଲେ।
ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଲୋକ ସେବା ଭବନ ରେ ରାଜ୍ୟର ୩ ଜଣ ନୂତନ ମନ୍ତ୍ରୀଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୩ ଜଣ ମନ୍ତ୍ରୀ ସାରଦା ପ୍ରସାଦ ନାୟକ , ବିକ୍ରମ କେଶରୀ ଆରୁଖ ଏବଂ ସୁଦାମ ମରାଣ୍ଡି ପୂର୍ବରୁ ମଧ୍ୟ ନବୀନ ମନ୍ତ୍ରୀ!-->…
Read More...
Read More...
ରାଉରକେଲା : ରାଉରକେଲା ଚେମ୍ବର ଅଫ କମର୍ସର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ । ଆରସିସିଆଇ କୁ ରାଜ୍ୟର ଶ୍ରେଷ୍ଠ ସଂଘ…
ରାଉରକେଲା : ୨୧/୫ (ସତ୍ୟାନ୍ୟୁଜ) ରାଉରକେଲା ବଣିକ ସଙ୍ଘର ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ସଂଘର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବଣିକ ସଙ୍ଘ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅୟୋଜିତ ହୋଇଥିଲା। ଏହି ବୈଠକରେ ରାଉରକେଲା ଚେମ୍ବର ଅଫ!-->…
Read More...
Read More...
ରାଇରଙ୍ଗପୁର : ମରିଗଲା ମାଆର ମମତା।। ନବଜାତ ଶିଶୁର ମୃତ ଦେହ ଉଦ୍ଧାର।। ପୋଲିସ ତଦନ୍ତ ଜାରି।
ରାଇରଙ୍ଗପୁର : ୨୧/୫(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମାନବିକତା ସହ ମରି ଯାଇଛି ମାଆର ମମତା। ନିଜ ଜନ୍ମ କଲା ଶୁଶୁକୁ ଫୋପାଡ଼ି ଦେଇ ଚାଲିଯାଇଛି ମାଆ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁରରେ। ଆଜି ସହରର ଇଚିଣ୍ଡା କୱାଡିବାଲା ନିକଟରେ ଏକ ଅଜଣା ନବଜାତ ମୃତ ଶିଶୁକୁ ସ୍ଥାନୀୟ!-->…
Read More...
Read More...
ବଣାଇ : ଦିନରେ ହେଉଛି ପ୍ରବଳ ଖରା।। ସନ୍ଧ୍ୟାରେ ପବନ ସହ ବର୍ଷା।। ଲୋକଙ୍କୁ ଆସ୍ବସ୍ତି।।
ବଣାଇ ୨୧/୫ (ସତ୍ୟାନ୍ୟୁଜ) ଏବେ ପରିବେଶ ଏବଂ ପାଗର ଘନ ଘନ ପରିବର୍ତ୍ତନ ଘଟୁଛି। ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ଏପରି ଘଟୁଥିବା କୁହାଯାଉଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପରିବେଶ ପରିବର୍ତ୍ତନର ଏପରି ସ୍ଥିତି ଦେଖିବାକୁ ମିଳୁଛି। ଏବେ ବଣାଇ ଅଞ୍ଚଳରେ ଦିନରେ!-->…
Read More...
Read More...
ବଣାଇ : ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ।। ଶର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା…
ରାଉରକେଲା : ୨୧/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଜକେଇକଳା ଗ୍ରାମର ଲଳିତ କୁମାର ସାହୁଙ୍କ ଘରେ ନିଆଁ ଲାଗି ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇ ଯାଇଛି। ସଟସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର ସହ ନଗଦ ଟଙ୍କା!-->…
Read More...
Read More...
ରାଉରକେଲା : ରାଉଣ୍ଡ ଟେବୁଲ ୧୯୪ ଏବଂ ଲେଡିଜ ସର୍କଲ ୧୨୦ ପକ୍ଷରୁ ଷ୍ଟ୍ରେଚର ଟ୍ରଲି ପ୍ରଦାନ।। ରାଉରକେଲା ସରକାରୀ…
ରାଉରକେଲା : ୨୦/୫ (ସତ୍ୟାନ୍ୟୁଜ) ଭିନ୍ନତା ଦେଖାଇବା ପାଇଁ ରାଉରକେଲା ରାଉଣ୍ଡ ଟେବୁଲ୍ ୧୯୪ ଏବଂ ରାଉରକେଲା ଲେଡିଜ୍ ସର୍କଲ ୧୨୦ 'ଚାର୍ଟର ଡେ' ଶେଷ ଦିନରେ, ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)କୁ ଦୁଇଟି ଷ୍ଟ୍ରେଚର ଟ୍ରଲି ଦାନ କରିଛନ୍ତି। 'ଚାର୍ଟର ଡେ' ସପ୍ତାହର ପ୍ରତ୍ଯେକ ଦିନ ଏହି!-->…
Read More...
Read More...
ରାଉରକେଲା : ଚଳନ୍ତା ବସ୍ ରେ ଲାଗିଲା ନିଆଁ।। ୧୦୬ ନମ୍ବର ‘ମୋ ବସ’ ସମ୍ପୂର୍ଣ୍ଣ ଜଳି ଗଲା।। ସମସ୍ତ…
ରାଉରକେଲା : ୨୦/୫ (ସତ୍ୟାନ୍ୟୁଜ) ରାଉରକେଲା ଟିସିଆଇ ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଚଳନ୍ତା ବସରେ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିଥିବା ଏହି ୧୦୬ ନମ୍ବର ‘ମୋ ବସ୍’ ର ସମସ୍ତ ଯାତ୍ରୀ ତଥା ବସ କର୍ମଚାରୀ ସୁରକ୍ଷିତ ଅଛନ୍ତି ।ଦିନ ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା!-->…
Read More...
Read More...