Browsing Category

ଓଡିଶା

ରାଇରଙ୍ଗପୁର : ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ।। ୨୫ , ୨୬ , ୨୭ ସେପ୍ଟେମ୍ବରରେ ଜିଲ୍ଲା ସ୍ତରୀୟ କ୍ରୀଡା…

ରାଇରଙ୍ଗପୁର : ୧୭/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବିନୟ ରଂଜନ ନାୟକ ଓ ବିଇଓ ଭାଗିରଥୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଏହି କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇ
Read More...

ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ।

ରାଉରକେଲା : ୧୭/୯ (ସତ୍ୟାନ୍ୟୁଜ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ(ଏସ୍‌ପିସିବି) ରାଉରକେଲା ଆଂଚଳିକ ଶାଖା ପକ୍ଷରୁ ବିଶ୍ୱ ଓଜୋନ ଦିବସ ଆଜି ବିଭାଗୀୟ ସମ୍ମିଳନୀକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକ
Read More...

ସୁନ୍ଦରଗଡ : ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା। ଜିଲ୍ଲା ପ୍ରଶାସନ ସହ ୫ ଟି ସଚିବଙ୍କ ଆଲୋଚନା।

ସୁନ୍ଦରଗଡ: ୧୬/୦୯ (ସତ୍ୟାନ୍ୟୁଜ) ଆଜି ଜିଲ୍ଲା ଓସ୍ଵାନ ହଲଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ରୂପାନ୍ତରିକରଣ କାର୍ଯ୍ୟକ୍ରମ ଅଧୀନରେ ହାଇସ୍କୁଲର ରୂପାନ୍ତରଣ ସମ୍ବନ୍ଧରେ ଏକ ଭାବ ବିନିମୟ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା
Read More...

ରାଇରଙ୍ଗପୁର : ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ଧକ୍କା ଦେଲା ବାଇକ୍ କୁ।। ବାପ , ଝିଅ ଗୁରୁତର ।

ମୟୁରଭଞ୍ଜ : ୧୬/୯ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର ମୁଖ୍ୟ ମାର୍ଗରେ ଆଜି ଏକ ଟ୍ରାକ୍ଟର ବାଇକ୍ କୁ ଧକ୍କା ଦେବା ଫଳରେ ବାଇକ୍ ରେ ଯାଉଥିବା ବାପ , ଝିଅ ଗୁରୁତର ଆହତ ହୋଇଛନ୍ତି। ବାଇକ୍ କୁ ଧକ୍କା ଦେବା ପରେ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ନିକଟରେ ଥିବା ଏକ ଟାୟାର ଦୋକାନ ଭିତରେ ପଶି
Read More...

ରାଉରକେଲା : ବିଶ୍ୱକର୍ମା ପୂଜା ଏବଂ ଗଣେଶ ପୂଜା ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ପ୍ଲାଣ୍ଟସାଇଟ ଥାନାରେ ବୈଠକ।।…

ରାଉରକେଲା : ୧୬/୯ (ସତ୍ୟାନ୍ୟୁଜ) ଆସନ୍ତାକାଲି ବିଶ୍ୱକର୍ମା ପୂଜା। ତା ଦିନକ ପରେ ଗଣେଶ ପୂଜା। ଏଥିଲାଗି ରାଉରକେଲା ସହର ଚଳଚଞ୍ଚଳ ହୋଇ ଉଠିଛି। ଉଭୟ ଗଣେଶ ପୂଜା ଏବଂ ବିଶ୍ୱକର୍ମା ପୂଜା ପାଇଁ ପେଣ୍ଡାଲ ନିର୍ମାଣ କାମ ପ୍ରାୟ ସରି ଆସିଲାଣି। ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ କିଣିବା ଲାଗି
Read More...

ରାଉରକେଲା : ଜିଲ୍ଲା ମାନବିଧିକାର ରକ୍ଷକ କର୍ମୀ ମାନଙ୍କ ପ୍ରଶଂସନୀୟ କାର୍ଯ୍ୟ।। ରାସ୍ତା କଡରେ ପଡିଥିବା ଅଜଣା…

ରାଉରକେଲା : ୧୬/୯ (ସତ୍ୟାନ୍ୟୁଜ) ଅନ୍ତର୍ଜାତୀୟ ମାନବିଧିକାର ରକ୍ଷକ ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଆଉ ଏକ ପ୍ରଶଂସନୀୟ କାର୍ଯ୍ୟ ସାମ୍ନାକୁ ଆସିଛି। ରାଉରକେଲା ମାଲଗୋଦାମ ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତି ୩ ଦିନ ହେଲା ପଡି ରହିଥିଲେ। ତାଙ୍କର ମୁଣ୍ଡରେ ଆଘାତ ଲାଗିବା ସହ ସେ ଦୁର୍ବଳ ହୋଇ
Read More...

ମୟୁରଭଞ୍ଜ : ଅସୁସ୍ଥ ୧୮ ଦିନର ହାତୀ ଛୁଆକୁ ଛାଡି ଚାଲିଗଲେ ହାତୀପଲ୍ଲ।। ଏବେ ଚିକିତ୍ସା କରିବା ସହ ଯତ୍ନ ନେଉଛନ୍ତି…

ମୟୁରଭଞ୍ଜ : ୧୬/୯ (ସତ୍ୟାନ୍ୟୁଜ) ଅସୁସ୍ଥ ଛୁଆ ହାତୀକୁ ଛାଡି ଚାଲିଗଲେ ହାତୀ ଦଳ। ଏବେ ଏହି ଅସୁସ୍ଥ ୧୮ ଦିନର ହାତୀ ଛୁଆକୁ ଚିକିତ୍ସା କରୁଛନ୍ତି ଡାକ୍ତରୀ ଦଳ। ସୂଚନା ଅନୁଯାୟୀ ଗତକାଲି ସକାଳୁ ଝାଡ଼ଖଣ୍ଡ ଜଙ୍ଗଲରୁ ଆସିଥିବା ହାତୀପଲ୍ଲ ଦେଓ ନଦୀ ଅତିକ୍ରମ କରି କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ
Read More...

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ କାୟା ମେଲାଉଛି ସ୍କ୍ରିବ୍ ଟାଇଫସ୍।। ୨୪ ଘଣ୍ଟାରେ ୭ ଜଣ ଆକ୍ରାନ୍ତ ଚିହ୍ନଟ।।

ସୁନ୍ଦରଗଡ଼: ୨୬/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ କାୟା ମେଲାଉଛି ସ୍କ୍ରବ୍ ଟାଇଫସ। ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସୁନ୍ଦରଗଡ଼ରେ ସ୍କବ
Read More...

ମୟୁରଭଞ୍ଜ : ବିକଶିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।। ଉତ୍ତମ ଅଧ୍ୟୟନ ସହ ସୁଷମ…

ମୟୁରଭଞ୍ଜ : ୧୬/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିଶୁ ମାନଙ୍କ ମାନସିକ ଏବଂ ଶାରୀରିକ ବିକାଶ ସହ ସେମାନଙ୍କୁ ଅଧ୍ୟୟନ ଯୋଗାଇ ଦେବାପାଇଁ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ବିକଶିତ ଆଦର୍ଶ ଅଙ୍ଗନବାଡି
Read More...

ବଣାଇ : ବଣାଇ ଟାଉନରେ ପଶିଲେ ଦୁଇଟି ଦନ୍ତା ହାତୀ।। ଲୋକେ ଆତଙ୍କିତ।। ୫ ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ।

ବଣାଇ : ୧୬/୯ (ସତ୍ୟାନ୍ୟୁଜ) ବଣାଇ ସହରକୁ ପଶିଲେ ଦୁଇଟି ଦନ୍ତା ହାତୀ। ଦନ୍ତା ଦୁଇଟିଙ୍କ ପ୍ରବେଶରେ ଆତଙ୍କିତ ହୋଇପଡିଲେ ବଣାଇ ବାସୀ। ଏହି ଦୁଇଟି ଗୋଠଛୋଡା ଦନ୍ତା ହାତୀଙ୍କ ଉତ୍ପାତରେ ବଣାଇ ଅଞ୍ଚଳରେ ଧନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ହାତୀ କେତେବେଳେ ଘର ଭାଙ୍ଗୁଛି ତ କେତେବେଳେ ଫସଲ
Read More...