Browsing Category

ଓଡିଶା

ରାଉରକେଲା : ନେହରୁ ପାର୍କର ପୁନର୍ଦ୍ଧାର ସହ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି କଲା କଂଗ୍ରେସ ସଂଖ୍ୟା…

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ଇସ୍ପାତ ସହରାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ କଂଗ୍ରେସର ଏକ ଟିମ୍ ଆଜି ଆରଏସପି ସହର ପ୍ରଶାସନର ମହାପ୍ରବନ୍ଧକଙ୍କୁ ଭେଟିଥିଲେ। କଂଗ୍ରେସ ସଂଖ୍ୟାଲଘୁ ସେଲ୍ ର ଅଧ୍ୟକ୍ଷ ଇଜାଜ୍ ଅଖତାରଙ୍କ ନେତୃତ୍ୱରେ ଏହି ଟିମ୍ ମହାପ୍ରବନ୍ଧକ ପ୍ରତାପ
Read More...

ରାଉରକେଲା : ନେହରୁ ପାର୍କର ପୁନର୍ଦ୍ଧାର ସହ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି କଲା କଂଗ୍ରେସ ସଂଖ୍ୟା…

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ଇସ୍ପାତ ସହରାଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ କଂଗ୍ରେସର ଏକ ଟିମ୍ ଆଜି ଆରଏସପି ସହର ପ୍ରଶାସନର ମହାପ୍ରବନ୍ଧକଙ୍କୁ ଭେଟିଥିଲେ। କଂଗ୍ରେସ ସଂଖ୍ୟାଲଘୁ ସେଲ୍ ର ଅଧ୍ୟକ୍ଷ ଇଜାଜ୍ ଅଖତାରଙ୍କ ନେତୃତ୍ୱରେ ଏହି ଟିମ୍ ମହାପ୍ରବନ୍ଧକ ପ୍ରତାପ
Read More...

ରାଉରକେଲା : ରାସ୍ତା ମଝିରେ ଓଲଟି ପଡିଲା ମିକ୍ସଚର ମେସିନ ଟ୍ରକ।। ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ।

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଦିନ ଏକ ଟ୍ରକ ଓଲଟି ପଡିବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ମିକ୍ସଚର ମେସିନ ଟ୍ରକଟି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡିଥିବା କୁହାଯାଉଛି। ରାସ୍ତା ମଝିରେ
Read More...

ରାଉରକେଲା : ବିରମିତ୍ରପୁରରେ ମନ୍ଦିରରେ ଚୋରି କରୁଥିବା ଗ୍ୟାଙ୍ଗ ସକ୍ରିୟ।। ଜଗନ୍ନାଥ ଦେବୀ ମନ୍ଦିରର ତାଲା ଭାଙ୍ଗି…

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ବିରମିତ୍ରପୁରରେ ଏବେ ମନ୍ଦିରରେ ଚୋରି କରୁଥିବା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି। ବ୍ୟାଙ୍କ କଲୋନୀ ନିକଟରେ ଥିବା ଜଗନ୍ନାଥ ଦେବୀ ମନ୍ଦିରରେ ଗତକାଲି ରାତିରେ ଚୋରି ହୋଇଯାଇଛି। ରାତି ୯ଟାରେ ପୂଜକ ମନ୍ଦିରରେ ତାଲା ପକାଇ ଯାଇଥିଲେ। ଆଜି ସକାଳୁ ମନ୍ଦିର
Read More...

ବଣାଇ : ଘରୋଇ କଳି କୁ କେନ୍ଦ୍ର କରି ସ୍ୱାମୀ ହତ୍ୟା କଲା ସ୍ତ୍ରୀକୁ।। ଅଭିଯୁକ୍ତ ସ୍ୱାମୀ ଗିରଫ ।

ରାଉରକେଲା : ୨୯/୫ (ସତ୍ୟାନ୍ୟୁଜ) ମଣିଷର ରାଗ ବ୍ରହ୍ମ ଚଣ୍ଡାଳ। ଏହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ। ବାବୁ ନୂଆଗାଁରେ ତିଲୋଚନ କିଷାନ ତାଙ୍କ ସ୍ତ୍ରୀ ସରସ୍ୱତୀ ସହ ଗାଁରେ ରହନ୍ତି। ରବିବାର ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ
Read More...

ରାଉରକେଲା : ୧ ଲକ୍ଷ ଟଙ୍କା ମୂଲ୍ୟର ବେଆଇନ ମହୁଲ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ। ୧ ଗିରଫ , ମହୁଲ ସହ କାର ଜବତ।

ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ) ରାଉରକେଲା ଅବକାରୀ ବିଭାଗ ଆଜି ଏକ କାରରୁ ବିପୁଳ ପରିମାଣର ବେଆଇନ ମହୁଲ ଜବତ କରିଛନ୍ତି। ଏହି ମହୁଲି ର ମୂଲ୍ୟ ଆନୁମାନିକ ୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବେଆଇନ ମହୁଲି ଚାଲାଣ ଅଭିଯୋଗରେ ଭିକି ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।
Read More...

ରାଉରକେଲା : ରାଉରକେଲା ବଣିକ ସଂଘର ନିର୍ବାଚନ ପ୍ରକ୍ରିୟା ସମାପ୍ତ।। ସୁନୀଲ ଅଧ୍ୟକ୍ଷ ଏବଂ ପ୍ରଭାତ ସାଧାରଣ ସମ୍ପାଦକ।

ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ) ରାଉରକେଲା ବଣିକ ସଂଘର ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଛି। ସୁନୀଲ କୟାଲ ନିର୍ବିରୋଧ ବଣିକ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଗୁରୁମିତ୍ ସିଂ ନିର୍ବାଚିତ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ପ୍ରଭାତ
Read More...

ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ୩ ଗିରଫ।

ମୟୁରଭଞ୍ଜ : ୨୬/୫ (ସତ୍ୟାନ୍ୟୁଜ) ସୋମବାର ଦିନ ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମୟୂରଭଞ୍ଜ ପୁଲିସର ସ୍ଵତନ୍ତ୍ର ଟିମ୍ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି
Read More...

ବିରମିତ୍ରପୁର : ଅଂଶୁଘାତରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଅଭିଯୋଗ।। କ୍ଷତିପୂରଣ ତଥା ପରିବାରର ଜଣଙ୍କୁ ଚାକିରୀ…

ରାଉରକେଲା : ୨୬/୫ (ସତ୍ୟାନ୍ୟୁଜ) ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର କାଦୋବାହାଲ ପଞ୍ଚାୟତରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମେରି ରୋସାଲିଆ ଟପ୍ପୋ ନାମକ ଏହି ଅଙ୍ଗନବାଡି କର୍ମୀ ଖରାରେ ସର୍ଭେ କାମ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ।
Read More...

ରାଉରକେଲା : ଡିଜିଟାଲ ଅନଲାଇନ ବଜ଼ାରରେ ଓ ଏନ୍ ଡି ସି ର ନୂତନ ଆପ୍।। ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ସଚେତନତା…

ରାଉରକେଲା : ୨୫/୫ (ସତ୍ୟାନ୍ୟୁଜ) ଏବେ ଅନଲାଇନ ବଜ଼ାର ଯୁଗ। ଘରେ ବସି ଲୋକମାନଙ୍କର ବିଭିନ୍ନ ସାମଗ୍ରୀ ମଗାଇବା ଅଭ୍ୟାସରେ ପରିଣତ ହୋଇଗଲାଣି। ଆମାଜ଼ନ ,ଫ୍ଲିପକାଟ, ଜୋମାଟୋ ଭଳି ସଂସ୍ଥା ଏବେ ଅନଲାଇନରେ ସାମଗ୍ରୀ ଯୋଗାଉଛନ୍ତି। ନିକଟରେ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଓ ଏନ୍
Read More...