Browsing Category

ଓଡିଶା

ରାଉରକେଲା : ୪ ଜଣ ବାଇକ ଲୁଟେରାଙ୍କୁ ଗିରଫ କଲା ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ।। ୩ ବାଇକ , ୧୦ ମୋବାଇଲ ଫୋନ , ଲାପଟପ…

ରାଉରକେଲା : ୧୧/୭ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଚାରିଜଣ ବାଇକ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ଚୋରା ବାଇକ ଜବତ କରିଛନ୍ତି। ଏହା ସହ ଏହି ଲୁଟେରା ମାନଙ୍କ ଠାରୁ ୧୦ ଟି ମୋବାଇଲ ଫୋନ , ଗୋଟିଏ ଲାପଟପ ମଧ୍ୟ ଜବତ ହୋଇଛି। ଗତ ଜୁଲାଇ ୩
Read More...

ସୁନ୍ଦରଗଡ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ ଶଯ୍ୟା ବିଶିଷ୍ଟ ଆଇସିୟୁ ଉଦଘାଟିତ।। ଉଦଘାଟନ କଲେ ଜିଲ୍ଲାପାଳ ପରାଗ…

ସୁନ୍ଦରଗଡ଼ : ୧୧/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ୫ ଶଯ୍ୟା ବିଶିଷ୍ଟ ଏକ ଆଇସିୟୁ ବ୍ଲକ ର ଉଦଘାଟନ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି ହର୍ଷଦ ଏହି ଇଣ୍ଟେନସିଭ କେୟାର ୟୁନିଟ କୁ ଉଦଘାଟନ କରିଥିଲେ। ସୁନ୍ଦରଗଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର
Read More...

ସୁନ୍ଦରଗଡ଼ : ଲେଫ୍ରିପଡା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି।। ୭୯ ଟି ମାମଲାରୁ ୨୧ଟିର ତୁରନ୍ତ ସମାଧାନ।

ସୁନ୍ଦରଗଡ଼ : ୧୦/୭ (ସତ୍ୟାନ୍ୟୁଜ) : ଆଜି ଲେଫ୍ରିପଡ଼ା ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି
Read More...

ମୟୁରଭଞ୍ଜ : କାରଞ୍ଜିଆର ବିଭିନ୍ନ ଗ୍ରାମରେ ହାତୀ ଆତଙ୍କରେ ଉଜାଗର ରହୁଛନ୍ତି ଗାଁ ଲୋକେ।। ଗାଁକୁ ପଶି ଆସୁଛନ୍ତି…

କାରଞ୍ଜିଆ : ୧୦/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଏବେ ଗାଁ ମୁହାଁ ହାତୀ ପଲ୍ଲ। ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟ ସନ୍ଧାନରେ ଗାଁ ଭିତରକୁ ପଶି ଆସୁଛନ୍ତି ହାତୀ। କିଛି ଦିନ ବିରତି ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ବିଭିନ୍ନ ଅଞ୍ଚଳରେ ପୁଣି ହାତୀପଲ୍ଲ ବ୍ୟାପକ କ୍ଷୟକ୍ଷତି ଆରମ୍ଭ
Read More...

ମୟୁରଭଞ୍ଜ : ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀ।। ଆସିଥିବା ୯୯ଟି ଅଭିଯୋଗରୁ ଗୋଟିକର ତୁରନ୍ତ ସମାଧାନ।

ରାଇରଙ୍ଗପୁର : ୧୦/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଆଜି ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅୟୋଜିତ ଏହି ଶିବିରରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ
Read More...

ରାଉରକେଲା : ରାଉରକେଲା ରୁ ନିୟମିତ ବିମାନ ସେବା ଆଶା ମଉଳୁଛି।। ଭୁବନେଶ୍ୱରକୁ ବିମାନ ସେବା ଲଗାତାର ତିନିଦିନ ହେଲା…

ରାଉରକେଲା : ରାଉରକେଲା ରୁ ନିୟମିତ ବିମାନ ସେବା ଆଶା ମଉଳୁଛି।। ଭୁବନେଶ୍ୱରକୁ ବିମାନ ସେବା ଲଗାତାର ତିନିଦିନ ହେଲା ବାତିଲ।ରାଉରକେଲା : ୧୦/୭ (ସତ୍ୟାନ୍ୟୁଜ) ୨୦୨୩ ଜାନୁଆରୀ ୭ ତାରିଖରେ ରାଉରକେଲା -ଭୁବନେଶ୍ୱର ବିମାନ ସେବାର ଶୁଭାରମ୍ଭ ହୋଇଥିଲା। ରାଉରକେଲା ବାସୀ ଆଶା କରିଥିଲେ ଏହା ଏକ
Read More...

ବିରମିତ୍ରପୁର : ‘ଜର୍ଜ ସେନା’ ପକ୍ଷରୁ ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ଅୟୋଜିତ।। ନିର୍ବାଚନ ପ୍ରସ୍ତୁତି…

ବିରମିତ୍ରପୁର : ୯/୭ (ସତ୍ୟାନ୍ୟୁଜ ) ଆସନ୍ତା ବର୍ଷ ୨୦୨୪ ରେ ବିଧାନସଭା ଏବଂ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏବେ ସବୁ ଦଳ ଆଗୁଆ ପ୍ରସ୍ତୁତି ଆରମ୍ଭ କଲେଣି। ଏହି ପରିପ୍ରେକ୍ଷୀରେ ବିରମିତ୍ରପୁର ପୁର୍ବତନ ବିଧାୟକ ଜର୍ଜ ତିର୍କୀ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି
Read More...

ସମ୍ବଲପୁର : ସହରର ବିଭିନ୍ନ ଥାନା ଅଞ୍ଚଳରୁ ୬ ଜଣ ଅପରାଧୀ ଗିରଫ।। ୮ପିସ୍ତଲ , ୨୨ ଗୁଳି , ୧୧ ଲକ୍ଷ ୨୦ ହଜାର ଟଙ୍କା…

ସମ୍ବଲପୁର : ୯/୭ (ସତ୍ୟାନ୍ୟୁଜ) ସମ୍ବଲପୁର ପୋଲିସ ୬ ଜଣ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮ ଟି ପିସ୍ତଲ ଏବଂ ୨୨ ଟି ଗୁଳି ଜବତ କରିଛନ୍ତି। ଏହା ସହ ଗିରଫ ଅପରାଧୀଙ୍କ ନିକଟରୁ ନଗଦ ୧୧ ଲକ୍ଷ ୨୦ ହଜାର ଟଙ୍କା , ଗୋଟିଏ କାର ଏବଂ ଦୁଇଟି ବାଇକ ଜବତ କରାଯାଇଛି ।
Read More...

ବିରମିତ୍ରପୁର : ନାଳରେ ପାଇପ ଉପରେ ବିପଜ୍ଜନକ ଅବସ୍ଥାରେ ଯା ଆସ କରୁଛନ୍ତି ଲୋକେ।। ଶୀଘ୍ର କଲଭର୍ଟ ନିର୍ମାଣ କରିବାକୁ…

ବିରମିତ୍ରପୁର : ୮/୭ (ସତ୍ୟାନ୍ୟୁଜ) ମାତ୍ର ୧୦ ମିନିଟରେ ଷ୍ଟେସନ ପହଞ୍ଚୁ ଥିଲେ ଲୋକେ। ମାତ୍ର ଏବେ ୫ କିଲୋମିଟର ବୁଲି କରି ଯିବାକୁ ପଡୁଛି। ଏହି ଅସୁବିଧା ଭୋଗ କରୁଛନ୍ତି ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ୧ ନମ୍ବର ୱାର୍ଡର ବାସିନ୍ଦା। ପୂର୍ବରୁ ଯେଉଁ ରାସ୍ତା ଦେଇ ଷ୍ଟେସନ ଯାଉଥିଲେ ସେ
Read More...

କାରଞ୍ଜିଆ : ନାବାଳିକା ମୃତ୍ୟୁ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଅଭିଯୋଗ।। ଥାନା ସମ୍ମୁଖରେ ବିକ୍ଷୋଭ…

କରଞ୍ଜିଆ : ୭/୭ (ସତ୍ୟାନ୍ୟୁଜ) ନିଖୋଜ ନାବାଳିକାର ମୃତ୍ୟୁ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ଶିଥିଳତା ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଆଜି ଶତାଧିକ ଲୋକ କରଞ୍ଜିଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ
Read More...