Browsing Category

ଓଡିଶା

ରାଉରକେଲା : ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ରାଉରକେଲା ଗସ୍ତ।। ଜିଲ୍ଲାର ରାଜସ୍ୱ ଜମିଜମା ଉପରେ ବିସ୍ତୁତ ସମୀକ୍ଷା।

ରାଉରକେଲା : ୪/୭ (ସତ୍ୟାନ୍ୟୁଜ) ଉତ୍ତରାଞ୍ଚଳ ରାଜସ୍ୱ କମିଶନରଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି। ଏହା ସହିତ ୫ ଟି ରୂପାନ୍ତରିତ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ , ଆହାର
Read More...

ରାଉରକେଲା : ତୁମକେଲା ଖଡ଼ିଆପଡା ବସ୍ତିର ବିଭିନ୍ନ ସମସ୍ୟା ନେଇ ସହର ସେବା ଅଧିକାରୀଙ୍କ ସହ ଅଲୋଚନା କଲେ ସମାଜସେବୀ…

ରାଉରକେଲା : ୪/୭ (ସତ୍ୟାନ୍ୟୁଜ) ରାଉରକେଲା ସେକ୍ଟର ଅଞ୍ଚଳରେ ଥିବା ତୁମକେଲା , ଖଡ଼ିଆପଡାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ ସେଠୀ ଉଦ୍ୟମ ଆରମ୍ଭ କରିଛନ୍ତି। ଖଡିଆପଡାର କିଛି ଯୁବକଙ୍କ ସହ ଇସ୍ପାତ କାରଖାନା ସହରସେବା କାର୍ଯ୍ୟାଳୟର ମୁଖ୍ୟଙ୍କୁ ଭେଟି
Read More...

ରାଉରକେଲା : କୋଏଲ ନଦୀ କୂଳରେ ବେଆଇନ ନାଲି ଇଟା ଭାଟି ଚାଲୁଥିବା ଅଭିଯୋଗ।। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ରାଉରକେଲା : ୪/୭ (ସତ୍ୟାନ୍ୟୁଜ) ମାଟିରେ ତିଆରି କରାଯାଉଥିବା ନାଲି ଇଟା କୁ ରାଜ୍ୟରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହା ସ୍ଵତ୍ତ୍ୱେ ରାଉରକେଲାର ଆଖପାଖରେ ମାଟି ଇଟା ପ୍ରସ୍ତୁତି ଖୋଲାଖୋଲି ଭାବେ ଚାଲିଛି। ଫଳରେ ମାଟି କ୍ଷୟ ହେବା ସହ ପ୍ରଦୂଷଣ ବୃଦ୍ଧି ପାଉଛି। ବିଶ୍ରା ବ୍ଲକର ଜାମସେରା
Read More...

କପ୍ତିପଦା : ଅନ୍ଧବିଶ୍ୱାସର ପରିଣତି।। ଡାକ୍ତର ମୃତ ଘୋଷଣା କଲାପରେ ସଜା ଯାଇଥିବା ଜୁଇକୁ ନେଲେନାହିଁ ମୃତକଙ୍କୁ।।…

ମୟୁରଭଞ୍ଜ : ୩/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ସଜଡା ସରିଥିଲା ଜୁଇ। ଆଉ କିଛି ସମୟ ପରେ ଜୁଇରେ ଶୋଇଥାନ୍ତା ମୃତଦେହ। ହେଲେ କେତେଜଣ କହିଲେ , ଘର ଲୋକଙ୍କ ହାତରୁ ପାଣି ପିଇଲା ମୃତକ। ଆଉ ମୃତକ ବଞ୍ଚିଥିବା କହି ଗୁଣିଆ କରିଲା ଝଡାଫୁଙ୍କା। ଏହାକୁ ଦେଖି ସମସ୍ତେ ତାଜୁବ। ହେଲେ
Read More...

ବିରମିତ୍ରପୁର : ଟମାଟୋ କେଜି ପ୍ରତି ୧୨୦।। ଦର ବୃଦ୍ଧି ଯୋଗୁଁ ଲୋକମାନେ କମ ଟମାଟୋ କିଣିବାକୁ ବାଧ୍ୟ ହେଉଛନ୍ତି।

ବିରମିତ୍ରପୁର : ୩/୭ (ସତ୍ୟାନ୍ୟୁଜ) ଟମାଟୋ ଦାମ ଦିନକୁ ଦିନ ବଢି ବଢି ଚାଲିଛି। ରାଉରକେଲାରେ ଟମାଟୋ କେଜି ପ୍ରତି ୧୩୦ ରୁ ୧୪୦ ଟଙ୍କା ଥିବା ବେଳେ ବିରମିତ୍ରପୁରରେ କେଜି ପ୍ରତି ୧୨୦ ଟଙ୍କା ରହିଛି। ୨ ଦିନ ପୂର୍ବରୁ ଏଠାରେ ୧୪୦ ରୁ ୧୫୦ ଟଙ୍କା କେଜି ପ୍ରତି ଟମାଟୋ ବିକ୍ରି ହେଉଥିଲା। ତେବେ
Read More...

ସୁନ୍ଦରଗଡ଼ : ରିମାଣ୍ଡ ଅବିଧି ଶେଷ ହେବାପରେ ଜେଲ ଗଲେ ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ।। ଆଉ ୧…

ସୁନ୍ଦରଗଡ଼ : ୩/୭ (ସତ୍ୟାନ୍ୟୁଜ)୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଭିଜିଲାନ୍ସ ବିଭାଗ ଆଜି ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ସୁନ୍ଦରଗଡ ସ୍ବତନ୍ତ ଭିଜିଲାନ୍ସ କୋର୍ଟରେ ହାଜର କରିଛନ୍ତି। ରିମାଣ୍ଡ ଅବିଧିରେ ଜେରା ପରେ ଶ୍ରୀ ରାଉତଙ୍କ ଆଉ କେତେକ
Read More...

ଜଶୀପୁର : ହାତୀ ଦାନ୍ତ ବିକ୍ରି ମୂଲଚାଲ ଚାଲୁଥିବା ବେଳେ ମାଡି ବସିଲେ ବନ କର୍ମଚାରୀ।। ୫ ଗିରଫ।। ୪ଟି ହାତୀ ଦାନ୍ତ…

ଜଶୀପୁର : ୩/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢି ବଢି ଚାଲିଛି। ଏହି ଜଙ୍ଗଲରୁ ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁ ଶିକାର କରୁଛନ୍ତି ଶିକାରୀ। ଏହା ପଛରେ ଏକ ବଡ଼ ଧରଣର ରାକେଟ କାମ କରୁଥିବା ଆଲୋଚନା ହେଉଛି। ଏହି ସମୟରେ ଜଶୀପୁର ବ୍ଲକ ର
Read More...

ରାଉରକେଲା : ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ତିଲିକା ନଗର ବସ୍ତି ଗସ୍ତ। ପାନୀୟ ଜଳ , ଡ୍ରେନ , ରେସନ କାର୍ଡ ସମସ୍ୟାର…

ରାଉରକେଲା : ୨/୭ (ସତ୍ୟାନ୍ୟୁଜ) ସମାଜସେବୀ ପ୍ରଶାନ୍ତ ସେଠୀ ରବିବାର ଦିନ 'ଆସ ଆମେ ବସ୍ତିକୁ ଯିବା' କାର୍ଯ୍ୟକ୍ରମରେ ତିଲିକା ନଗର ବସ୍ତି ପରିଦର୍ଶନ କରିଥିଲେ। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବନ୍ଧମୁଣ୍ଡା ଅଞ୍ଚଳର ଏହି ବସ୍ତିଟି ସବୁବେଳେ ସମସ୍ୟା ଘେରରେ ଥାଏ। ସାମାଜିକ ସ୍ତରରେ ବୃଦ୍ଧ
Read More...

ସୁନ୍ଦରଗଡ : ୪ଟି କୋଇଲା ଖଣି ବନ୍ଦ କଲେ ଗ୍ରାମବାସୀ।। ପୁନର୍ବାସ ଏବଂ ଥଇଥାନ ଦାବିରେ ବିସ୍ଥାପିତଙ୍କ ଆନ୍ଦୋଳନ।। କୋଇଲା…

ସୁନ୍ଦରଗଡ : ୧/୭ ( ସତ୍ୟାନ୍ୟୁଜ) ବିଭିନ୍ନ ଦାବିରେ ପୁଣି ବିସ୍ଥାପିତ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଫଳରେ ଚାରୋଟି କୋଇଲା ଖଣିରୁ ପରିବହନ ଏବଂ କୋଇଲା ଉତ୍ତୋଳନ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ସୁନ୍ଦରଗଡ ଜିଲ୍ଲା ହେମଗିରି ତହସିଲର ୧୪ଟି ଖଣି ପ୍ରଭାବିତ ଗ୍ରାମବାସୀ ଥଇଥାନ ଓ ପୁନର୍ବାସ
Read More...

ମୟୁରଭଞ୍ଜ : ରାଇରଙ୍ଗପୁର ବନଖଣ୍ଡରେ ବିଭିନ୍ନ ପ୍ରକାର ଚାରା ବଣ୍ଟନ।। ଫଳନ୍ତି ଗଛ ସହ ଔଷଧିୟ ବୃକ୍ଷ ବଣ୍ଟନ।

ମୟୁରଭଞ୍ଜ : ୨/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ବିଭିନ୍ନ କିସମର ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କୁଚେଇବୁଢୀ ସ୍ଥାୟୀ ନର୍ସରୀରେ
Read More...