Browsing Category

ଓଡିଶା

ରାଉରକେଲା : ‘ନୀଳ ଆକାଶ ପାଇଁ ନିର୍ମଳ ବାୟୁ’ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ।। ରାଜ୍ୟ ପ୍ରଦୂଷଣ…

ରାଉରକେଲା : ୭/୯ (ସତ୍ୟାନ୍ୟୁଜ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ " ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ" ଆଜି ଆରଏସପି ର ସିପିଟିଆଇ ଅଡିଟୋରୀୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଉରକେଲା ଅତିରିକ୍ତ
Read More...

ରାଉରକେଲା : ଟ୍ରାକ୍ଟରରୁ ଅଲଗା ହୋଇଗଲା ପାଣି ଟ୍ୟାଙ୍କର।। ଟ୍ରାକ୍ଟରର ରଡ଼ ପଶି ଯିବାରୁ ଯୁବକଙ୍କ ମୃତ୍ୟୁ।। ବେଦବ୍ୟାସ…

ରାଉରକେଲା : ୭/୯ (ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ଜଣେ ପଡୋଶୀ ବୟସ୍କା ମହିଳାଙ୍କ ଦାହ ସଂସ୍କାର କରିବାକୁ କେତେଜଣ ଯୁବକ ଯାଉଥିଲେ ବେଦବ୍ୟାସ ସ୍ଵର୍ଗଦ୍ୱାର। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ରାଉରକେଲା ବେଦବ୍ୟାସ ଟିସିଆଇ ଛକ ନିକଟରେ ଏକ ଟ୍ରାକ୍ଟର ପାଣି ଟ୍ୟାଙ୍କରର ରଡ଼ ପଶି
Read More...

ରାଇରଙ୍ଗପୁର : କୁଡୁମୀ ସମ୍ପ୍ରଦାୟର ଲୋକଙ୍କୁ ପୁନଃ ଏସ୍ ଟି ତାଲିକାଭୁକ୍ତ କରିବାକୁ ଦାବି।। ଉପଜିଲ୍ଲାପାଳଙ୍କ…

ରାଇରଙ୍ଗପୁର : ୬/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଳାରେ କୁଡୁମୀ ସଂପ୍ରଦାୟର ଲୋକମାନେ ନିଜର ହକ ଓ ଅଧିକାର ପାଇଁ ଦୀର୍ଘଦିନରୁ ସଂଗ୍ରାମ ଜାରି ରଖିଛନ୍ତି। କୁଡୁମୀ ଜାତିର ଲୋକେଏସ୍ ଟି ତାଲିକାଭୁକ୍ତ ଥିଲେ। କିନ୍ତୁ କେନ୍ଦ୍ର ସରକାର ବିନା କାରଣରେ ୧୯୫୦ ସେପ୍ଟେମ୍ବର
Read More...

ରାଉରକେଲା : ଆରପିଏଫ୍ ଥାନା ଅଧିକାରୀ ନିଲମ୍ବିତ।। କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସପେଣ୍ଡ ହୋଇଥିବା ସୂଚନା।

ରାଉରକେଲା : ୬/୯ (ସତ୍ୟାନ୍ୟୁଜ) ରାଉରକେଲାରେ ଅବସ୍ଥାପିତ ରେଳ ସୁରକ୍ଷା ବଳ ଥାନା ଅଧିକାରୀ ଶିବ ଲାହିରୀ ମିନାଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି। ରେଳବାଇ ଆଇଜି ସଞ୍ଜୟ କୁମାର ମିଶ୍ରଙ୍କ ଅଚାନକ ରାଉରକେଲା ରେଳ ଷ୍ଟେସନ ଗସ୍ତ ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ନିଲମ୍ବନ ପରେ
Read More...

ସୁନ୍ଦରଗଡ : ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ରେ ଏକ ମାସ ହେଲା ୪ଟି ଦନ୍ତାଙ୍କ ଉପଦ୍ରଵ।। ଘର ଭାଙ୍ଗିବା ସହ ଧାନ , ଚାଉଳ…

ସୁନ୍ଦରଗଡ଼: ୬/୯ (ସତ୍ୟାନ୍ୟୁଜ) ପାଖାପାଖି ଏକ ମାସ ବିରତି ପରେ ପୁଣି ଗାଁ ମୁହାଁ ହାତୀପଲ୍ଲ । ଏହି ୪ ଟିକିଆ ଦନ୍ତାହାତୀ ପଲ୍ଲ ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜର କିଞ୍ଜୀର୍ମା, ମହୁଲଜୋର ଏବଂ ଘଣ୍ଟିବୁଡ ଅଞ୍ଚଳରେ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଗତ ଏକ ମାସ ରୁ ଅଧିକ ସମୟ ହେଲା ଏହି
Read More...

ରାଉରକେଲା : ସହରର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀରେ ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ।। ରାଧାକୃଷ୍ଣ ମନ୍ଦିରରେ…

ରାଉରକେଲା : ୬/୯ (ସତ୍ୟାନ୍ୟୁଜ) ଆଜି ଜନ୍ମାଷ୍ଟମୀ। ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ। ଏନେଇ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାନ ଅୟୋଜନ କରାଯାଇଛି। ସକାଳୁ ସକାଳୁ ରାଧାକୃଷ୍ଣଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଲମ୍ବା ଲାଇନ ଲାଗିଛି। ହନୁମାନ ବାଟିକା ରାଧାକୃଷ୍ଣ
Read More...

ବିରମିତ୍ରପୁର : ନିଜକୁ ଆର ଟି ଓ ଅଧିକାରୀ କହି ଟଙ୍କା ଆଦାୟ କରିବା ଅଭିଯୋଗରେ ୩ ଗିରଫ।। ରାଞ୍ଚି-କୁତ୍ରା ମାର୍ଗରେ…

ବୀରମିତ୍ରପୁର : ୫/୯ (ସତ୍ୟାନ୍ୟୁଜ) ନିଜକୁ ପରିବହନ ବିଭାଗର ଅଧିକାରୀ ଦର୍ଶାଇ ଟ୍ରକ ଏବଂ ଅନ୍ୟ ଗାଡିରୁ ବଟି ଆଦାୟ କରୁଥିବା ଅଭିଯୋଗରେ ତିନି ଜଣ ଗିରଫ ହୋଇଛନ୍ତି। ପରିବହନ ବିଭାଗ ଅଧିକାରୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ କହି ଗାଡ଼ିର କାଗଜ ପତ୍ର ଯାଞ୍ଚ କରୁଥିଲେ ଏହି
Read More...

ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ।। ଆସିଥିଲା ୧୯୩ ଟି ଅଭିଯୋଗ।

ସୁନ୍ଦରଗଡ଼ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ସୁନ୍ଦରଗଡ଼ : ୫/୯ (ସତ୍ୟାନ୍ୟୁଜ) ଜିଲ୍ଲା ପ୍ରଶାସନ ଦ୍ବାରା ସୋମବାର ଦିନ ସ୍ଥାନୀୟ ସଦଭାବନା ଭବନ ଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର
Read More...

ରାଉରକେଲା : ‘ସହରାଞ୍ଚଳରେ ନିରନ୍ତର ବିକାଶ ଲକ୍ଷର ଆଞ୍ଚଳିକ କରଣ’ କର୍ମଶାଳା ଅୟୋଜିତ।

ରାଉରକେଲା : ୪/୯ (ସତ୍ୟାନ୍ୟୁଜ) ସୋମବାର ସ୍ଥାନୀୟ ମହାନଗର ପାଠାଗାର ପରିସରରେ ୟୁନାଇଟେଡ୍‌ ନ୍ୟାସନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି) ଏବଂ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ 'ସହରାଞ୍ଚଳରେ ନିରନ୍ତର ବିକାଶ ଲକ୍ଷ୍ୟର ଆଞ୍ଚଳିକକରଣ' ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
Read More...

ରାଉରକେଲା : ସିଆଇଟିୟୁ ର ତିନିଦିନିଆ ଜାତୀୟ କାର୍ଯ୍ୟକାରିଣୀ ଆରମ୍ଭ।। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

ରାଉରକେଲା : ୪/୯ (ସତ୍ୟାନ୍ୟୁଜ) ଶ୍ରମିକ ସଙ୍ଗଠନ ସିଆଇଟିୟୁ ର ତିନିଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିନ ରାଉରକେଲାରେ ଆରମ୍ଭ ହୋଇଛି। ସହରର ହୋଟେଲ ରାଧିକା ରିଜେନ୍ସିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଜନବିରୋଧି , କୃଷକ ବିରୋଧୀ ଏବଂ ଶ୍ରମିକ ବିରୋଧୀ ନୀତି
Read More...