Browsing Category

ଓଡିଶା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ।। ୪୦୦ ରୁ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନାଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ।। ୪୦୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର।
Read More...

ରାଉରକେଲା : ୨ ଲକ୍ଷ ୩୦ ହଜାର ଟଙ୍କାର ବେଆଇନ ଗଞ୍ଜେଇ ଜବତ।। ରାଉରକେଲା ରେଳ ଷ୍ଟେସନରୁ ଜବତ।। ଜଣେ ଗିରଫ।

ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନରୁ ଜବତ ହୋଇଛି ୨ ଲକ୍ଷ ୩୦ ହଜାର ଟଙ୍କାର ବେଆଇନ ଗଞ୍ଜେଇ। ଓଡ଼ିଶାର ଜୟପୁରରୁ ପ୍ରାୟ ରୁ ୨୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ କୋଲକତା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛି ଏହି ଗଞ୍ଜେଇ ଚାଲାଣ କାରୀ। ଉତ୍ତରପ୍ରଦେଶ
Read More...

ରାଉରକେଲା : ନକଲି ଜି ଏସ୍ ଟି ପଞ୍ଜିକରଣ ବିରୁଦ୍ଧରେ ଆରମ୍ଭ ହେଲା ସଚେତନତା କାର୍ଯ୍ୟକ୍ରମ।। ଜୁଲାଇ ୧୫ ତାରିଖ…

ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ନକଲି ଜି ଏସ୍ ଟି ପଞ୍ଜିକରଣ କରି କୋଟି କୋଟି ଟଙ୍କା ଠକେଇ ହେଉଛି। ଏହି ଜିଏସଟି ଠକଙ୍କ ହାବୁଡ଼ରେ ପଡ଼ିହଇରାଣ ହରକତ ହେଉଥିବା ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଶୁକ୍ରବାର ଠାରୁ ରାଉରକେଲାରେ ଆରମ୍ଭ ହୋଇଛି ଜିଏସଟି ସଚେତନତା କାର୍ଯ୍ୟକ୍ରମ ।
Read More...

ବିରମିତ୍ରପୁର : ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା।। ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ।

ବିରମିତ୍ରପୁର : ୨/୬ (ସତ୍ୟାନ୍ୟୁଜ) ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪୩ ନମ୍ବର ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରାଫିକ କ୍ଲିଅର କରିବାକୁ ପୋଲିସ୍ ର ଉଦ୍ୟମ ଜାରି ରହିଛି। ଘଟଣା ଘଟିଛି ବିରମିତ୍ରପୁରର ରାଣୀ ସତୀ ମନ୍ଦିର ନିକଟ ଜାତୀୟ
Read More...

ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ଦେଶୀ ଆମ୍ବର ପସରା।। ବାଇଗଣ ପଲେଇ , ସୁନ୍ଦରୀ ଅପେକ୍ଷା ଦେଶୀ ଆମ୍ବର ଆଦର ବେଶୀ।

ରାଉରକେଲା : ୨/୬ (ସତ୍ୟାନ୍ୟୁଜ) ଆମ୍ବ ଭିତରେ ରାଜା ହେଲା ବାଇଗଣ ପଲେଇ। ହେଲେ ଏବେ ରାଉରକେଲା ବଜ଼ାରରେ ଏହି ଆମ୍ବର ଚାହିଦା କମି ଯାଇଛି। ବାଇଗଣ ପଲେଇ ଆମ୍ବର ସ୍ଥାନ ଏବେ ନେଇଛି ଦେଶୀ ଆମ୍ବ। ବଜ଼ାରର ଡେଲି ମାର୍କେଟ , ଟ୍ରାଫିକ ଗେଟ ମାର୍କେଟରେ ଏବେ ଦେଶୀ ଆମ୍ବର ପସରା ମେଲାଇ ବସିଛନ୍ତି
Read More...

ରାଜଗାଙ୍ଗପୁର : ମିସେସ ଇଣ୍ଡିଆ ୨୦୨୩ ଲିଗେସି ଫେସନ ହୋଇଛନ୍ତି ଡାକ୍ତର ଲୋପମୁଦ୍ରା।। ଲାଇଙ୍ଗ ଅଞ୍ଚଳରେ ସମ୍ବର୍ଦ୍ଧନା।

ରାଜଗାଙ୍ଗପୁର/ରାଉରକେଲା : ୧/୬ (ସତ୍ୟାନ୍ୟୁଜ) ପେଶାରେ ଡାକ୍ତର କିନ୍ତୁ ନିଶା ହେଲା ଫେସନ ଦୁନିଆ। ଇଏ ହେଲେ ଡାକ୍ତର ଲୋପାମୁଦ୍ରା ସାହୁ। ରାଜଗାଙ୍ଗପୁର ଲାଇଙ୍ଗ ଅଞ୍ଚଳରେ ରହୁଥିବା ଶ୍ରୀମତୀ ସାହୁ ରାଉରକେଲା ରାଜସ୍ଥାନ ସେବା ସଦନରେ ଡାକ୍ତର ଭାବେ କାର୍ଯ୍ୟରତ। ମାତ୍ର ଫେସନ ନିଶା ତାଙ୍କୁ
Read More...

ରାଇରଙ୍ଗପୁର : ବିନା ଥଇଥାନରେ ଜମି ବାଡ଼ି ଉଚ୍ଛେଦକୁ ଗ୍ରାମବାସୀ ମାନଙ୍କ ବିରୋଧ।। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ମୟୁରଭଞ୍ଜ : ୧/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବିନା ଥଇଥାନରେ ଘର , ଜମି ଉଚ୍ଛେଦକୁ ବିରୋଧ କରିଛନ୍ତି ରାଇରଙ୍ଗପୁର ତହସିଲର ଗୋପାଳ ବନ୍ଧ ମୌଜାର ଗ୍ରାମବାସୀ ମାନେ। ଏହି ଜମିରେ ଆବାହମାନ କାଳରୁ ସେମାନେ ରହି ଆସୁଥିବା କହିଛନ୍ତି। ଏବେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨ ତାରିଖ
Read More...

ରାଉରକେଲା/ବଣାଇ : ୯ ଦାବି ପୂରଣ ନେଇ ଜିଲ୍ଲା ମିଳିତ ଅମଲା ସଙ୍ଘ କର୍ମଚାରୀଙ୍କ ସମୂହ ଛୁଟି।। ଉପଜିଲ୍ଲାପାଳଙ୍କ…

ରାଉରକେଲା/ବଣାଇ : (ସତ୍ୟାନ୍ୟୁଜ) ଆଜି ଠାରୁ ଓଡିଶା ରାଜ୍ୟ ଅମଲା କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରାଯାଇଛି। ଏହା ଛଡା ଜିଲ୍ଲା ସ୍ତରରେ ମିଳିତ ଅମଲା ସଙ୍ଘ ର କର୍ମଚରୀ ମାନେ ସାମୁହିକ ଛୁଟି ନେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି
Read More...

ରାଉରକେଲା : କଂଗ୍ରେସ ଦଳ ଛାଡିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠି।। ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା।

ରାଉରକେଲା : ୧/୬ (ସତ୍ୟାନ୍ୟୁଜ) କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସେଠୀ। ସେ ତାଙ୍କ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି , ରାଉରକେଲା ଏବଂ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଯୋଗୁଁ
Read More...

ରାଇରଙ୍ଗପୁର : ଆସନ୍ତାକାଲି ଠାରୁ ଅମଲା ସଙ୍ଘ କର୍ମଚାରୀଙ୍କ ସାମୁହିକ ଛୁଟି ଘୋଷଣା।। ଦାବି ପୂରଣ ଲାଗି ଚରମ ପଦକ୍ଷେପ…

ରାଇରଙ୍ଗପୁର : ୩୧/୫ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଦାବି ପୂରଣ ଲାଗି ଆସନ୍ତାକାଲି ଜୁନ ୧ ତାରିଖରୁ ଅମଲା ସଙ୍ଘ କର୍ମଚାରୀ ମାନେ ସାମୂହିକ ଛୁଟିରେ ରହିବେ। କଳା ବ୍ୟାଚ ପିନ୍ଧି ଦାବି ପୂରଣ ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ଫଳ ନମିଳିବାରୁ ଏପରି ନିଷ୍ପତ୍ତି
Read More...