Browsing Category

ଓଡିଶା

ମୟୁରଭଞ୍ଜ : କରଞ୍ଜିଆ ଉପଖଣ୍ଡ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ।। କ୍ଷତିପୂରଣ…

କରଞ୍ଜିଆ : ୨୩/୯ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ରାରୁଆଁ ଥାନା ଅଧିନସ୍ଥ ସିଙ୍ଗିଡା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ। ଏକ ଅଜଣା ଟ୍ରକ
Read More...

ରାଉରକେଲା : ପୋଲିସ ଏତେଲା କପି ଦେଉ ନଥିବା ଅଭିଯୋଗ କରିଛନ୍ତି ମୃତ ମହିଳା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଭାଇ।

ରାଉରକେଲା : ୨୩/୯ (ସତ୍ୟାନ୍ୟୁଜ) ରାଉରକେଲା ଏଡିଏମ୍ ଅଫିସରେ କାମ କରୁଥିବା ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ମୋଡ ନେଉଛି। ତାଙ୍କ ଭଉଣୀ ଡିପ୍ରେସନ୍ ରେ ଥିଲେ ଏବଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ସୁସ୍ମିତାଙ୍କ ଭାଇ
Read More...

ବିରମିତ୍ରପୁର : ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଶାନ୍ତି କମିଟି ବୈଠକ।। ବୈଠକରେ ଯୋଗଦେଲେ ସୁନ୍ଦରଗଡ଼ ଏସ୍ ପି।।…

ବିରମିତ୍ରପୁର : ୨୩/୯(ସତ୍ୟାନ୍ୟୁଜ) ଗଣେଶ ପ୍ରତିମା ବିସର୍ଜନ ଶୋଭାଯାତ୍ରା ପାଇଁ ବିରମିତ୍ରପୁରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଶାନ୍ତି ଶୃଙ୍ଖଳା ସହ ବିସର୍ଜନ ପର୍ବ ସମ୍ପନ୍ନ ଲାଗି ବିରମିତ୍ରପୁରରେ ଶନିବାର ଦିନ ଶାନ୍ତି କମିଟି ବୈଠକ ବସିଥିଲା। ଏହି ବୈଠକରେ ପ୍ରଶାସନ ତରଫରୁ
Read More...

ରାଉରକେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ଯୁବ ମୋର୍ଚ୍ଚାର ରକ୍ତଦାନ ଶିବିର।। ୭୫…

ରାଉରକେଲା : ୨୩/୯ (ସତ୍ୟାନ୍ୟୁଜ) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ ଉପଲକ୍ଷେ ସେବା ଦିବସ ରାଉରକେଲା ବିଜେପି ଭାରତୀୟ ଜନତା ଯୁବମୋର୍ଚ୍ଚା ପାନପୋଷ ସାଂଗଠନିକ ଜିଲ୍ଲା ସଭାପତି ଅଙ୍କୁଶ ବର୍ମା ଙ୍କ ନେତୃତ୍ଵରେ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ରାଉରକେଲା
Read More...

ରାଉରକେଲା : ଜିଲ୍ଲାରେ ଚିନ୍ତା ବଢାଇଲାଣି ସ୍କ୍ରବ୍ ଟାଇଫସ୍।। ୨୪ ଘଣ୍ଟାରେ ପୁଣି ୧୦ ଆକ୍ରାନ୍ତ ଚିହ୍ନଟ। ଅକ୍ରାନ୍ତଙ୍କ…

ରାଉରକେଲା : ୨୩/୯ (ସତ୍ୟାନ୍ୟୁଜ) ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ୍। ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ପୁଣି ୧୦ ଜଣ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୨୧ ପହଁଚିଛି । ଗତକାଲି ୫୧ ଟି ରକ୍ତ ନମୁନା ଯାଞ୍ଚ ହୋଇଥିଲା ସେଥି
Read More...

ଉଦଳା : ଜୁଏଲେରୀ ଦୋକାନ ଉପରେ ଜି ଏସ୍ ଟି ବିଭାଗର ଚଢ଼ାଉ।। ଗହଣା ଷ୍ଟକ୍ ସହ କାଗଜପତ୍ର ଯାଞ୍ଚ।

ମୟୁରଭଞ୍ଜ : ୨୩/୯ (ସତ୍ୟାନ୍ୟୁଜ) ଟିକସ ଫାଙ୍କି ଅଭିଯୋଗରେ ଶୁକ୍ରବାର ଦିନ ଏକ ଗହଣା ଦୋକାନରେ ଚଢାଉ ହୋଇଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ର ମହେନ୍ଦ୍ର ଗହଣା ଦୋକାନ ଉପରରେ ଏହି ଚଢ଼ାଉ ହୋଇଛି। ମଧ୍ୟାହ୍ନରେଜି ଏସ୍ ଟି ଅଧିକାରୀ ମାନେ ଏହି ବ୍ୟବସାୟୀକ ପ୍ରତିଷ୍ଠାନରେ ପହଞ୍ଚି ଚଢାଉ ଆରମ୍ଭ
Read More...

ମୟୂରଭଞ୍ଜ : ଖିଚିଂ ସ୍ଥିତ ମା କିଚକେଶ୍ୱରୀ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି।। ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରିବାକୁ…

ମୟୁରଭଞ୍ଜ : ୨୨/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ। ଖିଚିଂ ଠାରେ ଅବସ୍ଥିତ କଳା ମୁଗୁନି ପଥରରେ ତିଆରି ଏହି ମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି। ମାତ୍ର ଏହି ମନ୍ଦିରରେ ବାରମ୍ବାର
Read More...

ରାଉରକେଲା : ମନ୍ଦିରା ଡ୍ୟାମର ୯ଟି ଗେଟ୍ ଖୋଲା ଗଲା।। ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ସମ୍ଭାବନା।

ରାଉରକେଲା : ୨୨/୯ (ସତ୍ୟାନ୍ୟୁଜ) କାଂଶବାହାଲ ନିକଟରେ ଥିବା ମନ୍ଦିରା ଡ୍ୟାମର ଆଜି ୯ ଟି ଗେଟ ଖୋଲି ଦିଆ ଯାଇଛି। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଡ୍ୟାମ ର ଜଳସ୍ତର ଵୃଦ୍ଧି ପାଇବାରୁ ଏହି ପଦକ୍ଷେପ ନିଆଯାଇଛି। ଆଜି ୯ଟି ଗେଟ୍ ର ୫
Read More...

ରାଉରକେଲା : ରାଉରକେଲା କଲେଜକୁ ଜମି ହସ୍ତାନ୍ତର ନେଇ ମୁଖ୍ୟମନ୍ତ୍ରୀ ଏବଂ ସେଲ୍ ଅଧ୍ୟକ୍ଷଙ୍କୁ ଦାବିପତ୍ର।।

ରାଉରକେଲା : ୨୨/୯ (ସତ୍ୟାନ୍ୟୁଜ) ରାଉରକେଲା କଲେଜ ଇସ୍ପାତ ସହରର ଏକ ପୁରାତନ କଲେଜ। ୧୯୬୬ ମସିହାରୁ ସ୍ଥାପିତ ଏହି କଲେଜ ଇଭିନିଙ୍ଗ କଲେଜ ବା ସାଂଧ୍ଯ୍ଯ ମହାବିଦ୍ୟାଳୟ ଭାବେ ପରିଚିତ। କାରଣ ସାଧାରଣରେ ଆରଏସପି ଓ ବିଭିନ୍ନ ବେସରକାରୀ ସଂସ୍ଥା ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପାଇଁ
Read More...

ରାଉରକେଲା : ମନ୍ଦିରା ଡ୍ୟାମର ୯ଟି ଗେଟ୍ ଖୋଲା ଗଲା।। ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ସମ୍ଭାବନା।

ରାଉରକେଲା : ୨୧/୯ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଅଫିସ ଆସି ୧୬ ତାରିଖରେ ଘରକୁ ଫେରି ନଥିଲେ। ୧୭ ସେପ୍ଟେମ୍ବର ଶନିବାର ଦିନ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଥାନାରେ ଭଉଣୀଙ୍କ ନିଖୋଜ ରିପୋର୍ଟ ଦେଲେ। ସେହି ଦିନ ପୋଲିସ ସୁସ୍ମିତାଙ୍କୁ ଏକ ହୋଟେଲରେ ଥିବା
Read More...