ବିରମିତ୍ରପୁର : ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା।। ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ।

0 646

ବିରମିତ୍ରପୁର : ୨/୬ (ସତ୍ୟାନ୍ୟୁଜ) ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪୩ ନମ୍ବର ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରାଫିକ କ୍ଲିଅର କରିବାକୁ ପୋଲିସ୍ ର ଉଦ୍ୟମ ଜାରି ରହିଛି। ଘଟଣା ଘଟିଛି ବିରମିତ୍ରପୁରର ରାଣୀ ସତୀ ମନ୍ଦିର ନିକଟ ଜାତୀୟ ରାଜପଥରେ। ଶୁକ୍ରବାର ଭୋରୁ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଗାଡି ଦୁଇଟି କ୍ଷତି ଗ୍ରସ୍ତ ହୋଇଛି। ବିରମିତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.