Browsing Category

ଓଡିଶା

ରାଉରକେଲା : ବସ୍ତିକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ।। ସାପ କାମୁଡ଼ାରେ ଆହତ ବୃଦ୍ଧାଙ୍କୁ ଷ୍ଟ୍ରେଚରରେ ବୁହାଗଲା।

ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) ରାଉରକେଲା ନିକଟ ଲାଠିକଟା ବ୍ଲକର ଏକ ବସ୍ତିରେ ରାସ୍ତା ନଥିବାରୁ ବସ୍ତି ଭିତରକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ସାପ କାମୁଡ଼ାରେ ଗୁରୁତର ବୃଦ୍ଧାଙ୍କୁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ନେବାକୁ ପଡିଥିଲା। ପରେ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ
Read More...

ରାଉରକେଲା : ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ପାଳନ କରୁଛି ‘ସମ୍ବଲପୁରୀ ଦିନ୍’। ଅଗଷ୍ଟ ୧ ତାରିଖରେ…

ରାଉରକେଲା : ୩୦/୭ (ସତ୍ୟାନ୍ୟୁଜ) ଆସନ୍ତା ଅଗଷ୍ଟ ୧ ତାରିଖରେ ରାଉରକେଲାରେ ପାଳନ କରାଯିବ 'ସମ୍ବଲପୁରୀ ଦିନ୍'। ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ଏହି ଦିବସ ରାଉରକେଲା କ୍ଲବ ଠାରେ ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ରବିବାର ଦିନ ଏକ ଶୋଭାଯାତ୍ରା ପରିଷଦ ପକ୍ଷରୁ ବାହାରି
Read More...

ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ମୋହରମ ସମ୍ପନ୍ନ।। ଇଣ୍ଟିଗ୍ରେସନ ଫୋରମ ପକ୍ଷରୁ ତାଜିଆ କମିଟି ସଦସ୍ୟଙ୍କୁ…

ରାଉରକେଲା : ୨୯/୭ (ସତ୍ୟାନ୍ୟୁଜ) ରାଉରକେଲାରେ ମୋହରମ ପର୍ଵ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। ବିଭିନ୍ନ ମୋହରମ କମିଟି ପକ୍ଷରୁ ତାଜିଆ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା। ସମୁଦାୟ ୪ଟି ତାଜିଆ କମିଟି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରିଥିଲା। ଶାନ୍ତି ଶୃଙ୍ଖଳା
Read More...

ରାଉରକେଲା : ମୋହରମ ପର୍ବ ପାଳନ ଲାଗି ସମସ୍ତ ପ୍ରସ୍ତୁତି ଶେଷ।। ଶାନ୍ତି ଶୃଙ୍ଖଳା ସହ ମୋହରମ ପାଳନ ଲାଗି ଇଣ୍ଟିଗ୍ରେସନ…

ରାଉରକେଲା : ୨୯/୭ (ସତ୍ୟାନ୍ୟୁଜ) ଆଜି ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ମହରମ । ମୋହରମ ପାଇଁ ବିଭିନ୍ନ କମିଟି ପକ୍ଷରୁ ତାଜିଆ ଶୋଭାଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ସରିଛି। ଏହା ସହ ଶାନ୍ତି ଶୃଙ୍ଖଳା ସହ ମୋହରମ ପର୍ବ ସମ୍ପନ୍ନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା
Read More...

ମୟୁରଭଞ୍ଜ : ମାସ ମାସ ଧରି ଭତ୍ତା ପାଉନଥିବାରୁ ପଞ୍ଚାୟତ ଅଧିକାରୀ ଲୋକଙ୍କ ଆକ୍ରୋଶର ଶିକାର।। କାର୍ଯ୍ୟାଳୟରେ ଟଣାଓଟରା…

ମୟୁରଭଞ୍ଜ : ୨୮/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମାସ ମାସ ଧରି ଭତ୍ତା ପାଉ ନଥିବାରୁ ହିତାଧିକାରୀଙ୍କ ଆକ୍ରୋଶର ଶିକାର ହେଲେ ପଞ୍ଚାୟତ ଅଧୀକାରୀ। ଦିର୍ଘ ଦିନର ପୁଞ୍ଜୀଭୂତ ଅସନ୍ତୋଷର ଫଳ ସ୍ୱରୂପ ପଞ୍ଚାୟତ ଅଧିକାରୀଙ୍କୁ ଟଣାଓଟରା ସହ ମାଡ ମାରିଲେ ହିତାଧିକାରୀ। ବାର୍ଦ୍ଧକ୍ୟ ଭତ୍ତା
Read More...

ରାଉରକେଲା : ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ।। ଦଣ୍ଡବିଧାନ କଲେ ଏଡ଼ିଜେ…

ରାଉରକେଲା : ୨୭/୭ (ସତ୍ୟାନ୍ୟୁଜ) ଏକ ଅପହରଣ ଏବଂ ଦୁଷ୍କର୍ମ ମାମଲାର ବିଚାର କରି ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ଦୂତୀୟ) ଆଜି ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏହା ସହ ମହିଳାଙ୍କୁ ମୁଣ୍ଡଜାମିନ ରଖି
Read More...

ବଣାଇ : ମଣିପୁର ହିଂସାକୁ ନେଇ ବଣାଇରେ ସିପିଏମ୍ ପକ୍ଷରୁ ପ୍ରତିବାଦ ସଭା। ଶାନ୍ତି କାଏମ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ…

ବଣାଇ : ୨୮/୭ (ସତ୍ୟାନ୍ୟୁଜ) ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ମଣିପୁର ଦଙ୍ଗା ବିରୁଦ୍ଧରେ ବିକ୍ଷୋଭ ଆଦି କରାଯାଉଛି। ଗତକାଲି ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ରାଉରକେଲାରେ ପ୍ରତିବାଦ ସଭା କରା ଯାଇଥିଲା। ଆଜି
Read More...

ରାଉରକେଲା : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅୟୁକ୍ତଙ୍କ ସୁନ୍ଦରଗଡ଼ ଗସ୍ତ।। ସମୀକ୍ଷା ବୈଠକ ସହ ଅଙ୍ଗନବାଡି କେନ୍ଦ୍ର…

ସୁନ୍ଦରଗଡ଼ : ୨୭/୭ (ସତ୍ୟାନ୍ୟୁଜ) ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିବା ସହିତ ବିଭିନ୍ନ ବିଭାଗର ସମୀକ୍ଷା କରିଛନ୍ତି Iସବଡେଗା ବ୍ଳକ ପରିସରରେ ଅୟୋଜିତ ଏହି ସମୀକ୍ଷା ବୈଠକରେ ଆୟୁକ୍ତ ଶ୍ରୀ ସାହୁ
Read More...

ରାଉରକେଲା : ସ୍ୱାଧୀନତା ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ।। ବିଭନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି…

ରାଉରକେଲା : ୨୭/୭ (ସତ୍ୟାନ୍ୟୁଜ) ୭୭ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଵୈଠକରେ ଚଳିତ
Read More...

ମୟୁରଭଞ୍ଜ : ହାତୀ ପିଠିରେ ନିଆଁ ହୁଳା ମାଡ଼ କରି ଘଉଡ଼ାଇବା ଉଦ୍ୟମ।। ତଦନ୍ତ ନିର୍ଦ୍ଦେଶ ଦେଲେ ଡିଏଫଓ ।

ମୟୁରଭଞ୍ଜ : ୨୭/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଭଲକି ଦେଖନ୍ତୁ ଏହି ଭିଜୁଆଲସ୍ କୁ । ହାତୀକୁ ଘଉଡାଇବାକୁ କିପରି ହାତୀ ପିଠିରେ ନିଆଁହୁଳା ମାଡ ମାରୁଛନ୍ତି ଲୋକେ। ଏପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଜୁଆଲସ୍ କେଉଁ ସ୍ଥାନର ସଠିକ ଜଣା ପଡୁନଥିବା ବେଳେ ଏହା
Read More...