Browsing Category

ଓଡିଶା

ରାଇରଙ୍ଗପୁର : ଆଜି ରଜ ସଂକ୍ରାନ୍ତି।। ଗାଁରେ ଗଛ ଦୋଳି ଖେଳ , ସହରରେ ପାର୍କରେ ଭିଡ଼।। ଘରେ ଘରେ ପିଠାର ମହକ।

ରାଇରଙ୍ଗପୁର : ୧୫/୬ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆଜି ରଜ ସଂକ୍ରାନ୍ତି। ରଜ ପାଇଁ ଓଡ଼ିଶାର ପୁରପଲ୍ଲୀ ଆଜି ଉତ୍ସବ ମୁଖର। ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ସହର ମହିଳା କଲେଜ ନିକଟ ବଣସାହିରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରଜ ଉପଲକ୍ଷେ ସଜବାଜ ହୋଇ ଝିଅ,ବୋହୂ ମାନେ
Read More...

ରାଉରକେଲା/ବିରମିତ୍ରପୁର : ଏସିଆ କପ ଚମ୍ପିୟନ ଭାରତୀୟ ଜୁନିୟର ହକି ଦଳ ଖେଳାଳିଙ୍କୁ ସମ୍ବର୍ଦ୍ଧନା।। ଓମାନ ଠାରେ…

ରାଉରକେଲା/ବିରମିତ୍ରପୁର : ୧୪/୬ (ସତ୍ୟାନ୍ୟୁଜ) ଓମାନ ଠାରେ ଅନୁଷ୍ଠିତ ହୋଥିବା ହକି ଜୁନିୟର ଏସିଆ କପରେ ଭାରତୀୟ ହକି ଦଳ ଚମ୍ପିଅନ ହୋଇ ଫେରିବା ପରେ ଖେଳାଳି ମାନଙ୍କୁ ସମ୍ମାନିତ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଖେଳାଳି ଭାରତୀୟ ହକି ଦଳରେ ସାମିଲ ଥିଲେ। ଅମନ ଲାକ୍ରା , ଅମିତ
Read More...

ରାଉରକେଲା : ହକି ସ୍ମାରକୀ ପ୍ରତିମୂର୍ତ୍ତି ଭାଙ୍ଗି ପଡିବା ଘଟଣାର ଭିନ୍ନ ମୋଡ।। ଜିଲ୍ଲାପାଳଙ୍କ ଘଟଣାସ୍ଥଳ ପରିଦର୍ଶନ।।…

ରାଉରକେଲା : ୧୩/୬ ( ସତ୍ୟାନ୍ୟୁଜ) ରାଉରକେଲାରେ ହକି ବିଶ୍ୱକପର ସ୍ମାରକୀ , ହକି ଖେଳାଳିଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି।୬ ମାସ ତଳେ ସ୍ଥାପନ କରାଯାଇଥିବା ଏହି ୪୦ ଫୁଟ୍ ର ପ୍ରତିମୂର୍ତ୍ତି ସାମାନ୍ୟ ପବନରେ ଭାଙ୍ଗି ପଡ଼ିବାକୁ ନେଇ ବିଭିନ୍ନ ମହଲରେ ଭିନ୍ନ
Read More...

ରାଉରକେଲା : ପୋଲିସକୁ ଅଧିକ ଲୋକାଭିମୁଖୀ କରାଯିବ।। ସହରକୁ ଡ୍ରଗ୍ସ , ବେଆଇନ ସ୍କ୍ର।ଫ କାରବାର , ଚୋରି , ଛିନ୍ନତାଇ…

ରାଉରକେଲା : ୧୩/୬ (ସତ୍ୟାନ୍ୟୁଜ)' ରାଉରକେଲା ପୋଲିସକୁ ଅଧକ ଲୋକାଭିମୁଖୀ କରାଯିବ। ଏହାସହ ଡ୍ରଗ୍ସ ଏବଂ ବେଆଇନ ସ୍କ୍ର।ପ କାରବାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗା ଯିବାକୁ ଉଦ୍ୟମ କରାଯିବ ବୋଲି ରାଉରକେଲା ଏସ୍ ପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ସୋମବାର ସନ୍ଧ୍ୟାରେ ଗଣମାଧ୍ୟମ
Read More...

ରାଉରକେଲା : ବିରମିତ୍ରପୁରରେ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ୧୩ ବସ ଯାତ୍ରୀ ଆହତ।

ରାଉରକେଲା : ୧୩/୬ (ସତ୍ୟାନ୍ୟୁଜ) ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରରେ। ମଙ୍ଗଳବାର ସକାଳେ
Read More...

ରାଉରକେଲା: ଏନ୍ ଆଇ ଟି ପୁରାତନ ଛାତ୍ର ସଂଘର ଆଲୋଚନା ଚକ୍ର ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ରାଉରକେଲା : ୧୨/୬ (ସତ୍ୟାନ୍ୟୁଜ) ଏନଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା) ରାଉରକେଲା ଶାଖା ଆନୁକୂଲ୍ୟରେ ଦୀପ୍ତି ହୋଟେଲ ଠାରେ ଆଲୋଚନାଚକ୍ର ଓ ବଂଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଟ୍ରା ର ଅଧ୍ୟକ୍ଷ ଇଂ ବିମଳ କୁମାର ବିଶି ଙ୍କ ସଭାପତିତ୍ବରେ ଧି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
Read More...

ରାଉରକେଲା : ଗ୍ରୀଷ୍ମକାଳୀନ ନାଟ୍ୟ ମହୋତ୍ସବ ଉଦଯାପିତ।। ନେସନଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ସିଭିକ ସେଣ୍ଟର ଠାରେ…

ରାଉରକେଲା : ୧୨/୬ (ସତ୍ୟାନ୍ୟୁଜ) ଉଦଯାପିତ ହୋଇ ଯାଇଛି ଗ୍ରୀଷ୍ମ କାଳୀନ ନାଟ୍ୟ ମହୋତ୍ସବ। ନେସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ପ୍ରଥମ ଥର ପାଇଁ ରାଉରକେଲା ସହରର ସିଭିକ ସେଣ୍ଟରରେ ପ୍ରଦର୍ଶିତ ହୋଇଯାଇଛି ଏହି ନାଟକ ମହୋତ୍ସବ। ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ନାଟ୍ୟ ମହୋତ୍ସବର
Read More...

ରାଉରକେଲା : ଆସନ୍ତାକାଲି ଠାରୁ ୧୩ତମ ହକି ଇଣ୍ଡିଆ ଜାତୀୟ ହକି ଚମ୍ପିୟାନଶିପ।। ଜୁନ ୧୨ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ…

ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ପୁଣି ଚଳ ଚଞ୍ଚଳ ହୋଇ ଉଠିବ ରାଉରକେଲା ବିର୍ସ। ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିଅମ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୩ତମ ହକି ଇଣ୍ଡିଆ ଜାତୀୟ କନିଷ୍ଠ ହକି ଚମ୍ପିୟନଶିପ। ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଆମରେ ଏହି ଚମ୍ପିୟନଶିପ ହେବ। ଓଡିଶା
Read More...

ରାଉରକେଲା : ଆସନ୍ତାକାଲି ଠାରୁ ୧୩ତମ ହକି ଇଣ୍ଡିଆ ଜାତୀୟ ହକି ଚମ୍ପିୟାନଶିପ।। ଜୁନ ୧୨ ରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ…

ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ପୁଣି ଚଳ ଚଞ୍ଚଳ ହୋଇ ଉଠିବ ରାଉରକେଲା ବିର୍ସ। ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିଅମ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ୧୩ତମ ହକି ଇଣ୍ଡିଆ ଜାତୀୟ କନିଷ୍ଠ ହକି ଚମ୍ପିୟନଶିପ। ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଆମରେ ଏହି ଚମ୍ପିୟନଶିପ ହେବ। ଓଡିଶା
Read More...

ରାଉରକେଲା : ଗଳି ପଡ଼ିଲା ହକି ବିଶ୍ୱକପ ୨୦୨୩ ସ୍ମାରକୀ ଷ୍ଟେଚ୍ୟୁ।। ଦୁର୍ନୀତି ହୋଇଥିବା ଅଭିଯୋଗ।। ଉଚ୍ଚସ୍ତରୀୟ ତଦନ୍ତ…

ରାଉରକେଲା : ୧୧/୬ (ସତ୍ୟାନ୍ୟୁଜ) ହକି ବିଶ୍ୱକପ ୨୦୨୩ ର ସ୍ମାରକୀ ସ୍ୱରୂପ ରାଉରକେଲା ଏରୋଡ୍ରମ ନିକଟରେ ବସା ଯାଇଥିଲା ହକି ଖେଳାଳିଙ୍କ ଏକ ବିଶାଳକାୟ ଷ୍ଟେଚ୍ୟୁ। ଏହି ଏରିଆକୁ ବହୁତ ସୁନ୍ଦର ଭାବେ ସଜା ଯାଇଥିବାରୁ ଏହା ସେଲ୍ଫି ପଏଣ୍ଟ ହୋଇଯାଇଥିଲା। ତେବେ ରବିବାର ଦିନ ଏହି ଷ୍ଟେଚ୍ୟୁ
Read More...